Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା

788 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିରିପଟା ଗ୍ରାମ ପଂଚାୟତ ବରେଇ ଗ୍ରାମରେ।

ସୂଚନା ରୁ ପ୍ରକାଶ ଜେ ବରେଇ ଗ୍ରାମର ବିଜୟ ଜେନା ନାମକ ଜଣେ ଯୁବକ ଦୀର୍ଘ ଦିନ ହେବ ଉକ୍ତ ଗ୍ରାମରେ ଚୋରା ମଦ କାରବାର କରିଆସୁଥିଲା, ତେବେ ଉକ୍ତ ଚୋରା ମଦ କାରବାର କୁ ବିରୋଧ କରିଥିଲେ ଗ୍ରାମର କିଛି ମହିଳା, ଏହି ବିରୋଧ କୁ କେନ୍ଦ୍ର କରି ମଙ୍ଗଳପୁର ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉକ୍ତ ଚୋରା କାରବାର ଉପରେ ରୋକ ଲଗାଇଥିଲା ପୋଲିସ।

ତେବେ ଏହି ଘଟଣା ରେ ଉତକ୍ଷିପ୍ତ ହୋଇପଡ଼ି ବିଜୟ ରବିବାର ଦିନ ମରାଣାଂଟକ ଆକ୍ରମଣ କରିବା ସହ ବଡ଼ ବଡ଼ ଢେଲା ପଥର ମାଡ଼ କରିଥିଲା ଲକ୍ଷ୍ମୀ ଜେନା ଙ୍କୁ, ଏଥିରେ ଲକ୍ଷ୍ମୀ ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ ଅଧିକ ଚିକତ୍ସା ନିମନ୍ତେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା।

ରବିବାର ରାତିରେ ଲକ୍ଷ୍ମୀ ମେଡିକାଲ ରେ ମୃତ୍ୟୁ ବରଣ କରିବାର ଖବର ପାଇ ମଙ୍ଗଳପୁର ଥାନା ର iic ଅସିତ ରଂଜନ ମହାନ୍ତି ଅଭିଯୁକ୍ତ ବିଜୟ କୁ ବିଳମ୍ବିତ ରାତ୍ରିରେ ଗିରଫ କରିଥିବାର ଖବର ମିଳିଛି

ଅନ୍ୟ ପଟରେ ଏହି ଚୋରା ମଦ କାରବାର ବିରିପଟା ଗ୍ରାମର ଅଶ୍ୱିନୀ ସେନାପତି ନାମକ ଜୈନେକ ବ୍ୟକ୍ତି ଙ୍କ ପ୍ରରୋଚନା ତଥା ସହଯୋଗ ରେ ହେଉଥିବାରୁ ଅଶ୍ୱିନୀ ଙ୍କୁ ମଧ୍ୟ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି

Related Post

ଲଘୁଚାପ ଜନିତ ବର୍ଷା ରେ ଭୁଷୁଡି ପଡିଲା କାନ୍ଥ ଅଳ୍ପକେ ବର୍ତିଲେ ପରିବାର

Posted by - August 18, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ) ଲଘୁଚାପ ଜନିତ ଲଗାଣ ବର୍ଷା,ସାତ ତାରିଖ ରୁ ଲାଗିଛି ବର୍ଷା ଥମିବାର ନା ଧରୁନି,ଫଳ ରେ ଛାନିଆଁ ଫସିଛି ଝାଟି ମାଟି ର ଘରେ ରହୁଥିବା…

ବାରବାଟି ବିଧାୟକ ମହମ୍ମଦ ମୋକିମ ଙ୍କୁ ଜୋରିମାନା

Posted by - June 20, 2022 0
କଟକ:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବାରବାଟି ବିଧାୟକ ମହମ୍ମଦ ମୋକିମ ଙ୍କୁ ପାଞ୍ଚ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଲେ ହାଇକୋର୍ଟ l ଭୁବନେଶ୍ଵର :-…

୪ ହଜାର ପ୍ୟାକେଟ କାଢ଼ା ବଂଟନ

Posted by - November 23, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସାରା ବିଶ୍ୱରେ କୋରୋନା ମହାମାରିକୁ ନେଇ ଏବେବି ଆତଙ୍କ ଦେଖାଦେଇଛି । କୋରୋନା ନିୟନ୍ତ୍ରଣ ପାଇଁ ଟିକା ନ ବାହାରିବା ପର୍ଯ୍ୟନ୍ତ…

ଚିକିତ୍ସାଳୟରେ ସିକୁରିଟି ଗାର୍ଡଙ୍କ ଔଦ୍ଧତ୍ୟ,ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅତିଷ୍ଠ,ବଦନାମ ହେଉଛି ଜିଲ୍ଲା

Posted by - August 17, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରୋଗୀ ମାନଙ୍କୁ ସଠିକ ଚିକିତ୍ସା ଯେତିକି ଆବଶ୍ୟକ ସେତିକି ଆବଶ୍ୟକ କର୍ମଚାରୀଙ୍କ ଉତମ ବ୍ୟବହାର । ହେଲେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସ୍ୱୀକୃଟି ଗାର୍ଡ…

ଘର ମାଲିକ ଘରେ ବନ୍ଦି କରି ରଖି ଚିକିତ୍ସା ପାଇଁ ଛାଡୁ ନ ଥିବା ଅଭିଯୋଗ

Posted by - June 13, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ଦାଦନ ଖଟିବାକୁ ତାମିଲନାଡୁକୁ ଯାଇ ଅସୁସ୍ଥ ହେବାପରେ ଉଦ୍ଧାର ପାଇଁ ସାମାଜିକ ଗଣମାଧ୍ୟମରେ ଭିଡିଓ ମେସେଜ କରି ଗୁହାରୀ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା…