ଭାରତର ୨ବିମାନକୁ ଖସାଇବା ସହ ଜଣେ ପାଇଲଟଙ୍କୁ ପାକିସ୍ତାନ ସୈନ୍ୟ ଗିରଫ କରିଥିବା ଦାବି କଲା ପାକିସ୍ତାନ, ଭରତର ଅସ୍ବୀକାର

837 0

ଭାରତୀୟ ବାୟୁସେନା ପିଓକେରେ ଗତକାଲି ଏୟାର ଷ୍ଟ୍ରାଇକରିବାପରେ ଆଜି ଜାମ୍ମୁ କାଶ୍ମୀରର ବଡ଼ଗାମରେ ବାୟୁ ସେନାର ଏକ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ପରଠୁ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ଦାବି କରୁଛି ଯେ ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ବିମାନକୁ ପାକିସ୍ତାନ ଖସାଇଦେଇଛି । କିନ୍ତୁ ଭାରତ ଏହାକୁ ଅସ୍ବୀକାର କରୁଛି ।

Facebook Notice for EU! You need to login to view and post FB Comments!

Related Post

Leave a comment

Your email address will not be published.