ବରୀ ମାଉଣ୍ଡ ବଜାର ତହସିଲ ସମୁଖରେ ପୋଲିସ ର ଦାଦାଗିରି କୁ ବିରୋଧ

649 0

ବରୀ:( ସ୍ନେହଂlଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ଥାନା ଅଧୀନ ବରୀ ମାଉଣ୍ଡ ବଜାର ତହସିଲ ସମୁଖରେ ପୋଲିସ ର ଦାଦାଗିରି କୁ ବିରୋଧ କରି ଲୋକେ ବରୀ ପୋଲିସ ଘେରି ଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତି ୮ ଟାରୁ ଘଟିଥିଲା ବେଳେ 10ଟା ପର୍ଯ୍ୟନ୍ତ ସମାଧାନର ବାଟ ଫିଟିନଥିବା ଜଣା ପଡିଛି, ଟାୟାର ଜାଳି ପୋଲିସ ର ଅମାନୁଷିକ କାର୍ଯ୍ୟକୁ ବିରୋଧ କରାଯାଇଛି,

ଜଣେ ଯୁବକ ବାଇକ ନେଇ ଯାଉଥିଲା ବେଳେ ଜଣେ କନେଷ୍ଟ ବଳ ଚେକିଂ ଆଳରେ ନିର୍ଧୁମ ପ୍ରହାର କରି କ୍ଷତାକ୍ତ କରିଥିବା ଜଣାପଡିଛି, ପୋଲିସ ର ଏଭଳି ଅମାନୁଷିକ କୁ ଲୋକେ ବିରାଧ କରିଛନ୍ତି, ଘଟଣା ସ୍ଥଳରେ ତହସିଲଦାର ସରୋଜ କାନ୍ତ ନାୟକ, ବରୀ ଥାନା ଅଧିକାରୀ ଅଜୟ ଜେନା, ବରୀ ତହସିଲ ବିଡିଓ ଶିବାନନ୍ଦ ସ୍ୱାଇ ପହଁଚି ବୁଝାସୁଜା କରୁଥିବା ଦେଖିବାକୁ ମିଳିଛି ହେଲେ ଏବେ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଦେଖିବାକୁ ମିଳିଛି ।

 

Related Post

ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଜିଲା ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ

Posted by - November 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ବେଳେ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବହିସ୍କାର କରିବା ଦାବୀରେ…

ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଜିଲାପ୍ରଶାସନର ଦ୍ୱାରସ୍ତ

Posted by - September 3, 2021 0
ଯାଜପୁର:(  ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଆଦର୍ଶ ପଂଚାୟତ ପାଲଟପୁରରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ମାନ୍ୟବର…

ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ,ଆକ୍ରାନ୍ତ ସଂଖ୍ୟା ୯ରେ ପହଞ୍ଚିଲା

Posted by - April 3, 2020 0
ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ପୁଣି ଭୁବନେଶ୍ୱର ବମିଖାଲ୍‌ରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା…

ଆଦିବାସୀ ପରିବାର ର ଜମି ହଡପ ସପରିବାର ଆତ୍ମହତ୍ୟା ଧମକ

Posted by - November 20, 2022 0
ସମ୍ବଲପୁର :୨୦/୧୧ (ରମାକାନ୍ତ ବିଶ୍ବାଳ)ଏକ ଆଦିବାସୀ ପରିବାର ର ସମସ୍ତ ଜମିକୁ ଜମିଦାଲାଲ ମାନେ ସେମାନଙ୍କ ଅଜାଣତରେ ଚଞ୍ଚକତା କରି ବିକ୍ରି କରି ଦେଇଥିବା ବେଳେ ବିଗତ…