ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ ବିଧାୟକଙ୍କ ସଫେଇକୁ ଖଣ୍ଡନ କଲେ ଜୁଏଲ୍ ଓରାମ

1204 49

ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା କଟକ ଜିଲ୍ଲା ନିଆଳିର ରତନପୁରର ମନୋଜ କୁମାର ବେହେରାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ବେଳେ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ସହିଦଙ୍କ ସଂପର୍କୀୟଙ୍କୁ ଭୁଲ୍‌ବଶତଃ ତଣ୍ଟିଆ ମାରି ବସାଇ ଦେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ବିଧାୟକ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ। କିନ୍ତୁ ଏହି ଘଟଣାକୁ ନେଇ ବିବାଦ କମିବାର ନାଁ ନେଇ ନାହିଁ। ଶୁକ୍ରବାର କଟକ ନଗର କଂଗ୍ରେସର ମହିଳା ମୋର୍ଚ୍ଚା ପକ୍ଷରୁ ବିଧାୟକଙ୍କୁ ଗିରଫ ଦାବି କରି ବାଦାମବାଡି ଥାନାରେ ଏତଲା ଦିଆଯାଇଛି। ଏଥିସହ କଟକ ନଗର କଂଗ୍ରେସ ପକ୍ଷରୁ ବିଧାୟକଙ୍କ ଗିରଫ ଦାବିରେ ରାଲି ମଧ୍ୟ କରାଯାଇଛି।

ସେହିପରି ଭୁବନେଶ୍ୱର ଖଣ୍ଡଗିରି ଥାନାରେ ମଧ୍ୟ ବିଧାୟକ ସାମନ୍ତରାୟଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଖଣ୍ଡଗିରି ଅଞ୍ଚଳରେ ଜନୈକ ସୁବାସ ମହାପାତ୍ର ସହିଦଙ୍କ ସଂପର୍କୀୟଙ୍କ ପ୍ରତି ଅସଦ ବ୍ୟବହାର ଘଟଣାରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମହାପାତ୍ର ଏହି ଏଫ୍‌ଆଇଆର୍‌ କରିଛନ୍ତି।ଏହି ଘଟଣା ପାଇଁ କ୍ଷମା ମାଗିବା ସହ ଦେବାଶିଷ ସ୍ପଷ୍ଟୀକରଣ ଦେଇଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଠେଲି ସହିଦ୍‌ଙ୍କ ସଂପର୍କୀୟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ସେ ସହିଦ୍‌ଙ୍କ ସଂପର୍କୀୟଙ୍କ ହାତ ଧରି ବସାଇ ଦେଇଥିଲେ।ହେଲେ ଆଜି ଏ କଥାକୁ ଖଣ୍ଡନ କରିଛନ୍ତି ଜୁଏଲ୍। କହିଛନ୍ତି ,ଦେବାଶିଷ ଯାହା କହିଛନ୍ତି ତାହା ଭୁଲ୍।

Related Post

ରାଜଧାନୀ ରେ ଓମିକ୍ରନ ର ଆଉ ୪ ମାମଲା ୭୭ ହେଲା ସଂକ୍ରମିତ ଙ୍କ ସଂଖ୍ୟା

Posted by - December 17, 2021 0
ଭୁବନେଶ୍ବର:/କଳାହାଣ୍ଡି  :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦେଶରେ ଓମିକ୍ରନ ପ୍ରଜାତି ସଂକ୍ରମିତ ଙ୍କ ସଂଖ୍ୟା କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀରେ ଓମିକ୍ରନ ମାମଲା…

There are 49 comments

  1. Nice post. I was checking constantly this blog and I’m impressed! Extremely useful information specifically the last part 🙂 I care for such information a lot. I was looking for this certain info for a long time. Thank you and best of luck.

  2. An interesting discussion is definitely worth comment. I do think that you need to write more on this subject, it might not be a taboo matter but typically people don’t talk about these issues. To the next! Many thanks!!

  3. Non pour une des fins qui sont pas des fins faut buter les leaders (ou tout le monde?) de liberty et de de duty. Après j’ai pas essayé mais ça à l’air normal (vu que sur ces 5 y’en a 3 que j’ai pas vu).

  4. Thanks for any other excellent post. The place else may anybody get that type of info in such a perfect way of writing? I have a presentation next week, and I’m at the look for such information.

  5. Pretty section of content. I just stumbled upon your blog and in accession capital to assert that I get in fact enjoyed account your blog posts. Any way I will be subscribing to your augment and even I achievement you access consistently fast.

Leave a comment

Your email address will not be published.