Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ସଡକ ସୁରକ୍ଷା ସପ୍ତାହ ଅବସରରେ ହେଲମେଟ ବଣ୍ଟନ

235 0

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଠାରେ ଆଜି ପୁଲିସ ଏବଂ ଆଞ୍ଚଳିକ ପରିବହନ ତରଫରୁ ମିଳିତ ଭାବେ ସଡକ ସୁରକ୍ଷା ସପ୍ତାହ ଅବସରରେ ହେଲମେଟ ଯାଞ୍ଚ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଏକ ରାଲିର ଆୟୋଜନ ମଧ୍ୟ କରାଯାଇଥିଲା। ରାଲି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରାଇଥିଲେ। ମଟର ସାଇକେଲରେ ଯିବା ସମୟରେ ହେଲମେଟ ବାଧ୍ୟତାମୂଳକ ବୋଲି କହିବା ସହ ପଛରେ ବସିବା ଲୋକ ମଧ୍ୟ ହେଲମେଟ ପରିଧାନ ଆବଶ୍ୟକ ବୋଲି କୁହାଯାଇଥିଲା।ଯେଉଁ ଲୋକମାନେ ହେଲମେଟ କିଣିବା ପାଇଁ ଅକ୍ଷମ ଥିଲେ ସେମାନଙ୍କୁ ଆଞ୍ଚଳିକ ପରିବହନ ତରଫରୁ ହେଲମେଟ ପ୍ରଦାନ କରାଯାଇଥିଲା।

ଆଇଆଇସି ରଘୁନାଥ ମାଝିଙ୍କ ନେତୃତ୍ବରେ ପୁଲିସ କର୍ମଚାରୀ,ଆଞ୍ଚଳିକ ପରିବହନରଏମଭିଆଇ,ଟିଆଇ ପ୍ରମୁଖ ଉପସ୍ଥିତ ରହିଥିଲେ।ସେହିପରି ସ୍ଥାନୀୟ ମାଥିଲି ଅଂଚଳର ସ୍ମୃତି ରଂଜନ,ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ କୋପେ,ସମାଜସେବୀ ଜୟନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସଡକ ସପ୍ତାହ ପାଳନରେ ସହଯୋଗ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।

Related Post

ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ବାବୁଲାଙ୍କୁ ଚିହ୍ନିଲେ ପରିବାର ଲୋକେ,

Posted by - September 13, 2019 974
କେନ୍ଦୁଝର,୧୨/୯କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ସିଲିସୁଆଁ ଗ୍ରାମରୁ କିଛିମାସ ତଳେ ନିଖୋଜ ହୋଇଯାଇଥିବା ବାବୁଲା ମୁଣ୍ତା ବିଶାଖାପାଟଣାରେ ଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ…

୩୧୪ଦିନରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

Posted by - February 3, 2021 0
ଯାଜପୁର ଅଫିସ: ମାର୍ଚ୍ଚ ୨୨ତାରିଖରୁ ମହାମାରୀ କରୋନାକୁ ମୁକାବିଲା କରିବା ଲାଗି ନିରସ୍ତ୍ର ସୈନିକ ଭାବେ ଜୀବନକୁ ବାଜି ଲଗାଇ ଲଢ଼ୁଥିବା ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ…

ଲକ୍ ଡାଉନ ପରେ କଳିଙ୍ଗ ଯୁବକ ସଂଘର ଗରିବଙ୍କୁ ରନ୍ଧା ଖାଦ୍ୟ ବିତରଣ ୧୦ ଦିନରେ ପହଁଚିଲା

Posted by - April 11, 2020 1,661
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) କଳିଙ୍ଗ ଯୁବକ ସଂଘ ଚଣ୍ଡିପୁର ତରଫରୁ ଲକ ଡାଉନ ହେବା ପରେ ଆଜିକୁ ୧୦ ଦିନ ହେବ ଅସହାୟ ଲେକାଙ୍କୁ ରନ୍ଧାଖାଦ୍ୟ ବଂଟନ…

ସାବଧାନ! ମହିଳାଙ୍କ ସାଧାରଣ ଫଟୋଗ୍ରାଫକୁ ଅଶ୍ଳୀଳ ଫଟୋରେ ପରିଣତ କରୁଛି ସଫ୍ଟୱେୟାର

Posted by - October 22, 2020 0
ନୂଆ ଦିଲ୍ଲୀ:ବମ୍ବେ ହାଇକୋର୍ଟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (କୃତ୍ରିମ ବୁଦ୍ଧିମତା/AI) ଭିତ୍ତିକ ସଫ୍ଟୱେୟାର (DEEP FAKE) ବିଷୟରେ ସୂଚନା ମାଗିଛନ୍ତି, ଯାହା ମହିଳାଙ୍କ…