ଭୁବନେଶ୍ୱର: ପୁଲ୍ଓ୍ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ଆଜି ବନ୍ଦ ପାଳନ କରୁଛି।ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ଏହି ଆକ୍ରମଣକୁ ନିନ୍ଦା କରି ରାଜ୍ୟ ସମେତ ଦେଶର ବିଭିନ୍ନ ବ୍ୟବସାୟୀ ସଂଘ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ଆଜି ଅପରାହ୍ନ ୪ଟା ଯାଏ ଦୋକାନ ବଜାର ନ ଖୋଲିବାକୁ ବ୍ୟବସାୟୀମାନେ ନିଷ୍ପତ୍ତି ନେଇଛନ୍ତି।
Breaking News
Related Post
ଆସନ୍ତାକାଲିଠୁ ବିଜେଡିର ଘରେ ଘରେ ଶଙ୍ଖ ଅଭିଯାନ
ଭୁବନେଶ୍ବର ୪|୩ :ନିର୍ବାଚନ ଇସ୍ତହାର ପ୍ରସ୍ତୁତ ପାଇଁ ବିଜେଡି ଲୋକଙ୍କ ମତାମତ ନେବ । ପୂର୍ବରୁ କଂଗ୍ରେସ ଏଭଳି ନୀତି ଗ୍ରହଣ କରିଥିବା ବେଳେ ବିଜେଡି ମଧ୍ୟ…
ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ସାଜିଛି ଗୋପପୁର। ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି ଏବଂ ଗୋପପୁର ଅମ୍ବାପାଲ୍ଲୀରେ ମଞ୍ଚସ୍ଥ ହେବ କୃଷ୍ଣଲୀଳା ମହୋତ୍ସବ। କମିଟିର…
ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ରକ୍ତ ଓ ସ୍ୱାବ୍ ନମୁନା ପରୀକ୍ଷାରୁ…
ବଡ ଖବର
- ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ଘଟଣା: ମୁହଁ ଖୋଲିଲେ ପୁଲିସ ଡିଜି ତଦନ୍ତ ନ ସରିବା ଯାଏ କିଛି କହିହେବନାହିଁ, କାହା ମନରେ କଣ ଅଛି ମହାପ୍ରଭୁ ହିଁ ଜାଣିପାରିବେ
- ନବ ଦାସ ହତ୍ୟା ଘଟଣା: ଗୋପାଳର ଘରେ କ୍ରାଇମବ୍ରାଞ୍ଚ ଟିମ୍, ପତ୍ନୀ ଓ ପୁତୁରାଙ୍କୁ କରୁଛନ୍ତି ପଚରାଉଚରା
- ନବ ଦାସଙ୍କୁ ହତ୍ୟା ମାମଲା: ଗୁଳିମାଡ଼ରେ ଆହତ ହୋଇ ବୁର୍ଲାରେ ଚିକିତ୍ସାଧୀନ ଥିବା ଜୀବନ ନାୟକଙ୍କୁ ପଚରାଉଚରା କଲା କ୍ରାଇମ୍ବ୍ରାଞ୍ଚ
- ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଅଟକ
- ଟିଟିଲାଗଡ ସରକାରି ଡ଼ାକ୍ତରଖାନାରେ ଡ଼ାକ୍ତରଙ୍କ ଅଭାବ, ଏ ଦୁଃଖ ଦୂର ହେବ କେବେ ?
- ଜିଲ୍ଳା ରେ ମଣ୍ଡି ସମସ୍ୟା ତଥା ଗରିବ ଓ କୃଷକ ବିରୋଧୀ କେନ୍ଦ୍ର ବଜେଟ ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ
- ହରଭଙ୍ଗା ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ
- ଅନୈତିକ ଲିଙ୍ଗ ନିରୂପଣ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ
- ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାରେ ଓଲ୍ହାଇଲା ଜିଲ୍ଲା ଯୁବକଂଗ୍ରସ
- ଜିଲ୍ଲା ପ୍ରଶାସନର ଜନ ସମ୍ପର୍କ ଶିବିର