ବରୀ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର

330 0

ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ରତ୍ନଗିରି ପଂଚାୟତର ଅଲିଆବାଦ ଠାରେ ବରୀ ବିଜେପି ପକ୍ଷରୁ ୨୨ନଂ ଜୋନ ରତ୍ନଗିରି ମଣ୍ଡଳ ପକ୍ଷରୁ ଏକ ପ୍ରିଶକ୍ଷଣ ଶିବିର ରତ୍ନଗିରି ମଣ୍ଡଳ ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବିଜେପି ନେତା ବିଶ୍ୱରଂଜନ ମଲ୍ଲିକ, ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନ କରିବା ସହିତ ତୃଣମୂଳ ସ୍ତରରେ ଜଳୀୟ ସଙ୍ଗଠନ ସୁଦୃଢ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନୀତ ଅତିଥିଭାବେ ବରୀ ବ୍ଲକ ଅଧ୍ୟକ୍ଷା ସୁବାଶିନୀ ଶର୍ମା, ମୁକୁନ୍ଦ ସାମଲ, ଅଂଜନ ସାମଲ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ନିତ୍ୟାନନ୍ଦ ସାହୁ, କାଳନ୍ଦି ଦାସ, ମେଘନାଦ ବିଶ୍ୱାଳ, ମନୋରଂଜନ ଜେନା, ସ୍ମୃତି ରଂଜନ ସାମଲ, ଆଶିଷ କୁମାର ଜେନା, ଚୈତନ୍ୟ ରାୟ, ବିରଜା ଶଙ୍କର ଦାସଙ୍କ ସମେତ ୨୨ନଂ ଜୋନର ବିଭିନ୍ନ ପଂଚାୟତରୁ ଆସିଥିôବା ବିଜେପି କର୍ମୀମାନେ ଏହି ଶିବିରରେ ଯୋଗ ଦେଇଥିଲେ ।

Related Post

ଅଖିଳ ମାରବାଡି ଯୁବାମଞ୍ଚ ଭବନ ପାଇଁ ଭୂମି ପୂଜନ

Posted by - April 25, 2022 0
ଧର୍ମଗଡ଼: ଅଖିଳ ଭାରତୀୟ ମାରବାଡି ଯୁବାମଞ୍ଚ ଭବନ ନିର୍ମାଣ ପାଇଁ ଆଜି ଭୂମି ପୂଜନ ଉତ୍ସବ କୋକସରା ବ୍ଲକ ଲଡୁଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ଲଡୁଗାଁ ମାରବାଡି…

ବାରିକ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର

Posted by - June 8, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ପାଇଁ ସବୁ ଆଡେ ଲକ ଡାଉନ ଜାରି ରହିଥିବା ବେଳେ ସେଲନ ଗୁଡିକୁ ଖୋଲିବା ପାଇଁ ଅଦ୍ୟାବଧି ଅନୁମତି ମିଳିନାହିଁ। ଫଳରେ…

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Posted by - March 9, 2022 0
ମାଲକାନଗିରି :(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ତିତ ଡାରଉଇନ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ, ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର…

ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ନିର୍ବାଚନ ସଂପନ୍ନ

Posted by - August 22, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସହ ଅନୁବନ୍ଧିତ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ସଂପୂର୍ଣ୍ଣ ସାମ୍ବିଧାନିକ ଓ ଗଣତାନ୍ତ୍ରିକ…