ଭୁବନେଶ୍ୱର: ଓଡ଼ିଶା ଜଣାଇଛି ତା’ର ଦୁଇ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

5005 72

ବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଓ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଶଶିଭୂଷଣ ବେହେରା ଓ ପ୍ରତାପ ଜେନା ଏବଂ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଦୁଇ ଯବାନଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ରାଜ୍ୟ ପୁଲିସ ଓ ସିଆର୍‌ପିଏଫ୍‌ ପକ୍ଷରୁ ମଧ୍ୟ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।ଜମ୍ମୁକଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ସିଆର୍‌ପିଏଫ୍‌ କର୍ମୀ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚବା ପରେ ସୃଷ୍ଟି ହୋଇଥିଲା ଭାବଗମ୍ଭୀର ପରିବେଶ। ନେତା, ଜନତା,ସୁରକ୍ଷାକର୍ମୀ,ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମକର୍ମୀ ଆଦି ସବୁ ଶ୍ରେଣୀର ବ୍ୟକ୍ତିଙ୍କର ହଜାର ହଜାର ସଂଖ୍ୟାରେ ଭିଡ଼ ଜମିଥିଲା ବିମାନବନ୍ଦରରେ।


ଏଥିସହ ସହିଦଙ୍କ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ବେଳେ ଅତ୍ୟନ୍ତ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସେମାନଙ୍କ ଲୁହ ଛଳ ଛଳ ଆଖି ଦେଖି ଅନ୍ୟମାନଙ୍କ ଆଖିରେ ବି ଜକେଇ ଆସିଥିଲା ଲୁହ। ପୁଲିସ ବାହିନୀ ପକ୍ଷରୁ ସହିଦଙ୍କ ଉଦ୍ଦେଶ୍ୟରେ ତୋପ ସଲାମୀ ଦିଆଯାଇଥିଲା।ଦେଶ ମାତୃକାର ସେବାରେ ନିଜକୁ ନି​‌ୟୋଜିତ କରିଥିବା ବୀର ଯବାନ ପାଇଁ ସହିଦ ହେବା ସର୍ବୋଚ୍ଚ ସମ୍ମାନ । ଯେଉଁଥି ପାଇଁ ଏ ଦେଶ ସେମାନଙ୍କ ଉପରେ ଗର୍ବ କରୁଛି । ଯେଉଁଥି ପାଇଁ ଏ ଦେଶବାସୀଙ୍କ ହୃଦୟରେ ସେମାନଙ୍କ ପାଇଁ ରହିଛି ଅକୁଣ୍ଠ ଶ୍ରଦ୍ଧା​‌ । ଆଜି ଦେଶର ବିଭିନ୍ନ ରାଜ୍ୟରେ ସହିଦଙ୍କ ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକଙ୍କ ସାମିଲ ହେବା ଏୟା ହିଁ ତ ବୟାନ କରୁଛି । ସେମାନଙ୍କ ସର୍ବୋଚ୍ଚ ବଳିଦାନ ପାଇଁ ସେମାନଙ୍କୁ ମନେ ରଖିବ ସାରା ହିନ୍ଦୁସ୍ତାନ

ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ-କାଶ୍ମୀରରେ ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା। ୨୫୦୦ରୁ ଅଧିକ ଯବାନ ୭୦ଟି ବସ୍‌ରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

Related Post

ବେଦାନ୍ତ ଏଲ୍ ଏଣ୍ଡ ଟି କଲୋନୀ ରେ କରୋନା, ଲୋକେ ଆତଙ୍କିତ

Posted by - October 26, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରେ କରୋନା ରୋଗୀ ଚିହ୍ନଟ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ସୋମବାର ଦିନ ଏଲ୍ ଏଣ୍ଡ…

There are 72 comments

  1. You can enjoy loads of gaming categories at each of the BTC online casinos in CA. Alongside slot machines, Canadian Bitcoin gambling activities include live sections, table and card titles, sports and more. Casino operators are well aware that the Canadian user seeks diversity and flexibility. They adjust their payment methods, so more gameplay opportunities are offered to the player. Bitcoin dice is one of the simplest and yet most thrilling games. The rules of the game are easy to follow. Even if you are a complete beginner and have never played crypto dice games, you will learn them in a blink of an eye. The bitcoin version of the game is similar to the traditional dice available in many online and land-based casinos. Your job is to select a number you want. Then, you place a bet will the dice roll lower or higher than your chosen number. http://www.culturish.com/forums2/member.php?action=profile&uid=529757 Punters desire more excitement and can partake in casino tournaments and the sites out of these world competitions. The games add spice to the matches and increase gaming sessions amongst players while creating interactive periods between players and the casino. Plus, every single individual can find the tournament a fresh breeze, the rewards inspiring and the contests a fresh start. Here are some of the regular matches you can expect while visiting Wild Tornado: This incredible free money offer is a great way to familiarize yourself with the casino floor and all its innovative features without risking any of your own money. You’ll have access to tons of top-notch games from multiple software developers and also the unique opportunity to assess every aspect of the casino before claiming the generous welcome package on your initial deposit. So, what are you waiting for? Visit any of the top-rated online betting houses recommended here to claim this exclusive offer before its too late!

  2. Took me time to read all the comments, but I really enjoyed the article. It proved to be Very helpful to me and I am sure to all the commenters here It’s always nice when you can not only be informed, but also entertained I’m sure you had fun writing this article.

  3. However, it is virtually all done with tongues rooted solidly in cheeks, and everyone has absolutely nothing but absolutely love for his or her friendly neighborhood scapegoat. The truth is, he is not just a pushover. He is basically that special variety of person strong enough to take all of that good natured ribbing for exactly what it is.

  4. Woah this is just an insane amount of information, must of taken ages to compile so thanx so much for just sharing it with all of us. If your ever in any need of related information, just check out my own site!

  5. I cannot thank you more than enough for the blogposts on your website. I know you set a lot of time and energy into these and truly hope you know how deeply I appreciate it. I hope I’ll do a similar thing person sooner or later.

  6. I loved your idea there, I tell you blogs are so exciting sometimes like looking into people’s private life’s and work. Every new remark wonderful in its own right.

Leave a comment

Your email address will not be published.