ଜିଲାପାଳ ଅପିଂସ ସମ୍ମୁଖରେ କୃଷକ ସଂଗଠନ AIKKMS ର ଧାରଣା

329 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ କୃଷକ ସଂଗଠନ AIKKMS ର ଧାରଣା । କେନ୍ଦ୍ରସରକାରଙ୍କ କୃଷି ବିଲର ପ୍ରତ୍ୟାହାର କରିବା ସହିତ ଦିଲ୍ଲୀରେ ହେଉଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏହି ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି । କେନ୍ଦ୍ରସରକାରଙ୍କ ପକ୍ଷରୁ ନୂତନ କୃଷି ବିଲ ପାରିତ ହେବା ପରେ କୃଷକ ମାନେ କ୍ଷତି ସହିବେ ।

କର୍ପୋରେଟ ସଂସ୍ଥା ଏଥିରେ ଲାଭବାନ ହେବେ ବୋଲି ଅଭିଯୋଗ କରାଯାଇଛି । ତେଣୁ ଏହି ବିଲକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଛି । ଏହା ବିରୋଧରେ ଦିନକୁ ଦିନ ଆନ୍ଦୋଳନ ତିବ୍ରତର କରାଯିବାକୁ ଚେତାବନି ଦିଆଯାଇଛି ।

Related Post

ଲଘୁଚାପ ର ଲଗାଣ ବର୍ଷା ରେ ଧୋଇ ଗଲା କଲଭର୍ଟ,ଭାଙ୍ଗିଲା କଚାଘର ଯୋଗାଯୋଗ ବିଛିନ୍ନ, ଜନଜୀବନ ଅସ୍ତବ୍ୟସ୍ତ

Posted by - September 13, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବର୍ଷା ଋତୁ ରେ ବର୍ଷା ଅଭାବରୁ ଚାଷୀକୁଳ ଅଧା ଉଣା ଚାଷ କରିଥିଲେ ବି ମାଟିଫlଟି ଆଁ କରିବସିଥିଲା!କିନ୍ତୁ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା…

ମାଡ଼ି ଆସୁଛି ବାତ୍ୟା ପାଥେଇ! ଓଡିଶା କୁ ନାହି ଡର। ଓଡିଶା ର ଛଅ ଟି ଜିଲା ରେ ପ୍ରବଳ ବର୍ଷା ସମ୍ଭାବନା

Posted by - December 15, 2018 0
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ…

୮୫୩୭୭୭ ଜଣ ପ୍ରବାସୀ ଙ୍କୁ ଆଣିବା ପାଇଁ ପୂର୍ବ ତଟ ରେଳବାଇ କୁ ଭଡା ବାବଦରେ ୯ କୋଟି ଟଙ୍କା

Posted by - October 1, 2020 0
ଭୁବନେଶ୍ୱର : ଭାରତ ବର୍ଷରେ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୨୩ ରୁ ଲକ୍ ଡାଉନ୍ ଆରମ୍ଭ ହୋଇଥିଲା । ସେହି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ୮…

ପଂଚାୟତ ର ବିକାଶ ପାଇଁ ସମସ୍ତ ଙ୍କ ଉଦ୍ୟମ ଆବଶ୍ୟକ:- ପ୍ରଣବ ପ୍ରକାଶ ଦାସ

Posted by - September 20, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପଂଚାୟତ ର ବିକାଶ ପାଇଁ ସମସ୍ତ ଙ୍କ ଉଦ୍ୟମ ଆବଶ୍ୟକ। ସରପଂଚ ଓ ସମିଟିସଭ୍ୟ ମିଳିମିଶି କାମ କରିବା ଆବଶ୍ୟକ। ନିଜ…