ଅଳକୁଣ୍ଡ ବଜାରରୁ ଜବରଦଖଲ ଉଚ୍ଛେଦ

302 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )

ଯାଜପୁର ଜିଲା ବିଂଝାରପୁର ତହସିଲ ଅନ୍ତର୍ଗତ ଅଳକୁଣ୍ଡ ବଜାରରୁ ଜବରଦଖଲ ଉଚ୍ଛେଦ କରାଯାଇଛି ,ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶକୁ କାର୍ଯ୍ୟକାରୀ କରି ତହସିଲ ପ୍ରଶାସନ ଏଭଳି ଉଚ୍ଚେଦ କାର୍ଯ୍ୟ ଜାରି ରଖିଛି 

ସରକାରୀ ଜାଗାରେ ବେଆଇନ ନିର୍ମାଣ ସହିତ ଦୋକାନ ବଜାର ହୋଇଥିବାରୁ ରାସ୍ତାଘାଟ ସଂକୁଚିତ ହୋଇଥିଲା ଏହାକୁ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା  ସ୍ଥାନୀୟ ତହସିଲ ପ୍ରଶାସନ ଏବଂ ପୋଲିସ ଉପସ୍ଥିତିରେ ଉଚ୍ଛେଦ ପ୍ରକିୟା ଜାରି ରହିଛି 

 

 

 

Related Post

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ, ଆଲୋଚନା ଚକ୍ର ଅନୁଷ୍ଠିତ

Posted by - October 1, 2019 113
ଜବାହାର ନବୋଦୟ ବିଦ୍ୟାଳୟ,ଚମ୍ପତିମୁଣ୍ଡା ଠାରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାଧାରଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ୧୫୦…

ବିଜୁ ପକ୍କାଘର ଯୋଜନାରେ ଘର ମରାମତି ପାଈଁ ସହାୟତା ପ୍ରଦାନ

Posted by - January 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗତ କାଲି ଓଡିଶା ର ୩୧ ଲକ୍ଷ୍ୟ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ…

ଅତିରିକ୍ତ ଗୋଦାମ ଗୃହ ଉଦଘାଟନ.. ବହୁଦିନର ଦାବୀ ପୂରଣ ହେଲା :ଜିଲ୍ଲାପାଳ

Posted by - May 20, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଂଚାୟତର ବୁଲୁରା ଗ୍ରାମରେ ଆଜି ଅତିରିକ୍ତ ଗୋଦାମ ଗୃହ ଉଦଘାଟିତ ହୋଇଯାଇଛି।ପ୍ରକାଶ ଥାଉକି ସଂକୁଲୋଇ ପଂଚାୟତ ୧୩ଟି…

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର,ହେଲପର

Posted by - May 15, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ୧୬ ନମ୍ବର ରାଜ୍ୟ ରାଜପଥ ରେ ପଡୁଥିବା ତୁରେକେଲା ନିକଟରେ ବିଶାଖାପଟନମ ରୁ ରାଇପୁର…

ହରଭଙ୍ଗା ବ୍ଲକ ର ଆଞ୍ଚଳିକ ବ୍ଲକ କଳାକାର ଓ ସଂକୃତି ସଂଘ ପକ୍ଷରୁ ଜରୁରୀ କାଳୀନ ବୈଠକ

Posted by - October 5, 2021 0
ବୌଦ୍ଧ:( ଚିତରଂଜନ ସିଂ) ସୋମବାର ଦିବା 12.30ମିନିଟ ରେ ଚାରିଛକ ସ୍ଥିତ ଶିବମନ୍ଦିର ସଭାଗୃହ ରେ ହରଭଙ୍ଗା ବ୍ଲକ ର କଳାକାର ଓ ସଂସ୍କୃତି ସଂଘ (ରେ.…