Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

୪ ହଜାର ପ୍ୟାକେଟ କାଢ଼ା ବଂଟନ

288 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସାରା ବିଶ୍ୱରେ କୋରୋନା ମହାମାରିକୁ ନେଇ ଏବେବି ଆତଙ୍କ ଦେଖାଦେଇଛି । କୋରୋନା ନିୟନ୍ତ୍ରଣ ପାଇଁ ଟିକା ନ ବାହାରିବା ପର୍ଯ୍ୟନ୍ତ ଏଭଳି ଆତଙ୍କ ଦେଖାଦେବ । ଏଥିପାଇଁ ସଚେତନ ଓ ସତର୍କ ହେବା ଆବଶ୍ୟକ । ନିଜ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ କୋରୋନା ଦାଉରୁ ରକ୍ଷା ମିଳିବ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି । ଏହି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଡାକ୍ତରୀ ଛାତ୍ର ହର୍ବାଲ କାଢ଼ା ପାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଯାଜପୁର ଜିଲା ବିଂଝାରପୁର ଅରେଇ ଅଂଚଳର ଅକ୍ଷୟ କୁମାର ନାୟକ ନାମକ ଏହି ଡାକ୍ତରୀ ଛାତ୍ର ଜଣକ ଡାଲଚିନ,ଗୋଲମରିଚ,ତୁଳସୀ ପତ୍ର ସୁଂଣ୍ଠିକୁ ବ୍ୟବହାର କରି କାଢ଼ା ପ୍ରସ୍ତୁତ କରି ପିଇବା ପାଇଁ ପରାମର୍ଶ ଦେଇଛନ୍ତି । ସେଥିପାଇଁ ସେ ପାଖାପାଖି ୪ ହଜାର ପ୍ୟାକେଟ କରି ବଂଟନ କରିଛନ୍ତି । ଅକ୍ଷୟଙ୍କ ଏହି କାଢ଼ା ଆୟୁଷମନ୍ତ୍ରାଳୟର ଗାଇଡଲାଇନ ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ଅକ୍ଷୟଙ୍କ ଏହି ପଦକ୍ଷେପ କୁ ସାଧାରଣରେ ବେଶ ସ୍ୱାଗତ କରାଯାଇଛି ।

Related Post

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୌଦ୍ଧ ମେଡିକାଲରେ ଅକ୍ସିଜେନ ସଂରକ୍ଷଣ ବ୍ୟବସ୍ଥାର ଭିତିପ୍ରସ୍ତର ସ୍ଥାପନ

Posted by - June 25, 2021 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଁ )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୌଦ୍ଧ ଠାରେ ହେବାକୁ ଥିବା ୬ କିଲୋ ଲିଟର…

କାଳିଆ ଯୋଜନାରେ ଆପଣଙ୍କ ନାମ ଅଛି କି ନାହିଁ ଏପରି ଜାଣନ୍ତୁ

Posted by - January 10, 2019 43
କାଳିଆ ଯୋଜନାକୁ ନେଇ ବଢୁଛି ବିବାଦ । କିଏ କିଭଳି ଏହି ଯୋଜନାରୁ ଅର୍ଥ ହାତେଇବେ ସେଥିପାଇଁ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କେଉଁଠି ଫର୍ମ ମିଳୁନି…

ଭତ୍ତା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୨ ବର୍ଷୀୟ ବୃଦ୍ଧା

Posted by - May 31, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ ) ଭତ୍ତା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୦ ବର୍ଷୀୟରୁ ଉର୍ଦ୍ଧ ବୟସ୍କା ଜଣେ ବୃଦ୍ଧା । ଓହ୍ଲାଇ ଆସିଛି ବୟସର ଅପରାହ୍ନ। ଚାଲିବାକୁ…

ବରିଷ୍ଠ ସାମ୍ବାଦିକଙ୍କ ଅକାଳ ବିୟୋଗ

Posted by - August 11, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ସୁବର୍ଣ୍ଣପୁର_ବରିଷ୍ଠ ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ଅକାଳ ବିୟୋଗ ଘଟିଛି l ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୁଚନା l…

୬୦ ପରିବାରରେ ଗୋଟିଏ ନଳକୂପ, ପାଣି ପାଇଁଁହନ୍ତସନ୍ତ ତେନ୍ତୁଳିସାହି ବାସିନ୍ଧା

Posted by - June 23, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ମଥୁରା ଗ୍ରାମପଞ୍ଚାୟତ କେଲାକଟାଗ୍ରାମର ୧୧ନମ୍ବର ଓ୍ବାଡ୍ ତେନ୍ତୁଳିସାହିରେ ପିଇବାପାଣିର ସମସ୍ୟା ହେଉଥିବାରୁ ସ୍ଥାନିୟଲୋକମାନେ ପାଣିପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି…