ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

306 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ବେରୁଦା ପଂଚାୟତରେ ରେଡକ୍ରସ  ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି  ଏହି ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ 

 

ଏହି ଶିବିରରେ ପାଂଉଣ୍ଡେସନର ସଦସ୍ୟସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ  ଏହି ଶିବିରରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା  କୋରୋନା ସମୟରେ ରକ୍ତସଂକଟ ଦୂର ପାଇଁ ନିୟମିତ ଭାବେ ରକ୍ତ ସଂଗ୍ରହ କରୁଛି ପାଂଉଣ୍ଡେସନ 

Related Post

ବନ୍ୟାପାଣି କମୁଛି, ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି,ବନ୍ୟାରେ ଧୋଇଗଲା ବିଜୁସେତୁ

Posted by - August 21, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକର ବନ୍ୟା ଅଞ୍ଚଳର ସ୍ଥିତି ଏବେବି ଗମ୍ଭୀର ରହିଛି। ଧୀରେଧୀରେ ବନ୍ୟାପାଣି ବନ୍ୟା ପ୍ଲବୀତ ଗ୍ରାମଗୁଡିକରୁ କାମୁଥିବାବେଳେ,ଏବେ ବହୁଗ୍ରାମ ଯଥା ମରଡା କୁମାରୀ…

ସହାୟତା ପାଇଁ ସରକାର ଙ୍କୁ ଗୁହାରୀ କଲେ କ୍ୟାନ୍ସର ରୋଗୀ

Posted by - September 4, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅ ସ୍ତି ଗ୍ରାମ ପଞ୍ଚାୟତ ର ସାନ ମଇଁ ଶି ଆଡି ଗ୍ରାମର ଦୀର୍ଘ ୨ ବର୍ଷ ଧରି କ୍ୟାନ୍ସର…

ଯାଜପୁର ଜିଲା ବରୀ ବ୍ଲକରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି

Posted by - September 24, 2021 0
ଯାଜପୁର ଜିଲା ବରୀ ବ୍ଲକରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିିଛିIଏକାଧିକ ଘାଇ ଯୋଗୁଁ ଶହ ଶହ ଚାଷ ଜମି କ୍ଷତିଗସ୍ତ ହୋଇଛି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।  ତେଣୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ପାଇଁ ବରୀ ବିଜୁ ଜନତା କୃଷକ ସଂଗଠନ ପକ୍ଷରୁ ଜିଲା ପ୍ରଶାସନକୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ସହିତ କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତିପୁରଣ ପ୍ରଦାନ କରିବାକୁ ଦାବୀ କରାଯାଇଛି ।

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

Posted by - October 30, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବେଆଇନ ଭାବେ ଚାଲିଥିବା ସହରର ୩ ଗୋଟି କ୍ଳିନିକକୁ ସିଲ କରାଯାଇଥିବା ଜଣାପଡିଛି…

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି

Posted by - July 9, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ରାଜ୍ୟରେ ବଢ଼ି ଚାଲିଥିବା ଡିଜେଲ,ପେଟ୍ରୋଲ,ଇନ୍ଧନ ଗ୍ୟାସ, ଖାଇବା ତେଲ,ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ,ପିସିସି ସଭାପତି…