କୋଭିଡି ନିୟମନୁସାରେ ପାଳିତ ହୋଈଛି ଗଜଲକ୍ଷ୍ମୀ ପୂଜା

334 0

ରଣପୁର:ରଣପୁର ଏନ୍ଏସି ରେ ପ୍ରତି ବର୍ଷ ପିଡବ୍ଲୁଡି ବଙ୍ଗଳା ଛକ ଠାରେ ବଡ଼ ଧୁମ୍ ଧାମ୍ ରେ ପାଳିତ ହେଉଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ କୋଭିଡି ନିୟମନୁସାରେ ପାଳିତ ହୋଈଛି ଗଜଲକ୍ଷ୍ମୀ ପୂଜା କେବଳ ଆଲୋକ ରେ ସାଜସଜ୍ଜା ହେଲେ ମଣ୍ଡପ କୋଳାହଳ ଶୂନ୍ୟ । ଭକ୍ତ ବିହୀନ ପୂଜା ମଣ୍ଡପ ଲାଗୁଛି ଖାଁ ଖାଁ ।ଧନ ଦାତ୍ରୀ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ପୂଜା ମଣ୍ଡପ ରେ ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରଯାଇଛି । ମାତା ପ୍ରତିମୄର୍ତ୍ତି ରେ ଭକ୍ତ ଙ୍କୁ ରୋଗମୁକ୍ତ , ଏବଂ ସମାଜ କଲ୍ୟାଣ ନିମନ୍ତେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା ।

ଚଳିତ ବର୍ଷ ର ପୂଜା ପର୍ବାଣୀ କୁ ଫିକା କରିଦେଇଛି ମହାମାରୀ କରୋନା । ପ୍ରଥମେ ଦୁର୍ଗା ପୂଜା ଆଉ ଏବେ ମାଆ ଗଜଲକ୍ଷ୍ମୀ ପୂଜା ବିନା ଭକ୍ତ ରେ ଅନୁଷ୍ଠିତ ହୋଈଛି । ଭକ୍ତ ଙ୍କ ମନରେ ଉତ୍ସାହ ନାହିଁ । ମହାଲକ୍ଷ୍ମୀ ଧନ , ପ୍ରେମ , ଶାନ୍ତି , ର ପ୍ରତୀକ ଯାହାଙ୍କୁ ପୂଜା କରିବା ଦ୍ୱାରା ଘରେ ଘରେ ମାଆଙ୍କ ପୂଜାର୍ଚ୍ଚନା କରାଯାଏ । ଧନ ସମ୍ପତ୍ତି ବୃଦ୍ଧି ହେବା ସହିତ ଘରେ ଶାନ୍ତି ସ୍ଥାପନ ହୋଇଥାଏ । ସେହିଭଳି ଚଳିତ ବର୍ଷ ମାଆଙ୍କ ଆଗମନ ରେ ରାଜ୍ୟ ରେ ଅର୍ଥ ବୃଦ୍ଧି ହେବା ସହ ରୋଗ ରୁ ମୁକ୍ତି ପାଇବା ଏନେଇ ମାଆଙ୍କୁ ପ୍ରାର୍ଥନା ।

Related Post

ପ୍ରଶାସନ ଓ ପୋଲିସ ବିରୋଧ ରେ ରାୟଗଡା ଜିଲ୍ଲା ସାମ୍ବାଦିକଙ୍କ ପ୍ରତିବାଦ ସଭା

Posted by - June 1, 2022 0
ରାୟଗଡ଼ା:(ଅଞ୍ଜନ କୁମାର ନାଏକ )ଗୋଟିଏ ଛାତ ତଳେ ଏକାଠିହେଲେ ଜିଲ୍ଲା ଅନ୍ତର୍ଗତ ୧୧ ଟି ବ୍ଲକ ର ଶତାଧିକ ଗଣ ମାଧ୍ୟମ ପ୍ରତିନିଧି । ସାମ୍ବାଦିକଙ୍କ ପ୍ରତି…

ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓ ଙ୍କ ପରଲୋକ

Posted by - February 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ପ୍ରଥମ ମହିଳା ବିଧାୟିକା ରୋଶନୀ ସିଂହଦେଓ ଙ୍କ ୧୧ ତାରିଖ ଶୁକ୍ରବାର ଦିନ ଭୁବନେଶ୍ଵର ସ୍ଥିତ…

ମାଲକାନଗିରି ରୁରାଲ ୱାର୍କସ ର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ,ସମ୍ପତି ପରିମାଣ ଇତିହାସରେ ପ୍ରଥମ

Posted by - March 28, 2022 0
ବାରଙ୍ଗ::(ସନ୍ତୋଷ ରାଉତ)ମାଲକାନଗିରି ରୁରାଲ ୱାର୍କସ ର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ଙ୍କ ର ଆୟୂର୍ବହିର୍ଭୂତ ।କଟକ ବାରଂଗ ତ୍ରିଶୁଳିଆ ବେଲଗଛିଆ ଶାନ୍ତିବନ୍ ଆପାର୍ଟମେଣ୍ଟର ଏକ…

ହରଭଙ୍ଗା ବ୍ଲକର ୯ନଂ ଜିଲ୍ଳାପରିଷଦ ଜୋନ୍‌,ବିଜେଡି-ବିଜେପି ମଧ୍ଯରେ କଡ଼ା ଟକ୍କର

Posted by - February 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ହରଭଙ୍ଗା ବ୍ଲକର ୯ନଂ ଜିଲ୍ଲାପରିଷଦ ଜୋନ୍ ଏଥର ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି।ଚଳିତ…