Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଆରପାରିରେ ବାଲେଶ୍ବର ଅନନ୍ତପୁର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ନୀଳକଣ୍ଠ ଦାସ

686 0

ବାଲେଶ୍ବର:ଆରପାରିରେ ବାଲେଶ୍ବର ଅନନ୍ତପୁର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ନୀଳକଣ୍ଠ ଦାସ । ସିଏ ଥିଲେ ଜଣେ ପରୋପକାରି,ସଚ୍ଚୋଟ,ସଂଗ୍ରାମୀ ନେତା । ଅନନ୍ତପୁରର ପ୍ରଥମ ଟେଲିଫୋନ କନେକ୍ସନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଅହୋରାତ୍ର ଚେଷ୍ଟା,ମଦ ଦୋକାନ ଉଠାଇବା ପାଇଁ ଚେଷ୍ଟା ଆଦି ଅନେକ ଉଲ୍ଲେଖନୀୟ କାମ କରି ସେ ଲୋକ ଙ୍କ  ହୃଦୟରେ ଅମର ରହିଗଲେ । ତାଙ୍କର ଏହି ବିୟୋଗ ରେ ବିଭିନ୍ନ ମହଲା ରେ ଶୋକ ର ଛାଯା ଖେଳିଯାଇଛି।

Related Post

ଭୁବନେଶ୍ୱର: ଓଡ଼ିଶା ଜଣାଇଛି ତା’ର ଦୁଇ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Posted by - February 16, 2019 516
ବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଓ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଶଶିଭୂଷଣ ବେହେରା ଓ ପ୍ରତାପ ଜେନା ଏବଂ ସାଂସଦ ପ୍ରସନ୍ନ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୌଦ୍ଧ ମେଡିକାଲରେ ଅକ୍ସିଜେନ ସଂରକ୍ଷଣ ବ୍ୟବସ୍ଥାର ଭିତିପ୍ରସ୍ତର ସ୍ଥାପନ

Posted by - June 25, 2021 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଁ )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୌଦ୍ଧ ଠାରେ ହେବାକୁ ଥିବା ୬ କିଲୋ ଲିଟର…

ହରଭଙ୍ଗା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପପାଇଁ ୭୩୦କୋଟି ଟଙ୍କା ମଞ୍ଜୁର

Posted by - July 9, 2021 0
ବୌଦ୍ଧ(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲାର ମହାନଦୀ କୂଳରେ ହେବାକୁ ଯାଉଛି ୭୩୦କୋଟି ଟଙ୍କା ର ମେଗା ପାନୀୟ ଜଳ ପ୍ରକଳ୍ପ । ପାଣିଘରା ରୁ ଉଠିବ ପାଣି। ଯେଉଁ ପ୍ରକଳ୍ପ…

କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ

Posted by - September 10, 2022 0
ଭୁବନେଶ୍ୱର: (ପାୟଲ ରାଉତ)କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍‌ ଲୋଗୋ ।ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡୟମରେ ସକାଳ ୧୧.୫୫ ମିନିଟ୍ ସମୟ ରେ Federation…