ବିଜେପି ଏବଂ କୃଷକ ସଙ୍ଘଠନ ପକ୍ଷରୁ ସମବାୟ ଅଫିସ ସମୁଖ ରେ ବିକ୍ଷୋଭ

914 0

ଯାଜପୁର ଅଫିସ :ବିଞ୍ଝାରପୁର ବିଜେପି ଏବଂ କୃଷକ ସଙ୍ଘଠନ ପକ୍ଷରୁ ୧ ଦଫା ଦାବି ନେଇ ସମବାୟ ଅଫିସ ସମୁଖ ରେ ବିକ୍ଷୋଭ । ୨୦୧୯ ମସିହା ଖରିପ ଫସଲ ବୀମା ରାଶି ନମିଳିବାରୁ ବିଞ୍ଝାରପୁର ଜରି ପ୍ରାଥମିକ ସମବାୟ ସମିତି ରେ ବିକ୍ଷୋଭ ଏବଂ ଦାବିପତ୍ର ପ୍ରଦାନ ।  ଜରୀ ଗ୍ରାମପଂଚାୟତର କୃଷକ ମାନେ ୨୦୧୯ ମସିହାରେ ଖରିପ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦକୁ ବୀମା ରାଶି ପୈଠ କରିଥିଲେ ।

ସିଂହପୁର, ବାଙ୍ଗରା, ଓଲେଇଚନ୍ଦନ ପୁର ଆଦି ପଂଚାୟତ ବୀମା ରାଶି ପଦାନକରାଯାଇଥିବା ବେଳେ ଜରୀ ପଂଚାୟତ କୁ ବୀମା ରାଶି ପଦାନ କରାଯାଇନଥିବାରୁ ୭  ଦିନ ଭିତରେ ବୀମା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ।  ଆଗାମୀ ୭ ଦିନ ମଧ୍ୟରେ ବୀମା ରାଶି ପ୍ରଦାନ ନକଲେ ବିଞ୍ଝାରପୁର ଜରି ପ୍ରାଥମିକ ସମବାୟ ସମିତି ରେ ଅନଶନ ଚାଷୀ ମାନେ ଅନଶନ ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।  ଏଥିରେ ନିରଂଜନ ବେଉରିଆ, ଯେତେନ୍ଦେର ବିଶ୍ୱାଳ, ଜୟନ୍ତ ଜେନା, ଘନଶ୍ୟାମ ନାୟକ, ଜ୍ଞାନରଂଜନ ଜେନା ସହଯୋଗ କରିଥିଲେ ।

Related Post

ମମିତା ଙ୍କୁ ନ୍ୟାୟ ଦାବି ନେଇ ଆଜି ଜିଲ୍ଲା ମହିଳା କଂଗ୍ରେସ ଦ୍ୱାରା ଗଣ ବିକ୍ଷୋଭ

Posted by - October 21, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ସକାଳ ୧୦ ଟା ଠାରୁ ୧୧ଟା ପର୍ଯ୍ୟନ୍ତ ଜିଲ୍ଲା ମହିଳା କଂଗ୍ରେସ,ବୌଦ୍ଧ କରିବ ଗଣ ବିକ୍ଷୋଭ!ଶିକ୍ଷୟତ୍ରୀ ମମିତା ମେହେର ଙ୍କୁ ହତ୍ୟା ଘଟଣା ରେ ସଂପୃକ୍ତି…

ବିଜୁ ଜନତା ଦଳ ରୌପ୍ୟ ଜୟନ୍ତୀ ପାଳନ

Posted by - December 26, 2021 0
ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୁର୍ଣଚନ୍ଦ୍ର ବାକା ଙ୍କ ନେତୃତ୍ୱ ରେ ମାଥିଲି ଶହୀଦ ଲକ୍ଷ୍ମଣ ନାୟକ ଭବନ…

ତିର୍ତ୍ତୋଲରେ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଧକ୍କା, ହାତ ଛାଡ଼ି ଶଙ୍ଖ ଧରିଲେ ଶତାଧିକ କଂଗ୍ରେସ କର୍ମୀ

Posted by - October 27, 2020 0
ବ୍ବୁବନେଶ୍ବର:ଜଗତସିଂହପୁର ତିର୍ତ୍ତୋଲରେ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଧକ୍କା । ହାତ ଛାଡ଼ି ଶଙ୍ଖ ଧରିଲେ ଶତାଧିକ କଂଗ୍ରେସ କର୍ମୀ । ଜଗନ୍ନାଥପୁର ପଞ୍ଚାୟତ ମୁକଳ ଗ୍ରାମ ୱାର୍ଡ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ.ସି କିଣାରେ ବ୍ୟାପକ ଦୁର୍ନୀତି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର.

Posted by - June 27, 2020 60
ଅନୁଗୁଳ:(ମହେଶ ଭୋମରାଜ )ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ି.ଏମ.ଏଫ. ପାଣ୍ଠିରୁ କିଣା ହୋଇଥିବା ୩୮ଏସିରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ କରିଛି। ଗତ କିଛି ଦିନ…

ବଢିଲା ବିଜେପି ରେ କନ୍ଦଳ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଟିକେଟ ପ୍ରଦାନକୁ ପ୍ରତିବାଦରେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Posted by - March 22, 2019 0
ଭୁବନେଶ୍ବର: ଦଳର ବର୍ଷ ବର୍ଷର ପୁରୁଣା ଯୁବନେତାଙ୍କୁ ଅଣଦେଖା କରି, ଅନ୍ୟ ଦଳରୁ ନିକଟରେ ପଦ୍ମ ପୋଖରୀକୁ ଡେଇଁଥିବା ବ୍ୟକ୍ତିଙ୍କୁ କାହିଁକି ଟିକେଟ ଦିଆଯାଉଛି ବୋଲି ଭୁବନେଶ୍ବର-ଏକାମ୍ର…