୧୮୨ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ।

275 0

ଯାଜପୁର ଅଫିସ: ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ବାବଲପୁରସ୍ଥିତ ଜାତୀୟ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନର ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ମଙ୍ଗଳପୁରସ୍ଥିତ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ପକ୍ଷରୁ ଆଜକୁ ଦୀର୍ଘ ୧୮୨ଦିନ ଧରି କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ,ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ଲୋକମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଆଖି ଆଗରେ ରଖି ଔଷଧ, ବ୍ଲିଚିଂ ଓ .ଆର.ଏସ,ସାନିଟାଇଜର, ମାସ୍କ ଆଦି ଆଜକୁ ଦୀର୍ଘ ୭ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।

ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ମଲ୍ଲିକ ,ସୁଶ୍ରୀ ବର୍ଷାରାଣୀ ମାଝୀ,ସୁଶ୍ରୀ ଶ୍ରାବଣୀ ମାଝୀ,ସୁଶ୍ରୀ ରୋଜାଲିନ ମଲ୍ଲିକ,ମାମିନା ମଲ୍ଲିକ, ସାଧୁ ନିଲୁ ବାବା,ଅଧ୍ୟାପକ ଭରତ ଚନ୍ଦ୍ର ବେହେରା, ସାମ୍ବାଦିକ ଜ୍ୟୋତିଶଙ୍କର ରାୟ,ସୁଶ୍ରୀ ସମୀକ୍ଷା ରାୟ ,ଦିଗବିଜୟ ଦାଶ, ଉମାକାନ୍ତ ଦଳାଇ,ମାନସ ସେଠ ଆଦି ସହଯୋଗ କରିଥିଲେ।

Related Post

୨୧ ତାରିଖ ଦିନ ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ମହାବାରୁଣୀ ସ୍ନାନ

Posted by - March 7, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ୨୧ ତାରିଖ ଦିନ ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ମହାବାରୁଣୀ ସ୍ନାନ ଅନୁଷ୍ଠିତ ହେବ । ଏହି ଅବସରରେ ଯାଜପୁର ବାଳାଶ୍ରମ ପଡିଆରେ…

ଜୁରିଆ ଠାରେ ଧାନ ମଣ୍ଡି ଉଦଘାଟିତ

Posted by - December 1, 2021 0
ଖପ୍ରାଖୋଲ: ( ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହସିଂହା ପଞ୍ଚାୟତ ଜୁରିଆ ଠାରେ ଧାନମଣ୍ଡି ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ…

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ସାଧାରଣ ବୈଠକ ଅନୁଷ୍ଠିତ

Posted by - October 25, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଟିଟିଲାଗଡ ତରଫରୁ ସ୍ଥାନୀୟ ମହାବୀର ପଞ୍ଚାୟତ ସମିତି ଧର୍ମଶାଳା ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ବଲାଙ୍ଗୀର…

ବିରଜା କ୍ଷେତ୍ର ସାଂସ୍କୃତିକ ସମୀକ୍ଷା ପୁସ୍ତକର ଲୋକାର୍ପିତ 

Posted by - March 11, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରର ପୂର୍ଣ୍ଣାନନ୍ଦ ମିଶ୍ର ସ୍ମୃତି ପାଠାଗାର ପରିସରରେ ବିରଜା କ୍ଷେତ୍ର ସାଂସ୍କୃତିକ ସମୀକ୍ଷା ପୁସ୍ତକର ଲୋକାର୍ପିତ ହୋଇଯାଇଛି । ମା ବିରଜା…

ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉନ୍ନତି ଦାବୀ କଲେ ନାଗରିକ ମଞ୍ଚ

Posted by - May 26, 2022 0
ସୋନପୁର :(ଅଜିତ କୁମାର ପୂଜାହାରି) ମନ୍ଦିରମାଳିନୀ ସୁବର୍ଣ୍ଣପୁର ଏକ ଐତିହାସିକ  ସଂସ୍କୃତି,ପରମ୍ପରା ସମ୍ପନ୍ନପ୍ରାଚୀନ ଓ ପବିତ୍ର ଦେଵଭୂମି ଅଟେ। ତେଣୁ ଏହାର ବିକାଶ ପାଇଁ ଏବେ ଜିଲ୍ଲା…