ଭାରତୀୟ ଆଇନଜୀବୀ ପରିଷଦର ଆହ୍ବାନରେ ଆନ୍ଦୋଳନକୁ ଓହ୍ଲାଇଛି କଟକ ବାର ଆସୋସିଏସନ

1079 0

କଟକ ୧୨|୨:ଭାରତର ପ୍ରତ୍ୟେକ ବାର ଆସୋସିଏସନ ପାଇଁ ଅତ୍ୟାବଶୀୟ ଘର, ଅତ୍ୟାବଶକୀୟ ସରଂଜାମ, ଲାଇବ୍ରେରୀ, ଇଣ୍ଟରନେଟ, ଟଏଲେଟ ଏବଂ ମହିଳା ଓକିଲମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରିବା, ଓକିଲମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ବଜେଟରେ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିବା ଆଦି ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ହାଇକୋର୍ଟ ବାର୍ ଆସୋସିଏସନ ।

Related Post

ଓଡ଼ିଶାର ଟ୍ରିଲିୟନ ଡଲାର ଅର୍ଥନୀତି ସମ୍ଭାବନା ନେଇ ଭିଜନ ରିପୋର୍ଟ ଉନ୍ମୋଚିତ

Posted by - July 11, 2019 275
ଭୁବନେଶ୍ୱର: ଓଡ଼ିଶାର ଟ୍ରିଲିୟନ ଡଲାର ଅର୍ଥନୀତି ସମ୍ଭାବନା ନେଇ ଭିଜନ ରିପୋର୍ଟ ଉନ୍ମୋଚିତ ହୋଇଇଛି।  ସଚିବାଳୟରେ ଭିଜନ ରିପୋର୍ଟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଭିଜନ ରିପୋର୍ଟ…

ଭଙ୍ଗା ହେଲା ଯାଜପୁର ବହୁ ଚର୍ଚ୍ଚିତ ରୂପେସ୍ ଭଦ୍ରଙ୍କ ରଙ୍ଗଶାଳା

Posted by - February 8, 2020 889
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ ।…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜୈନିକ ନାବାଳିକା କୁ ଅପହରଣ ଓ…

ସରକାରୀ ଗାଡି ଯାଞ୍ଚ ଦାବିରେ ରାଜମହଲଛକରେ ଉତ୍ତେଜନା

Posted by - September 8, 2019 0
ଭୁବନେଶ୍ୱର : ନୂଆ ଟ୍ରାଫିକ୍ ଆଇନ୍‌ରେ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ନେଇ ତାତିଲେ ଜନତା। ଖୋଦ୍ ରାଜଧାନୀରେ ସରକାରୀ ଗାଡ଼ିଗୁଡ଼ିକ  ଆଇନ ଖିଲାପ କରୁଥିବା ଅଭିଯୋଗ…

ଦଶମ ଶ୍ରେଣୀ ଇତିହାସ ବହିରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ପରିଲକ୍ଷିତ

Posted by - August 17, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୩ ମସିହାରୁ ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ଇତିହାସ ବହିର ୩୦,୩୧ ପୃଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ପରିଲକ୍ଷିତ ହୋଇଛି,…

Leave a comment

Your email address will not be published.