Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ଭାରତୀୟ ଆଇନଜୀବୀ ପରିଷଦର ଆହ୍ବାନରେ ଆନ୍ଦୋଳନକୁ ଓହ୍ଲାଇଛି କଟକ ବାର ଆସୋସିଏସନ

1392 0

କଟକ ୧୨|୨:ଭାରତର ପ୍ରତ୍ୟେକ ବାର ଆସୋସିଏସନ ପାଇଁ ଅତ୍ୟାବଶୀୟ ଘର, ଅତ୍ୟାବଶକୀୟ ସରଂଜାମ, ଲାଇବ୍ରେରୀ, ଇଣ୍ଟରନେଟ, ଟଏଲେଟ ଏବଂ ମହିଳା ଓକିଲମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରିବା, ଓକିଲମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ବଜେଟରେ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିବା ଆଦି ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ହାଇକୋର୍ଟ ବାର୍ ଆସୋସିଏସନ ।

Related Post

ରାସ୍ତା ମଝିରେ ବସ୍‌କୁ ଅଟକାଇ ଠେଲିଲା, ଲୋକଙ୍କୁ ଆକ୍ରମଣ କଲା ଦନ୍ତା

Posted by - September 5, 2023 0
ରାୟଗଡା: (ରମାକାନ୍ତ ପୋଡାଲ )ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ନିକଟ ରାୟଗଡ଼ାରୁ ପାର୍ବତୀପୁରମକୁ ଯାତାୟାତ କରୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ (ଶ୍ରୀବିଜୟ ଦୁର୍ଗା)କୁ ଆଜି…

ପାଟକୁରା ପାଇଁ ନିର୍ବାଚନ ତାରିଖ ଘୋଷଣା ୨୦ରେ ଭୋଟ୍, ୨୪ରେ ଗଣତି

Posted by - July 4, 2019 0
ଭୁବନେଶ୍ୱର :  ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପରିସମାପ୍ତି। ଆସନ୍ତା ୨୦ତାରିଖରେ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ପାଟକୁରା ବିଧାନସଭା ନିର୍ବାଚନ…

ବିନା ଫିଟନେଶରେ ଚାଲୁଥିବା ଗାଡ଼ି ଉପରେ କାର୍ଯ୍ୟ।ନୁଷ୍ଠାନ କେବେ ?

Posted by - September 16, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରରେ ବହୁତ ଯାନବାହନ ଚଳାଚଳ କରୁଛି, ତନ୍ମଧ୍ୟରୁ ସ୍କୁଲବସ, ପିଡିଏସ ଚାଲାଣ ହେଉଥିବା ଟ୍ରକ, ବହୁତ ମାଲବୁହା ତଥା ଅନ୍ୟ ଗାଡ଼ି…

ଯାଜପୁର ରେ ରାଜ୍ୟ ସର୍ଭେଲାନ୍ସ ଅଫିସର ଏବଂ ରାଜ୍ୟ ରାପିଡ ରେସ୍‌ପନ୍ସ ଟିମ୍

Posted by - May 1, 2020 0
ଭୁବନେଶ୍ବର/ଯାଜପୁର: ରାଜ୍ୟ ସର୍ଭେଲାନ୍ସ ଅଫିସର ଏବଂ ରାଜ୍ୟ ରାପିଡ ରେସ୍‌ପନ୍ସ ଟିମ୍‌କୁ ଯାଜପୁର ପଠାଯାଇଛି। ସେମାନେ ସେଠାରେ ସର୍ଭେଲାନ୍ସ ପଦକ୍ଷେପକୁ ଅଧିକ ମଜବୁତ ଏବଂ ଦୃଢ଼ କରିବାକୁ…

Leave a comment

Your email address will not be published.