ଯାଜପୁର ଜିଲ୍ଲାପାଳ ହେଲେ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ,ଜାଣନ୍ତୁ କିଏ ହେଲେ ଯାଜପୁର ଜିଲ୍ଲାପାଳ

628 0

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗରେ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବ୍ରହ୍ମପୁର ମହାନଗର ନିଗମର କମିସନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ଡାଇତ୍ଵ  ଦିଆ ଯାଇଛି।

Related Post

ପଶ୍ଚିମ ଓ ଦକ୍ଷିଣ ଓଡିଶା ରେ ସ୍ଥାୟୀ ହାଇ କୋର୍ଟ ବେଞ୍ଚ୍ ପ୍ରତିଷ୍ଠା କୁ ହାଇ କୋର୍ଟ ବାର ଆସୋସିଏସନ ର ବିରୋଧ

Posted by - May 22, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପଶ୍ଚିମ ଓ ଦକ୍ଷିଣ ଓଡିଶା ରେ ହାଇ କୋର୍ଟ ର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ବିରୁଦ୍ଧରେ ଏକ ଏକ ପ୍ରସ୍ତାବ…

ମହାତ୍ମାଗାନ୍ଧିଜୀଙ୍କର ପ୍ରଥମ ଓଡିଶା ଆଗମନକୁ ଶହେ ବର୍ଷ ପୂତ୍ତି

Posted by - March 24, 2021 0
ବରୀ:୨୩.୦୩(ସ୍ନେହଂଶୁ ଶେଖର ମହାନ୍ତି ) ଜାତିର ପିତା ମହାତ୍ମାଗାନ୍ଧିଜୀଙ୍କର ପ୍ରଥମ ଓଡିଶା ଆଗମନକୁ ଶହେ ବର୍ଷ ପୂତ୍ତି ଓ ହରିଜନ ପଦଯାତ୍ରା ସମୟରେ ଗାନ୍ଧିଜୀ ବରୀ ଯାଜପୁର…

ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କୁ ଖୋଜୁଛନ୍ତି ଟିଟିଲାଗଡ଼ର ଉଠା ଦୋକାନୀ

Posted by - July 28, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ଦିନକୁ ଦିନ ଜନ ସଂଖ୍ୟା ବଢିବା ସହ ଦୋକାନ ବଜାର ମଧ୍ୟ ବୃଦ୍ଧି ପାଇଛି। ନିଜର ଏବଂ ପରିବାରର…

ନକଲି କୋୱିନ୍ ଆପ ଲଞ୍ଚ କରାଯାଇ ନାହିଁ,ବ୍ୟକ୍ତିଗତ ତଥ୍ୟ ଦେଇ ଠକାମିର ଶିକାର ହୁଅନ୍ତୁ ନାହିଁ

Posted by - January 7, 2021 0
ଭୁବନେଶ୍ବର :କିଛି ଦିନ ତଳେ ଖବର ଆସିଥିଲା ​​ଯେ ସରକାରଙ୍କ ଘୋଷଣା ପରେ ଟିକା ପଞ୍ଜିକରଣ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରୁ କୋ-ୱିନ୍ ଆପ୍ ଡାଉନଲୋଡ୍ କରିବାକୁ…

ଭିତ୍ତି ଭୁମି ନାହିଁ କର୍ମଚାରୀ ଅଛନ୍ତି, ନାହିଁ ନାହିରେ ଚାଲିଛି ପାତ୍ରପୁଟ ଫାଣ୍ଡି

Posted by - June 7, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ର ପୁଟ ରେ କଂଗ୍ରେସ ର ତତ୍କାଳୀନ ନବରଙ୍ଗପୂର ଏମ୍ ପି ଖଗପତି ପ୍ରଧାନୀଙ୍କ ପୋଚେଷ୍ଟାରେ ତାଙ୍କ…