Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କାର୍ଯ୍ୟରେ ଅବହେଳା ଯୋଗୁ ରାଜସ୍ୱ ନିରୀକ୍ଷକ ନିଲମ୍ବିତ

322 0

ଯାଜପୁର ଅଫିସ:ଦଶରଥପୁର ତହସିଲର ରାଜସ୍ୱ ନିରୀକ୍ଷକ ଅଶୋକ କୁମାର ପ୍ରଧାନଙ୍କୁ ଯାଜପୁର ଜିଲ୍ଲାପାଳ ଆଜି ନିଲମ୍ବନ କରିଛନ୍ତି । ଏହି ରାଜସ୍ୱ ନିରୀକ୍ଷକ ବନ୍ୟାପ୍ରଭାବିତ ଲୋକମାନଙ୍କର ଅସୁବିଧା ସମୟରେ ତାଙ୍କର ଗୁରୁଦାୟିତ୍ୱ କାର୍ଯ୍ୟ କରିବା ସମୟରେ ସେ ତାଙ୍କର କାର୍ଯ୍ୟରେ ଅବହେଳା, ବିନା ଅନୁମତିରେ ଛୁଟିରେ ରହିବା ଓ ଉଚ୍ଚ କତ୍ତୃପକ୍ଷଙ୍କ ଆଦେଶର ଅବମାନନା କରିବା ଯୋଗୁ ସେ ନୀଲମ୍ବିତ ହୋଇଛନ୍ତି । ଏହି ପଦକ୍ଷେପ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ନେଇଥିବାରୁ ତାଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜିବୀ ମହଲରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଛନ୍ତି

Related Post

ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରି ଯୁବକ ଗିରଫ

Posted by - April 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଆଜି ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ…

ଆଇପିଏଲ୍ ବେଟିଙ୍ଗ୍ ଚାଲିଥିବା ବେଳେ ଧରିଲା ପୋଲିସ

Posted by - May 17, 2022 0
ଭୁବନେଶ୍ୱର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ବର୍ତମାନ ଆଇପିଏଲ୍ ସଟ୍ଟା ଖେଳର ଏକ ହବ୍ ରେ ପରିଣତ ହେବାରେ ଲାଗିଛି…

ମୁନିଗୁଡା ପୋଲିସ ଦ୍ୱାରା ୫୫ କିଲୋ ୧୦୦ଗ୍ରାମ ଗଞ୍ଜେଇ ସହ ଅଟୋ ଜବତ,ତିନି ଗିରଫ

Posted by - November 17, 2021 0
ମୁନିଗୁଡା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ସଫଳତା 55କିଲୋ 100ଗ୍ରାମ ଗଞ୍ଜେଇ ସହ ଅଟୋ ଯବତ କରି ତିନି ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ…

ଖପ୍ରାଖୋଲ ପୋଲିସ ର ସଫଳତା ପୂର୍ବତନ ୱାର୍ଡ ମେମ୍ବର ହତ୍ୟା ଘଟଣା ରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

Posted by - March 30, 2022 0
ଖପ୍ରାଖୋଲ ୩୦/୦୩( ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଟେଙ୍ଗେରାପଥର ଗାଁର ପୂର୍ବତନ ୱାର୍ଡ ମେମ୍ବର ମୁକ୍ତି ସାହୁ (୫୫) ହତ୍ୟା ଘଟଣାର ଅଭିଯୁକ୍ତ…