ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟରେ ବନ୍ୟା ଜଳ, ମୂଲ୍ୟବାନ କାଗଜପତ୍ର ନଷ୍ଟ

336 0

ଯାଜପୁର ଅଫିସ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଅଲିପୁର ପଞ୍ଚାୟତ ଭାବନିପୁର ଗ୍ରାମରେ ରହିଛି ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟ, ଚଳିତ ବନ୍ୟାରେ ବନ୍ୟାଜଳ ମହାବିଦ୍ୟାଳୟ ଭିତରକୁ ପ୍ରବେଶ କରି ୭ ଦିନ ହେଲା ରହିଛି, ଏବେ ଜଳ ନିଷ୍କାସନ ହେଉଥିଲା ବେଳେ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି॰

ହଠାତ ବନ୍ଦ ଭାଙ୍ଗିଯିବାରୁ ମହାବିଦ୍ୟାଳୟ ଭିତରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିଲା, ସମଗ୍ର ବରୀ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲାବେଳେ ମହାବିଦ୍ୟାଳୟର କାଗଜପତ୍ର ଉଦ୍ଧାର କରିବା ଅସମ୍ଭବ ହୋଇ ପଡ଼ିଥିଲା, ଅଧ୍ୟକ୍ଷ ବିଭୂତି ନାଥ ଶର୍ମା ବିଭିନ୍ନ କାଗଜପତ୍ରକୁ ଆଜି ଖରାରେ ଶୁଖାଇ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି, ଏନେଇ ଅଭିଭାବକ, ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନଙ୍କ ମହଲରେ ଦୁଃଖ ପ୍ରକାଶ କାଇଛି ।

Related Post

ଷ୍ଟାଇଲ ମାରିବାର ସମୟ ଅଛି, ବଞ୍ଚିଲେ ମାରିବେ:-ଯାଜପୁର ଜିଲ୍ଲାପାଳ

Posted by - March 27, 2020 314
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ସଂକ୍ରମଣକୁ ରୋକିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଯାଜପୁର ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । କିଆନାଳି…

ଭୈରବୀ ଡିଗ୍ରୀ କଲେଜରେ ଜଳ ସଂରକ୍ଷଣ ସଚେତନତା ରାଲି

Posted by - December 20, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ…

କୃମିନାଶକ କାର୍ଯ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

Posted by - August 5, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କୃମିନାଶକ କାର୍ଯ୍ୟକ୍ରମ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି…

ଟାଟା ପାୱାର ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଉଦ୍ଘାଟିତ

Posted by - January 1, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନକଟିଗୁଡା ଠାରେ ଟାଟା ପାୱାର ବିଦ୍ୟୁତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଟାଟା…