Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଂଝାରପୁର ରେ ଗସ୍ତରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ ନାୟକ

467 0

ବିଂଝାରପୁର:ବିଂଝାରପୁର ରେ ଗସ୍ତରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ।  ପ୍ରଥମେ ବିଝାଂରପୁର ଗସ୍ତ କରିବା ସହ ମଲ୍ଲିପୁର ଓ ନାଉବାଙ୍କ ଠାରେ ହୋଇଥୁବା ଘାଇ ପରିଦର୍ଶନ ଓ ବନ୍ୟା ବିପନ୍ନ ଙ୍କ ସହ ଆଲୋଚନା କରିଥିଲେ ।  ହଜାର ହଜାର ଲୋକ ଜଳବନ୍ଦି ଥିବା ବେଳେ ସମସ୍ତ ଙ୍କ ପାଖ ରେ ରିଲିଫ ସହ ଅନ୍ୟାନ ସହାୟତା ପହଚିଂ ପାରିନଥବା କହିଥିଲେ ।

ଜିଲ୍ଲା ରେ ହୋଇଥିବା ୩୦ ଟି ଘାଇ ମଦ୍ଧ୍ୟରୁ ୧୫ ଟି ମନୁଷ୍ୟକୃତ ବୋଲି କହିଛନ୍ତି ବିରୋଧିଦଳ ବିଜେପି ନେତା ।  ବିଝାଂରପୁର ବ୍ଲକ ରେ ୧୫ ଟି ପଂଚାୟତ ରେ ଲୋକେ ଭୋକ ଉପାସ ରେ ରହୁଥୁଲେବି ବିଧାୟିକା ନାବକେଳି କରୁଛନ୍ତି କିନ୍ତୁ ଲୋକ ବନ୍ୟା ସମସ୍ୟା ଭାେଗୁଥିବା ଅଭିଯୋଗ କରିଛନ୍ତି ବିଝାଂରପୁର ବିଧାୟିକା ପ୍ରାର୍ଥୀ ବବିତା ମଲ୍ଲିକ ।

Related Post

ମାଇକ୍ରୋ ଫାଇନାନ୍ସ କମ୍ପାନୀ ଙ୍କ ଜୁଲମ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦାବୀ ପତ୍ର

Posted by - August 13, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ, ଅଯୋଧ୍ୟା ଗାଁ ର ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ପୂର୍ବତନ ବିଧାୟକ ଚିତ୍ତ…

ଦକ୍ଷତା ବୃଦ୍ଧି ପାଇଁ ଜାଗା ସମ୍ପର୍କ ସଚେତନତା

Posted by - January 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଇରିଗେସନ କଲୋନୀ ଗାଈ ଗୋଠ ପଡିଆ ପରିଚୟ ଗୃହରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଓ ସାହି ବସ୍ତିବାସିନ୍ଦା ଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା l…

ଗ୍ରୀଷ୍ମ ଲହରୀର ମୁକାବିଲା କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କର ତାଲିମ ଶିବିର ଅନୁଷ୍ଠିତ

Posted by - March 31, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…

ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Posted by - May 14, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗାଁ ତଳପଡା ବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ…

ବୌଦ୍ଧ ଜିଲ୍ଲାପାଳ ଓ SP ଙ୍କ କାର୍ଯ୍ୟାଳୟ ରେ ବନ୍ଧୁତା ଦିବସ ପାଳିତ

Posted by - November 21, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଚାଇଲଡ଼ ଲାଇନ ବୌଦ୍ଧ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ସୁପେରିଟେଣ୍ଡ ପୋଲିସ କାର୍ଯ୍ୟାଳୟରେ ରେ ଶିଶୁ ଦିବସ ଉପଲକ୍ଷେ ଚାଇଲଡ଼ଲାଇ ସହ ବନ୍ଧୁତା ଦିବସ…