Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବରୀ ବନ୍ୟାକୁ ନେଇ ତହସିଲ୍ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲାପାଳ

353 0

ବରୀ:ଆଜି ବରୀ ବନ୍ୟାକୁ ନେଇ ତହସିଲ୍ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଦାସ ସମୀକ୍ଷା ବୈଠକ କରୁଛନ୍ତି l ବନ୍ୟା ଘେରରେ ଫସି ରହିଥିବା ଲୋକ ମାନକୁ ଭେଟିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ମିହିର କୁମାର ମହାନ୍ତି, ପି ଡି ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା ଗ୍ରାମ ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଡିଓ ଶିବାନନ୍ଦ ସ୍ୱାଇଁ, ତହସିଲଦାର ସରୋଜ କାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

Related Post

କରୋନା ସତର୍କତା:ବିଦେଶ ଫେରନ୍ତାଙ୍କ ଲାଗି ପଞ୍ଜିକରଣ ବାଧ୍ୟତା ମୂଳକ, ନ ମାନିଲେ ଦଣ୍ଡ

Posted by - March 16, 2020 0
ଭୁବନେଶ୍ବର୧୬/୩: ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।  ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ…

ପାଙ୍ଗାମ ପୋଲ ଉପରେ ଦୁଇ ଫୁଟ ପାଣି, ଭୁଶୁଡ଼ିଲା ଘର

Posted by - August 13, 2020 0
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ସର୍ବାଧିକ ୧୮୪ ମିଲିମିଟର ବର୍ଷା ହୋଇଛି । ଫଳରେ ମାଥିଲି ଅଂଚଳ ଜଳମଗ୍ନ ହୋଇଯାଇଛି । ବିଭିନ୍ନ ପୋଲ ଉପରେ ପାଣି ଲହଡ଼ି ଭାଙ୍ଗୁଛି ।…

ସପ୍ତାହକ ଭିତରେ ଭୁବନେଶ୍ବରରେ କରାଯିବ ୫ ହଜାର ନମୁନା ପରୀକ୍ଷା

Posted by - April 17, 2020 0
ଭୁବନେଶ୍ୱର:(ଏଇ ଓଡିଶା ନିଉଜ)ପ୍ରୟାଶ ଆମର କାର୍ଯ୍ୟ,  ଫଳ ଭବିଷ୍ୟତ କହିବ ! ଏମିତି କହି ମୁଖ୍ୟ ଶାସନ ସଚିବ ରାଜ୍ୟ ସହ ରାଜଧାନୀର କରୋନା ସଂକ୍ରମଣ ସ୍ଥିତି…

ସୋସିଆଲ ମିଡିଆରେ କରୋନା ଗୁଜବ ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ

Posted by - March 19, 2020 0
ତାଳଚେର:(ମହେଶ ଭୋମରାଜ)ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ତାଲଚେରର ଜଣେ ଯୁବକ । ସୂଚନା…