Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ପ୍ରଶାସନ ସଜାଗ ଅଚ୍ଥି : ଲୋକ ମାନେ ଭୟଭୀତ ନୁହେଁ ସତର୍କ ରୁହନ୍ତୁ

640 0

ଯାଜପୁର ଅଫିସ : ଜିଲ୍ଳ୍‌ା ପ୍ରଶାସନ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଚ୍ଥି । ଏଥିପାଇଁ ବିଭିନ୍ନ ଅଧିକାରୀ ଓ ବିଭାଗ ମାନଙ୍କର କାର୍ଯ୍ୟ ସମୀକ୍ଷା କରାଯାଇ ଉପଯୁକ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଚ୍ଥି । ତେଣୁ ବନ୍ୟା ପରିସ୍ଥିତି ପାଇଁ ଲୋକମାନେ ଭୟଭୀତ ନ ହୋଇ ସଜାଗ ଓ ସତର୍କ ରହିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି । ଖାଲୁଆ ଅଞ୍ଚଳ, ଜଳପ୍ଳାବିତ ଅଞ୍ଚଳ, କଚ୍ଚା ଘର ବା ଚାଳ ଘରେ ରହୁଥିବା ଲୋକମାନେ ସୁରକ୍ଷିତ ଓ ନିରାପଦ ଆଶ୍ରୟ ସ୍ଥଳ ଭାବେ ନିକଟସ୍ଥ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳ, ଶିକ୍ଷାନୁଷ୍ଠାନ ମାନଙ୍କରେ ଆଶ୍ରୟ ନେବାକୁ ସେ ଅନୁରୋଧ କରିଚ୍ଥନ୍ତି ।

ସରକାର ଓ ପ୍ରଶାସନର ଲକ୍ଷ୍ୟ ଜିରୋ କାଜୁଆଲିଟି । ତେଣୁ ପ୍ରତ୍ୟେକ ଅଧିକାରୀ, ଲୋକ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ ଓ ସାମାଜିକ କର୍ମୀ ଓ ବିଭିନ୍ନ ବିଭାଗର କର୍ମଚାରୀ ନିଷ୍ଠାପର ଭାବେ କାର୍ଯ୍ୟ କରିବା ସହ ଖାଲୁଆ ଅଞ୍ଚଳ, ମାଟି ଓ ଚାଳ ଘରେ ରହୁଥିବା ବନ୍ୟାଞ୍ଚଳର ଲୋକ ମାନଙ୍କୁ ସୁରକ୍ଷିତ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।

Related Post

ଝାରସୁଗୁଡ଼ା ରେ ଗର୍ଜିଲେ ଓବିସି ମଞ୍ଚ ପୋଡ଼ିଲେ ପଞ୍ଚାୟତ ନିର୍ବାଚନ ଚିଠା ପ୍ରସ୍ତାବ

Posted by - October 16, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଅଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂରକ୍ଷଣ ତାଲିକା ରେ ଓବିସି ବର୍ଗ ଙ୍କୁ ଚରମ ଅବହେଳା କରାଯାଇଛି । ଏହି ଅବହେଳା ର…

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ

Posted by - November 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ଅହେତୁକ ଦରବୃଦ୍ଧି ସମଗ୍ରରାଜ୍ୟର ଖାଉଟି ମାନଙ୍କ ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ଲୋକଙ୍କ ଆର୍ଥିକ ଅବସ୍ଥା ଉପରେ ଗୁରୁତର ପ୍ରଭାବ ପକାଉଛି।…

ସରକାରୀ ସଂଗରୋଧ କେନ୍ଦ୍ରରେ ଯୁବତୀ ଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା, ପୀଡିତା ନ୍ୟାୟ ଭିକ୍ଷା କଲେ

Posted by - June 8, 2020 265
ନୀଳଗିରି:୦୮/୦୬(ସୌମ୍ୟାସାଇ ବାରିକ୍)ମାନବିକତା ର ମୃତ୍ୟୁ ଘଟିଲେ ପାଶବିକତା ଓ ରାକ୍ଷସ ପ୍ରକୃତି ର ଜନ୍ମ ଘଟେ। ସେହି ଭଲି ଏକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ…