ସମ୍ଭାବ୍ୟ ବନ୍ୟା ପାଇଁ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

411 0

ଯାଜପୁର ଅଫିସ :ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ କୈାଣସି ଅଧିକାରୀ ବା କର୍ମଚାରୀ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ କଡା ନିର୍ଦ୍ଦେଶ ଦେଇଚ୍ଥନ୍ତି । ରାଜ୍ୟ ସରକାର ଓ ଜଳ ସମ୍ପଦ ବିଭାଗ ବୈତରଣୀର ଉପର ମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ଆଶଙ୍କାରେ ଜିଲ୍ଳ୍‌ା ପ୍ରଶାସନକୁ ସତର୍କ କରାଇଚ୍ଥନ୍ତି । ତେଣୁ ବିଭିନ୍ନ ବିଭାଗର ପ୍ରତ୍ୟେକ କର୍ମଚାରୀ ସଜାଗ ଓ ସତର୍କ ରହିବାକୁ ଜିଲ୍ଳ୍‌ାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି ।

ବନ୍ୟା ପରିସ୍ଥିତିରେ କାହାକୁ ବି କିଚ୍ଥି କାର୍ଯ୍ୟ ପ୍ରଦାନ କରାଯାଇପାରେ । ତେଣୁ ହେଡକ୍ୱାର୍ଟରେ ରହିବା ଅପରିହାର୍ଯ୍ୟ ବୋଲି କହିବା ସହ ଏହାର ଉଲଙ୍ଘନ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳ୍‌ାପାଳ ସତର୍କ କରାଇ ଦେଇଚ୍ଥନ୍ତି । ସେହିପରି ଜିଲ୍ଳ୍‌ା, ବ୍ଳ୍‌କ, ତହସିଲ ଓ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟର ନିୟନ୍ତ୍ରଣ କକ୍ଷ ଗୁଡିକ ଅହୋରାତ୍ର କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଚ୍ଥନ୍ତି ।

Related Post

ଫୋନି ପ୍ରଭାବିତଙ୍କୁ ମାଗଣାରେ କିରୋସିନ୍‌ ଯୋଗାଇବ ଅଏଲ ଇଣ୍ଡିଆ

Posted by - May 13, 2019 643
ଭୁବନେଶ୍ବର:ବାତ୍ୟା ବିପନ୍ନଙ୍କୁ ୧୦ଲକ୍ଷ ଲିଟର କିରୋସିନ୍ ଯୋଗାଇ ଦେବାକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକ। ତେବେ କିରୋସିନ ବଦଳରେ…

ପାଙ୍ଗାମ ପୋଲ ଉପରେ ଦୁଇ ଫୁଟ ପାଣି, ଭୁଶୁଡ଼ିଲା ଘର

Posted by - August 13, 2020 0
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ସର୍ବାଧିକ ୧୮୪ ମିଲିମିଟର ବର୍ଷା ହୋଇଛି । ଫଳରେ ମାଥିଲି ଅଂଚଳ ଜଳମଗ୍ନ ହୋଇଯାଇଛି । ବିଭିନ୍ନ ପୋଲ ଉପରେ ପାଣି ଲହଡ଼ି ଭାଙ୍ଗୁଛି ।…

୩ ଅନାଥଶିଶୁ ଙ୍କ ପାଖରେ ପହଂଚିଲା ପ୍ରଶାସନ

Posted by - June 17, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାହାଲି ଗ୍ରାମରେ ସପ୍ତେଶ୍ବର ମଲ୍ଲୀକଙ୍କ ଗତ୧୫ ତାରିଖରେ ମୃତ୍ୟୁ ହୋଇଥିବାବେଳେ, ଏହାର୩ବର୍ଷପୁର୍ବରୁ ମାଁ ଚାଲିଯାଇଥିଲେ । ଫଳରେ ତିନି ପିଲାଛୁଆ…

କୋଷାଗୁମୁଡା ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱ୍ମାଟ କାର୍ଡ ବିତରଣ

Posted by - November 29, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭରଚୁଆଲ ମାଧ୍ୟମରେ ସନ୍ଧ୍ୟା ୫ଟା ରେ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…