କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦିଲ୍ଲୀ ବାସଭବନରେ ଜାତୀୟ ପତାକା ଉତ୍ତୋଳନ

616 0

ଭୁବନେଶ୍ବର :ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଦିଲ୍ଲୀ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ତାଙ୍କର ନିଜସ୍ବ ସେକ୍ରେଟାରୀ, ଅଧିକାରୀ ଓ ପୁଲିସ କର୍ମୀ ଉପସ୍ଥିତ ଥିଲେ ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନିଜସ୍ବ ସେକ୍ରେଟାରୀ, ଅଧିକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଜାତୀୟ ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହାପରେ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଲଡୁ ବାଣ୍ଟିଥିଲେ ।

Related Post

ଲଇଡାରେ ଚାଷି ଆନ୍ଦୋଲନ କୃଷି ରୁଣଛାଡ,ମରୁଡି ଅଂଚଲ ଘୋଷଣା ଆଦି ଦାବୀରେ ବିଶାଲ ଶୋଭାଯାତ୍ରା

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲଇଡା ରେଙ୍ଗଲୋଇ ଏବଂ କିନାଲୋଇ ଗ୍ରାମ ପଂଚାୟତ ଅଂଚଲରେ ଚଲିତବର୍ଷ ଖରିଫ୍ ରୁତୁରେ ବର୍ଷାର ଘୋର ଅଭାବ ଯେଗୁଁ ଉତ୍କଟ…

କୋରୋନା ଅପଡେଟ (12 may 04.11PM)

Posted by - May 12, 2020 0
ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ…

ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ସାରଥୀ ଓରଫ୍ ସନ୍ତୋଷ ରାଉଳ

Posted by - July 25, 2019 0
କଟକ: ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ସାରଥୀ ଓରଫ୍ ସନ୍ତୋଷ ରାଉଳ। ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା SDJM କୋର୍ଟରେ ଦାଖଲ କରାଯାଇଥିଲା।…

ଓଡିଶାରେ ପାଦ ରଖିଲା ଓମିକ୍ରନ, ୨ ଆକ୍ରାନ୍ତ ଚିହ୍ନଟ

Posted by - December 22, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୃଥିବୀର ଅନେକ ଦେଶ କରୋନା ର ନୂଆ ପ୍ରଜାତି ଓମିକ୍ରନ ଭାରିଆଣ୍ଟ ଦ୍ଵାରା କବଳିତ ହେବାରେ ଲାଗିଛି। ବହୁଲୋକ…

ଦାବିପୁରଣ ପାଇଁ ଚାଷୀଙ୍କ ୨୨ କିମି ପଦଯାତ୍ରା

Posted by - November 27, 2021 0
ସମ୍ବଳପୁର:(ରମାକାନ୍ତ ବିଶ୍ବାଳ)ନିଜର ନାର୍ଯ୍ୟ ଦାବିପୁରଣ ପାଇଁ ଚାଷୀ କଲେ ୨୨ କିମି ପଦଯାତ୍ରା । ସମ୍ବଲପୁର ଜିଲ୍ଲାର ପଡିଆବାହାଳ ଠାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରାୟ ୨୨…