Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପରକ୍ରିୟା ପ୍ରୀତି ସନ୍ଦେହ ରେ, ଯୁବକ କୁ କଟୁରୀ ରେ ମରଣାନ୍ତକ ଆକ୍ରମଣ ।

291 0

ନୀଳଗିରି:(ସୌମ୍ୟାସାଇ ବାରିକ) କଟୁରିରେ ବେକ କାଟି ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଡାକ୍ତରାନାରେ ଭର୍ତି। ନୀଳଗିରି ନିର୍ବାଚନ ମଣ୍ଡଳୀ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନସ୍ଥ ଦଲଦଲି ଗ୍ରାମର ବାବୁଲି ମୁଦୁଲି, ଭାଲୁ ଗଜ ଙ୍କ ବେକକୁ ଏକ ଧାରୁଆ କଟୁରିରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥା ପଡ଼ିଥିବାବେଳେ, ତାଙ୍କୁ ସ୍ଥାନୀୟ ଲୋକେ ଇଶ୍ୱରପୁର ଡାକ୍ତରଖାନା କୁ ନେଇଯାଇଥିଲେ.। ସେଠାରେ ବ୍ୟକ୍ତି ଜଣକ ଅଧିକ ଗୂରୁତ୍ୱର ହୋଇ ପଡିବାରୁ, ଡାକ୍ତର ତାଙ୍କୁ ବାଲେଶ୍ଵର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି।

ପୂର୍ବରୁ କୌଣସି ଶତ୍ରୁତା କୁ କେନ୍ଦ୍ରକରି ଏପରି ହିଂସା ମୂଳକ କାର୍ଯ୍ୟ କରିଛନ୍ତି କିମ୍ବା ପରକ୍ରିୟା ପ୍ରୀତି ବୋଲି ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଘଟଣା ଟି ଗ୍ରାମର ନିକଟସ୍ଥ ଏକ ଦୋକାନ ସାମ୍ନାରେ ଘଟିଥିବା ବେଳେ ସ୍ଥାନୀୟ ଈଶ୍ୱରପୁର ଫାଣ୍ଡି ଅଧିକାରୀ ଅଗୁରୁ ଚରଣ ଦାସ ଖବର ପାଇ ଇଶ୍ଵରପୁର ଡାକ୍ତରଖାନା ରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଘଟଣା ସ୍ଥଳକୁ ତଦନ୍ତ କରିବା ପାଇଁ ଯାଇଥିବା ସୂଚନା ମିଳିଛି।

Related Post

ନବରଙ୍ଗପୁର ପୋଲିସ କୁ ମିଳିଛି ବଡ଼ ସଫଳତା :୨୬ଟି ସ୍ମାର୍ଟ ଫୋନ ଉଦ୍ଧାର

Posted by - September 27, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ପୋଲିସ କୁ ମିଳିଛି ବଡ଼ ସଫଳତା ! 26ଟି ସ୍ମାର୍ଟ ଫୋନ କୁ ଉଦ୍ଧାର କରିଛି ନବରଙ୍ଗପୁର ପୋଲିସ !…

ସୁନା ଦୋକାନ ଲୁଟ୍ ଘଟଣା ର ପର୍ଦ୍ଦାଫାଶ ୪ ଲୁଟେରା ଗିରଫ ୪୫ ହଜାର ଟଙ୍କା ଓ ବନ୍ଧୁକ ସହ ୨ ଗୁଳି ଜବତ

Posted by - August 17, 2022 0
ପାଟଣାଗଡ: ୧୬/୦୮ (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରର ବହୁ ଚର୍ଚ୍ଚିତ ଲୁଟ୍ ଘଟଣା ର ପର୍ଦ୍ଦାଫାଶ କଲା ପୋଲିସ। ସୂଚନାଯୋଗ୍ୟ ଯେ ପାଟଣାଗଡ଼…

ନାଗେନମାଳ ଗାଁ ରେ ଅବକାରୀ ବିଭାଗ ର ଚଢାଉ, ମହୁଲ ଫୁଲ ବୋଝେଇ ପିକଅପ ଜବତ, ଦୁଇ ଗିରଫ

Posted by - August 28, 2022 0
ଖପ୍ରାଖୋଲ:୨୭/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ମହୁଲ ବୋଝଇ…

ସରକାରୀ ନିୟମକୁ ବେଖାତିର ଜେସିବିରେ ଚାଲିଛି ମୋରମ ଚାଲାଣ

Posted by - December 10, 2019 0
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ପ୍ରଶାସନର ଜ୍ଞାତସାରରେ ବେଧଡକ ଚାଲିଛି। ଆଉ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ସରକାର।…

ଦୁଇ ଟି ହାତୀକୁ ବିଦୂତ ସଂଯୋଗ କରି ମାରିଥିବା ୩ ଅଭିଯୁକ୍ତକୁ ଗିରଫ

Posted by - June 19, 2020 279
ବଡ଼ବିଲ:( ସୀତାରାମ ଦୀକ୍ଷିତ)ଯୋଡ଼ା ବ୍ଲକ ବନ୍ୟାଞ୍ଚଳ ର ଗୁରୁ ବେଡା ଜଙ୍ଗଲ ମଧ୍ୟରେ ବିଦୂତ ସଂଯୋଗ କରି ବରାହ ଶିକାର କରିବା ପାଇଁ ବିଛାଇ ଥିବା ବିଦୂତ…

Leave a comment

Your email address will not be published.