ଜଙ୍ଗଲରେ ୩ ଜଣଙ୍କ ମୃତଦେହ ଝୁଲୁଥିବା ଘଟଣା,ପ୍ରେମ ହିଁ ମୃତ୍ୟୁର କାରଣ ବୋଲି ସନ୍ଦେହ.

1099 26

ଅନୁଗୁଳ:( ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଜଙ୍ଗଲରୁ ଗତକାଲି ସନ୍ଧ୍ୟାରେ ୩ ଟି ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଜଣେ ଗାଈ ଚରାଳି ମୃତଦେହ ଝୁଳୁଥିବା ଦେଖିବା ପରେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ମୃତକ ୩ ଜଣ ହେଲେ ନିକଟସ୍ଥ ପଳସାବଣିଆ ଗାଁର ବରୁ ବେହେରା , ବର୍ଷାରାଣୀ ସାହୁ ଓ ସୁଶାନ୍ତ (ଶମ୍ଭୁ) ମାଝି ।   ମିଳିଥିବା ସୂଚନା ଅନୁସାରେ (ଶମ୍ଭୁ)ସୁଶାନ୍ତଙ୍କର ବର୍ଷାରାଣୀଙ୍କ ସହ ଗତ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ଏପରିକି ଏହି ପ୍ରେମ ସମ୍ପର୍କକୁ ନେଇ ଗତ ବର୍ଷ ମାମଲା ଥାନାକୁ ଯାଇଥିଲା । ଏହି ପ୍ରେମ ସମ୍ପର୍କରେ ସୁଶାନ୍ତଙ୍କ ଭଲ ବନ୍ଧୁ (ବେଷ୍ଟଫ୍ରେଣ୍ଡ) ବରୁ ମଧ୍ୟସ୍ତି ଥିଲେ । ସୁଶାନ୍ତ ଟିକରପଡା ଅଞ୍ଚଳରେ ଗାଡି ଚଳାଉଥିବା ବେଳେ ଗତ ୫ ଦିନ ତଳେ ଗାଁକୁ ଆସିଥିଲେ । ତେବେ ଗତ ୩ ଦିନ ତଳେ ସେ ଗାଡି ଚଳାଇବାକୁ ଯାଉଛି କହି ଘରୁ ବାହାରି ଯାଇଥିଲେ । ଆଉ ଆଜି ତାଙ୍କ ମୃତ ଦେହ ସହ ତାଙ୍କ ପ୍ରେମିକା ଓ ବନ୍ଧୁଙ୍କର ମୃତଦେହ ଉଦ୍ଧାର ହୋଇଛି ।

ସୁଶାନ୍ତଙ୍କ ବାପାଙ୍କ କହିବା କଥା ୨ ଦିନ ତଳେ ବର୍ଷାର ବାପା ତାଙ୍କ ଘରକୁ ଆସି ତାଙ୍କୁ ଖୋଜୁଥିଲେ । ସେତେବେଳେ ସେ ଘରେ ନଥିଲେ । ବର୍ଷାର ବାପା ହିଁ ଏମାନଙ୍କୁ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିବା ସହ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି । ସେପଟେ ବର୍ଷାର ବାପା ମଧ୍ୟ ଛେଣ୍ଡିପଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏପରିକି ଅନୁଗୁଳ ଏସ ପି ଜଗମୋହନ ମୀନା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପଚରା ଉଚୁରା କରିଛନ୍ତି । ସେପଟେ ଡଗ ସ୍କ୍ବାର୍ଡ ଓ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ମୃତ ଦେହ ଗଛରୁ ଓହ୍ଲାଯାଇ ଘଟଣାର ଛାନଭିନ କରା ଯାଇଛି । ଅନୁଗୁଳ ଏସଡିପିଓ ଙ୍କ ନେତୃତ୍ବର ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ଦୁଇଟି ଦିଗରେ ତଦନ୍ତ କରାଯାଉଛି .

Related Post

ଯାଜପୁର ରେ ବିଜେଡି ନେତା ପରେଶ ମଲିକ ବିଜେପି ସାଂସଦ ପ୍ରାର୍ଥୀ ଭାଇ ଅମିୟ ମଲିକଙ୍କ ପ୍ରଚାର ମଙ୍ଗ ଧରିଲେ

Posted by - April 14, 2019 0
ଭୁବନେଶ୍ବର ::ଯାଜପୁର ବିଜେପିର ସାଂସଦ ପ୍ରାର୍ଥୀ ଅମିୟ ମଲ୍ଲିକଙ୍କ ଭାଇ ପରେଶ ମଲିକ ବିଜେଡିର ରାଜ୍ୟ ଦଳିତ ସେଲ ସାଧାରଣ ସଂପାଦକ। ପରେଶଙ୍କର ଦଶରଥପୁର, ବିଂଝାରପୁର ସମେତ…

ଯାଜପୁର ର ସଂସ୍କୃତ ଟୋଲ ର ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି

Posted by - June 27, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ର ସଂସ୍କୃତ ଟୋଲ ର ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଵ ପ୍ରସାଦ…

ନିଶାସେବନକାରି ବ୍ୟକ୍ତିଙ୍କ ପାଇଁ ଆଜି ସମାଜ ଓ ବହୁତ୍ ପରିବାର ଅଶାନ୍ତି/ଦୁଃଖରେ – ଦାୟି କିଏ ?

Posted by - September 19, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ସମାଜରେ ବଞ୍ଚିବାକୁ ହେଲେ ମଣିଷକୁ ଗୋଟିଏ ସୁଖୀ ପରିବାର, ରୋଜଗାର ଏବଂ ଶାନ୍ତି ଦରକାର। ଏହି ଖୁସି ପାଇବାକୁ ହେଲେ…

ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ ଭୁବନେଶ୍ୱର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

Posted by - October 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ, ବରିଷ୍ଠ କଳାକାର,ପୂର୍ବତନ ସାମ୍ବାଦିକ, ସହକାରୀ ସରକାରୀ ଓକିଲ ଭୁବନେଶ୍ୱର ଦାସ ଙ୍କ ତା ୧.୧୦.୨୦୨ ୧ତାରିଖ ଅପରାହ୍ନ…

୭୩ ତମ ଗଣତନ୍ତ୍ର ଦିବସ ପାଳନ

Posted by - January 28, 2022 0
ଅମ୍ବାଦଳା:(ରମାକାନ୍ତ ପଡାଲ) ରାୟଗଡା ଜିଲାର ଅମ୍ବାଦଳା ଥାନା ପରିସରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଚଳିତ କରୋନା କଟକଣାକୁ ଆଖି ଆଗରେ ରଖି…

There are 26 comments

  1. Nearly all of the things you say is supprisingly accurate and it makes me wonder the reason why I had not looked at this with this light before. This particular article truly did turn the light on for me as far as this specific subject goes. Nonetheless at this time there is one particular issue I am not too comfy with so whilst I attempt to reconcile that with the core idea of the issue, allow me see just what the rest of your readers have to say.Well done.

  2. I don’t even know how I ended up right here, however I believed this put up used to be great. I don’t recognize who you’re however definitely you’re going to a well-known blogger should you are not already 😉 Cheers!

  3. A lot of of the things you assert is supprisingly accurate and it makes me wonder the reason why I hadn’t looked at this in this light before. Your article really did switch the light on for me as far as this particular subject matter goes. However there is actually 1 point I am not necessarily too comfy with and whilst I try to reconcile that with the main theme of the issue, permit me observe exactly what the rest of your subscribers have to say.Well done.

  4. Hi there! Someone in my Facebook group shared this site with us so I came to take a look. I’m definitely enjoying the information. I’m bookmarking and will be tweeting this to my followers! Superb blog and terrific design and style.

  5. I know this if off topic but I’m looking into starting my own blog and was curious what all is needed to get set up? I’m assuming having a blog like yours would cost a pretty penny? I’m not very internet smart so I’m not 100 certain. Any suggestions or advice would be greatly appreciated. Thanks

  6. Thank you so much for providing individuals with remarkably nice opportunity to read from this web site. It really is very lovely plus packed with amusement for me personally and my office fellow workers to visit your blog more than three times every week to read through the latest issues you have got. And of course, I’m so always fulfilled with your eye-popping strategies served by you. Selected 2 facts in this article are in reality the best I’ve had.

  7. Great post but I was wanting to know if you could write a litte more on this topic? I’d be very grateful if you could elaborate a little bit further. Bless you!

  8. Write more, thats all I have to say. Literally, it seems as though you relied on the video to make your point. You obviously know what youre talking about, why waste your intelligence on just posting videos to your blog when you could be giving us something enlightening to read?

  9. Hi there very nice web site!! Guy .. Excellent .. Wonderful .. I’ll bookmark your site and take the feeds additionally…I’m satisfied to search out a lot of helpful info here in the publish, we want develop more strategies in this regard, thanks for sharing. . . . . .

  10. Good day! This is my 1st comment here so I just wanted to give a quick shout out and say I truly enjoy reading your blog posts. Can you recommend any other blogs/websites/forums that deal with the same subjects? Appreciate it!

  11. Hi there would you mind sharing which blog platform you’re using? I’m going to start my own blog in the near future but I’m having a hard time deciding between BlogEngine/Wordpress/B2evolution and Drupal. The reason I ask is because your design seems different then most blogs and I’m looking for something completely unique. P.S Apologies for getting off-topic but I had to ask!

  12. Can I simply say what a relief to discover an individual who genuinely understands what they’re talking about online. You definitely understand how to bring an issue to light and make it important. More and more people should look at this and understand this side of the story. I was surprised that you are not more popular since you certainly possess the gift.

  13. The very next time I read a blog, I hope that it doesn’t disappoint me as much as this one. I mean, I know it was my choice to read through, however I truly thought you’d have something interesting to say. All I hear is a bunch of complaining about something that you could possibly fix if you were not too busy seeking attention.

Leave a comment

Your email address will not be published.