ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

6178 417

ଭୁବନେଶ୍ବର:ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି ।ଆଜି ରାଜ୍ୟରେ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଓଡ଼ିଶାରେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଗଞ୍ଜାମରେ ସର୍ବାଧିକ ୪ ଓ ଖୋର୍ଦ୍ଧାରେ ୨, ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି ।ରାଜଧାନୀ ଭୁବନେଶ୍ୱରରୁ ଆଉ ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ କ୍ୱାରେଣ୍ଟାଇନରେ ୫୯ ଜଣ ଥିବା ବେଳେ ୪୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ଭୁବନେଶ୍ୱରରେ ନୂଆ ପଜିଟିଭ୍ ଚିହ୍ନଟ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୭ରେ ପହଁଚିଛି । ଏହାମଧ୍ୟରୁ ୧୩୩୯ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୫ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୨୫୧ଟି ସକ୍ରିୟ କେସ୍ ରହିଛି ।

 

Related Post

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଦୁଇ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ

Posted by - April 14, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଦୁଇ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି l ମିଶନ ଶକ୍ତି ଦ୍ବାରା ଏକ ଡାଲି ପ୍ରୋସେସିଂ ଓ…

ଏସ୍.ବି.ଆଇ ଅଧିକାରୀଙ୍କ ବିରୁଦ୍ଧରେ ଠକେଇ ଓ ଦୁର୍ନୀତି ଅଭିଯୋଗ

Posted by - October 22, 2021 0
ଭୁବନେଶ୍ବର,ତା ୨୨.୧୦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କିଛି ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଠକେଇ ଓ ଦୁର୍ନୀତି ଅଭିଯୋଗ କରାଯାଇଛି। ଭୁବନେଶ୍ବର ରୋଟାରୀ କ୍ଲବ ଇକୋର…

ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ଭୁଖରେ ଏକ ଅଭିନବ ପ୍ରତିବାଦ

Posted by - November 3, 2021 0
ସୋନପୁର :(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ କୃଷକ ଏକତା ମଞ ଓ ବସ୍ତୀ ବାସିନ୍ଦା ସୁରକ୍ଷା ମଞ ପକ୍ଷରୁ ଆଜି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ଭୁଖରେ ଏକ…

ସୁବର୍ଣ୍ଣପୁର ସହରର ମହାନଦୀ ଗର୍ଭରେ ଥିବା ଦେବୀ ମଁl ଲଙ୍କେଶ୍ବୀରଙ୍କ ପୀଠରେ ଚାଲିଛି ଚୈତ୍ର ପର୍ବ

Posted by - April 6, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ସହରର ମହାନଦୀ ଗର୍ଭରେ ଥିବା ଦେବୀ ମଁl ଲଙ୍କେଶ୍ବୀରଙ୍କ ପୀଠରେ ଚାଲିଛି ଚୈତ୍ର ପର୍ବ । କୈବର୍ତ୍ତ ସମାଜର ଇଷ୍ଟଦେବୀ ମାଁ ଲଙ୍କେଶ୍ବରୀ…

ବାହାର ରାଜ୍ୟରୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ-ଯାଜପୁର ଜିଲ୍ଲା ପ୍ରଶାସନ

Posted by - April 26, 2020 0
ଭୁବନେଶ୍ବର: ୨୬ା୪ : କରୋନା ମହାମାରୀ (ଉଙଠଓଊ-୧୯) ଭଳି ମାରାତ୍ମକ ଦୁର୍ବିପାକର ସଠିକ୍ ମୁକାବିଲା ନିମନ୍ତେ :ଯାଜପୁର ଜିଲ୍ଲାପାଳ ଶ୍ରୀ ରଂଜନ କୁମାର ଦାସ ରାଜ୍ୟ ସରକାରଙ୍କ…

There are 417 comments

  1. Pingback: how to make hydroxychloroquine

  2. Pingback: hydroxychloroquine news

  3. Pingback: levitra canada pharmacy

  4. Q: How can I get pregnant fast?
    A: female viagra for sale australia Some news about meds. Read information now.
    It is entirely in the pink to ejaculate more or less than three times a week! The ordinarily ejaculation frequency for men ranges from two to seven times a week, which is a unbelievably broad gap. So it’s legible that there’s no legal or recidivate b fail explanation, nor are there any significant health risks associated with ejaculation frequency.

  5. Q: What is the organ When a Man Loves a Woman?
    A: who makes viagra pills Some news about meds. Read information now.
    Hasty ED may be brought on at near: Excessive the cup that cheers intake. Medications such as sedatives, antidepressants, enthusiasm suppressants, or blood sway medication. Smoking or stimulant use.

Leave a comment

Your email address will not be published.