କ୍ବାରେଣ୍ଟାଇନ୍‌ରେ ବିଧାୟକ ଅମର ଶତପଥୀ,କାହିଁକି ଜାଣନ୍ତୁ

701 18

ଭୁବନେଶ୍ବର: ଓଡିଶା ରେ କରୋନା ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୧୦୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି।ରାଜ୍ୟରେ ଆଜି ୧୦୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫କୁ ବୃଦ୍ଧି ପାଇଛି।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତମାନେ ୨୮ ଜିଲାର। ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲାରୁ ୨୦, ବାଲେଶ୍ଵର ୨୯, ବରଗଡ଼ ୫, ଭଦ୍ରକ ୪, ବଲାଙ୍ଗିର ୨୬, କଟକ ୬୧, ଦେବଗଡ଼ ୨ ଓ ଢେଙ୍କାନାଳରୁ ୧, ଗଜପତି ୮୮, ଗଞ୍ଜାମ ୨୪୫, ଜଗତସିଂହପୁର ୩, ଯାଜପୁର ଓ ଝାରସୁଗୁଡ଼ାରୁ ୧୨ ଲେଖାଏ ଆକ୍ରାନ୍ତ ରହିଛନ୍ତି। ସେହିପରି କଳାହାଣ୍ଡିରୁ ୧୯, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ା ୮, ଖୋର୍ଦ୍ଧା ୧୯୪, କୋରାପୁଟ ୬୬, ମାଲକାନଗିରି ୧,  ମୟୂରଭଞ୍ଜ ୨୦, ନବରଙ୍ଗପୁର ୨୬ , ନୟାଗଡ଼ରୁ ୨୯, ନୂଆପଡ଼ାରୁ ୧୧, ପୁରୀରୁ ୧୬, ରାୟଗଡ଼ାରୁ ୨୪, ସମ୍ବଲପୁର ୨୧, ସୁବର୍ଣ୍ଣପୁର ୨ ଏବଂ ସୁନ୍ଦରଗଡ଼ରୁ ୧୧୨ ପଜିଟିଭ୍‌ ବାହାରିଛନ୍ତି। ଏପରିକି ମହାମାରୀ କୋରୋନା ରାଜା ନେତା ଙ୍କୁ ଭି ଘେରିଲାଣି ।

କିଛିଦିନ ତଳେ ବିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଧାନସଭାର ୫ କର୍ମଚାରୀ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ବନ୍ଦ କରିଦିଆଯାଇଥିଲା ।ଏବେ ଯାଜପୁର ବଡଚଣା  ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ନେଇ ସୂଚନା ମିଳିଛି ।

Related Post

ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ବିଡ଼ିଓଙ୍କୁ ଅଭିଯୋଗ

Posted by - August 23, 2020 0
ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତରେ ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ଜନୈକ ବ୍ୟକ୍ତି ବେଗୁନିଆପଡା ବିଡ଼ିଓଙ୍କ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ପ୍ରଣବ ପ୍ରକାଶ ଦାସ.. କାହିଁକି ଜାଣନ୍ତୁ

Posted by - June 7, 2020 0
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି। ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ…

ମାଁ ସୁରେଶ୍ଵରୀଙ୍କ ଧୂମାବତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ

Posted by - October 14, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ)ମାଁ ସୁରେଶ୍ଵରୀ ଙ୍କ ଆଜି ଧୂମାବତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ଧୂମାବତୀ ବେଶ ଏକ ବିଧବା ବେଶ l ମାଁ…

ନବୀନଙ୍କ ତିନୋଟି ମନ୍ତ୍ର କୋଭିଡ ଯୁଦ୍ଧରେ ଜିତେଇବ,ଜାଣନ୍ତୁ କଣ ସେଗୁଡିକ !!!

Posted by - July 6, 2020 253
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟବାସୀଙ୍କ ପାଇଁ ଭିଡିଓ ଜରିଆରେ ବାର୍ତ୍ତା ଦେଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଚଳିତ ବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି। ବିନାଭକ୍ତରେ…

ଜିଲାପାଳ ଅପିଂସ ସମ୍ମୁଖରେ ନ୍ୟାୟ ଦାବିରେ ଆମରଣ ଅନଶନ

Posted by - September 11, 2021 0
ସରକାରୀ ଜମି ଜବରଦଖଲ ପ୍ରତିବାଦରେ ଜିଲାପାଳ ଅପିଂସ ସମ୍ମୁଖରେ ଅନଶନରେ ବସିଲେ ପରିବାର ଲୋକେIଯାଜପୁର ବିଂଝାରପୁର ବ୍ଲକ କଂଟିପୁର ଅଂଚଳର ପ୍ରପୁଂଲ୍ଲ ନାୟକଙ୍କ ଘର ପାଖରେ ରହିଛି ସରକାରୀ ଜମି । ଏହାକୁ ପଡୋଶୀ ଜଣକ ଜବରଦଖଲ କରି ରହିଥିବାରୁ ପ୍ରପୁଂଲ୍ଲ ନିଜ ଘରକୁ ଯିବାକୁ ଅସୁବିଧା ଭୋଗ କରୁଛନ୍ତି । ଏ ନେଇ ସେ ସ୍ଥାନୀୟ ପ୍ରଶାସିନକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କୌଣସି ସୁପଂଳ ନମିଳିବାରୁ ବାଧ୍ୟ ହୋଇ ପରିବାର ଲୋକେ ଆଜି ଜିଲାପାଳ ଅପିଂସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବାକୁ ଚେତାବନି ଦେଇଛନ୍ତି ପ୍ରପୁଂଲ୍ଲଙ୍କ ପରିବାର ଲୋକେ ।

There are 18 comments

  1. Of the 69 patients who did not initiate tamoxifen treatment, nine 13 thought there would be little benefit from the treatment, 24 34 planned to become pregnant, and 25 36 had concerns about adverse effects, the most common of which were uterine cancer 24, thromboembolism 20, and hot flashes 12 tamoxifen mechanism of action

  2. I Women with dense breasts The USPSTF concludes that the current evidence is insufficient to assess the balance of benefits and harms of adjunctive screening for breast cancer using breast ultrasonography, magnetic resonance imaging, DBT, or other methods in women identified to have dense breasts on an otherwise negative screening mammogram clomid in men

Leave a comment

Your email address will not be published.