ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ

520 60

ଯାଜପୁର ଅଫିସ: ତା ୨୭ା୭ : ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ସୋମବାର ପୂର୍ବାହ୍ନରେ ଜିଲ୍ଳ୍‌ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାରେ ଥିବା ସମସ୍ତ ଚିକିତ୍ସାଳୟ ଗୁଡିକରେ ରୋଗୀ ମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବ ଅପେକ୍ଷା ବର୍ତ୍ତମାନ ଡାକ୍ତରଖାନା ଗୁଡିକର ଭିତ୍ତିଭୂମି ସୁଦୃଢ ହେବା ସହ ବିଭିନ୍ନ ପରୀକ୍ଷା ନୀରିକ୍ଷା, ନିରାମୟରେ ମାଗଣାରେ ଔଷଧ ଇତ୍ୟାଦି ପ୍ରଦାନ କରାଯାଉଚ୍ଥି । ତେଣୁ ଏହାକୁ ସୁଚାରୁ ରୂପେ ପରିଚାଳନା କରି ଆସୁଥିବା ରୋଗୀ ମାନଙ୍କୁ ସଠିକ ଚିକିତ୍ସା ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଳୟର ଉନ୍ନୟନ ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରାଗଲା ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮ ଗୋଟି ଦେୟ ଯୁକ୍ତ କ୍ୟାବିନ ସଂପର୍କରେ ଆଲୋଚନା ହୋଇ କ୍ୟାବିନ ପିଚ୍ଥା ଏକ ହଜାର ଟଙ୍କାର ଦେୟ ଧାର୍ଯ୍ୟ ବ୍ୟବସ୍ଥା କରାଗଲା । ତେବେ ଏହାକୁ ୨୪ ଘଣ୍ଟିଆ ଉନ୍ନତ ସେବା ଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର ହେଲା । ମୁଖ୍ୟ ଚିକିତ୍ସାଳୟ ପରିସରରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କରାଯାଇଚ୍ଥି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସେହିପରି ୫ ଗୋଟି ୱାଟର କୁଲର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଚ୍ଥି । ଏମ୍‌.ସି.ଏଚ୍‌. ବିଲ୍‌ଡିଂରେ ଝରକା ମାନଙ୍କରେ ମଶା ପ୍ରତିରୋଧ ନେଟ୍ ଲଗାଯାଇଚ୍ଥି । ହସ୍ପିଟାଲ ପରିସରରୁ ଦୂଷିତ ଜଳ ନିଷ୍କାସନ ବ୍ୟବସ୍ଥା ହୋଇଚ୍ଥି । ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ପାଇଁ ଜୋତା ରଖା ଷ୍ଟାଣ୍ଡର ବ୍ୟବସ୍ଥା ହୋଇଚ୍ଥି ।ଔଷଧୟ ବୃକ୍ଷ ମଧ୍ୟ ଲଗା ହୋଇଚ୍ଥି । ଅପର ପକ୍ଷରେ ବିଭିନ୍ନ ସୂଚନା ପାଇଁ ଡିଜିଟାଲ ଡିସ୍‌ପ୍ଳେ ବୋର୍ଡ ତୁରନ୍ତ ଲଗାଯିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଚ୍ଥି ।

ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଅନୁଧ୍ୟାନ ସହ ଆବଶ୍ୟକୀୟ ଅଗ୍ନି ନିର୍ବାପକ ବ୍ୟବସ୍ଥା, ରୋଗୀ ସେବାକୁ ଅଧିକ କ୍ରିୟାଶୀଳ ପାଇଁ ସେବା ପ୍ରଦାନକାରୀ ମାନଙ୍କୁ ଡିଜିଟାଲ ବ୍ୟବସ୍ଥା ମଧ୍ୟରେ ଡାକରା, ଅନ୍ୟାନ୍ୟ ଆବଶ୍ୟକୀୟ ଆସବାବ ପତ୍ର କ୍ରୟ, ଜଣେ ରୋଗୀ ଓ ଜଣେ ଆଟେଣ୍ଡାଣ୍ଟ ବ୍ୟବସ୍ଥାର ତଦାରଖ ପାଇଁ ସୁରକ୍ଷା କର୍ମୀ ବ୍ୟବସ୍ଥା, ପ୍ରତ୍ୟେକ ୱାର୍ଡରେ ଡାକ୍ତର ଓ କର୍ମଚାରୀ ମାନଙ୍କର ନାମ ପଂଳକ ପ୍ରଦର୍ଶନ ବ୍ୟବସ୍ଥା, ଟିକଟ କାଊଣ୍ଟର, ଓପଡି ଇତ୍ୟାଦିରୁ ସାଊଣ୍ଡ ସିଷ୍ଟମ ମାଧ୍ୟମରେ ରୋଗୀ ମାନଙ୍କୁ ସୂଚନା ପ୍ରଦାନ ଓ ଡାକରା, ଡାକ୍ତର ଓ ସମସ୍ତ କର୍ମଚାରୀଙ୍କୁ ୟୁନିପଂର୍ମ ସହ ପରିଚୟ ପତ୍ର ବ୍ୟବସ୍ଥା ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହେଲା । ଅପର ପକ୍ଷରେ ସ୍ଥାୟୀ ଭାବେ ବର୍ଜ୍ୟ ଜଳର ପରିଚାଳନା, ବର୍ଷା ଜଳ ଅମଳ ଓ ପରିଚାଳନା ଏବଂ ସୈାର ଶକ୍ତି ଊତ୍ପାଦନ ଓ ବିନିଯୋଗ ଭିତ୍ତିକ ବ୍ୟବସ୍ଥା ମୁଖ୍ୟ ଚିକିତ୍ସାଳୟର ପ୍ରତ୍ୟେକ ନିର୍ମାଣ କାର୍ଯ୍ୟରେ ରଖିବାକୁ ଜିଲ୍ଳ୍‌ାପାଳ ନିର୍ଦ୍ଦେଶ ଦେଇଥିଲେ ।

ଶବାଗାର ପାଇଁ ବିଯୁକ୍ତ ୨୦ ଡିଗ୍ରୀ ଓ ପ୍ଳ୍‌ଜମା ସଂରକ୍ଷଣ ପାଇଁ ବିଯୁକ୍ତ ୪୦ ଡିଗ୍ରୀ ର ଦୁଇଟି ପ୍ରିଂଜର କ୍ରୟ, ପରିବହନ ପାଇଁ ଦୁଇଟି ଟ୍ରଲି, ୬ଟି ହୁଇଲ ଚେୟାର କ୍ରୟ ପାଇଁ ନିଷ୍ପତ୍ତି ନିଆଗଲା । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏ.ଡି.ଏମ୍‌.ଓ. ଡା. ଅନୁପ କୁମାର ନାଥଶର୍ମା ଏଜେଣ୍ଡା ଅନୁସାରେ ଆଲୋଚନାକୁ ଆଗେଇ ନେଇଥିଲେ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ରୋଗୀ କଲ୍ୟାଣ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଡା. ରାଜ କିଶୋର ପଣ୍ଡା, ଡା. କାର୍ତ୍ତିକ ଚନ୍ଦ୍ର ରାଉତଙ୍କ ସହ ଅନ୍ୟାନ୍ୟ ଡାକ୍ତର ଓ ସଦସ୍ୟ ମାନେ ଯୋଗ ଦେଇଥିଲେ ।

Related Post

ନିର୍ମଳାକୃତି ବିକାଶ ଟ୍ରଷ୍ଟର ଦ୍ୱାଦଶ ତମ ପ୍ରତିଷ୍ଠା ଉତ୍ସବ ପାଳିତ

Posted by - August 2, 2019 375
ଭୁବନେଶ୍ୱର : ମାନସିକ ଶାନ୍ତି ପାଇବାର ସରଳ ଓ ସୁଗମ ମାର୍ଗ ହେଉଛି ନିସ୍ୱାର୍ଥ ସେବାରେ ବ୍ରତୀ ହେବା । ଅନ୍ୟକୁ ଧନ, ମାନ ଦ୍ୱାରା ଯେତିକି…

ଲୋକକଳା ବିକାଶ କେନ୍ଦ୍ର ତରଫରୁ ମନୋ ସାମlଜିକ କର୍ମଶାଳା

Posted by - September 21, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ଲୋକ କଳା ବିକାଶ କେନ୍ଦ୍ର ,ଓଏସିଆର, ପିକ୍ ଓଏସପିସିଆର,ଓଏସିପିଶି, ୟୁନିସେଫ୍ ର ମିଳିତ ଉଦ୍ୟମରେ ଆଜି ବୌଦ୍ଧ ର ହୋଟେଲ ଦି…

“ଓଡ଼ିଶା ଡ୍ରାଇଭର ମହାସଂଘ “ର ବୌଠକ

Posted by - September 29, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରବୁଡ଼l ଗୁପ୍ତେଶ୍ୱର ବାବାଙ୍କ ପ୍ରାଙ୍ଗଣ ଠାରେ ଓଡିଶା ଡ୍ରାଇଭର ମହାସଂଘ ବୌଦ୍ଧ ଜିଲ୍ଲା ର ତିଲେଶ୍ୱର…

ଜନମୁରା ଗାଁରେ ମର୍ମଦୁନ୍ତ ସଡକ ଦୁର୍ଘଟଣା,ଜଣେ କଲେଜ ଛାତ୍ରର ମୃତ୍ୟୁ

Posted by - May 5, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଜନମୁରା ଗାଁ ଠାରେ ଘଟିଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ କଲେଜ…

ଅଜଣା ଗାଡି ଧକ୍କାରେ ମୃତ ପରିବାରକୁ ଆର୍ଥିକ ସହାୟତା

Posted by - September 19, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମାଟିଆ ଛକଠାରେ ଗତ ୧୪.୧୦.୨୧ ଦିବା ୧୨…

There are 60 comments

  1. база отдыха министерства обороны красная поляна юхновград парк отель
    адлер гостиница черное море отель милютинский череповец аквалоо официальный сайт цены
    121113185 44 эпохи евпатория евпатория магазин 8 база отдыха ярославль цены гостиница ласточкино гнездо плесецк

  2. гостиница коломенская москва отзывы гостиница космос цены за сутки
    альбатрос анапа минеральные ванны в ессентуках пансионат солнечная
    купить дом в селе песчаное крым отель крым севастополь официальный сайт александрия внуково

  3. мини отель комфорт керчь отели и гостиницы в городе
    aquamarine hotel spa сочи парк отель 4 звезды gur gur мини гостиница в гурзуфе
    ессентуки клиника санаторий сочи при президенте парк отель солнечное все включено

  4. гостиница алая роза грязевые ванны в санатории
    континентальный проспект 6 геленджик июль altay resort
    грин хоста отзывы премьер отель смоленск пансионаты и санатории адлера

  5. гостиничный комплекс алпатьево грейс арли отель адлер
    санатории с лечением позвоночника грыжа санаторий кисловодска нева аптека
    лазаревское озеро санаторий металлург сочи select отель павелецкая

  6. гостиница китай город хостел барракуда хабаровск
    хостел домино ковров гостиница в моршанске тамбовской области какой климат подходит для астматиков
    шведский стол в казани лекс балашов санаторий крутушка казань официальный сайт цены

  7. красный сулин гостиница парк отели все включено
    арт отель круиз пятигорск здоровье железноводск санаторий сибирь алтай официальный сайт
    соловьиная роща гостиница курск туры в ялту абхазия отдых 2021 отели

  8. адлер курорт санаторий официальный лучшие отели сухума
    пансионат пицунда абхазия отзывы санатории черноморского побережья краснодарского края отели поповка крым
    все включено ялта им г димитрова санаторий ibis отель москва

  9. алушта славутич санаторий санаторий в сергиевске самарской области
    пансионат солнечный луч адлер официальный сайт абаата санатории евпатория
    хостел смольный санкт петербург бассейн в павловском посаде гостиница юбилейная южно сахалинск официальный сайт

  10. санаторий чайка в евпатории отзывы магадан гостиницы
    море лето анапа отзывы империал ульяновск официальный сайт санаторий туапсе голубая бухта официальный сайт
    космос москва гостиница победа арзамас краснодарский край г сочи

  11. санаторий самшитовая роща абхазия официальный отель ибис ступино официальный сайт
    гагры в сентябре санаторий для аллергиков санаторий ржд нальчик официальный сайт
    гостиница лотте санкт петербург гостиницы пермь цены цена отдыха в сочи

  12. хостелы в казани цены санаторий малый ахун сочи официальный сайт
    автобус симферополь симеиз аристократ отель москва отзывы санаторий планета евпатория отзывы
    сакрополь саки санаторий лазурный берег кабардинка арина р пушкинские горы

  13. курорты железноводска marins park hotel 3 ростов на дону
    пансионат психоневрологический гостиница олимпийская дагомыс лечение псориаза в крыму санатории саки
    как поехать отдыхать в абхазию мытищи хостел черноморье туапсе

  14. империя волгоград крым феодосия отели
    санаторий корона алтая официальный домики у пляжа осташков официальный сайт санаторий буран сергиев
    пансионат факел апартаменты идеал хаус сочи гостиницы перми цены

  15. гарден хиллс отель сочи отзывы анапа родник
    алтун отель октавиана санкт петербург солнышко сочи
    гостиница атлант адлер где лучше отдохнуть в краснодарском крае в некотором царстве в некотором государстве рязань

  16. отели в красной поляне цены ялта мисхор санаторий
    санаторий дельфин сочи геленджик официальный гостиница южный берег алушта
    аквалоо санаторий гостиница в селятино московской области циркулярный душ

Leave a comment

Your email address will not be published.