ବରୀ ସ୍ୱାଇଖଣ୍ଡ ପଞ୍ଚାୟତ ରେ ଅଭାବନୀୟ ଘଟଣା,ବେକରେ ରଶି ଲଗାଇ ଯୁବକ ର ମୃତ୍ୟୁ

833 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ସ୍ଵାଇଖଣ୍ଡ ପଞ୍ଚାୟତ ର କାଣ୍ଡିଶାହି ଜଣେ ଯୁବକ ର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ଙ୍କ ନାମ ବିଚିତ୍ରାନନ୍ଦ ସାହୁ ବୟସ 40 । ସେ ଗାଁ ଗାଁ ବୁଲି ବାରମଜା ବେପାର କରନ୍ତି ବୋଲି ଗାଁ ଲୋକେ କହିଛନ୍ତି । ବିଚିତ୍ରା ଗତକାଲି ରାତିରେ କେଉଁଆଡେ ପଳାଇ ଯାଇଛନ୍ତି ବୋଲି ତାଙ୍କ ଶଳା ସରୋଜ କୁମାର ସାହୁ ବରୀ ପୋଲିସ କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରମବାସୀ ଓ ଘରଲୋକ ବହୁତ ଖୋଜା ଖୋଜି ପରେ ବିଲମଝି ଏକ ଗଛରେ ଏକ ଯୁବକର ଝୁଲନ୍ତା ମୃତଦେହ ରସିଲଗାଇ ଝୁଲୁଥବାର ଥିବାର ଦେଖିବାକୁ ମିଳିଥିଲା ।

ବରୀ ପୋଲିସ କୁ ଖବର ଦେବାରୁ ବରୀ ପୋଲିସ ଘଟଣା ସ୍ଥଳରେ ପହଁଚି ଜନ୍ଦାଖାଇ ଗଛରେ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ଓ ବିଚିତ୍ରା ଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି । ଅନ୍ୟପଟେ ଏହା ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ପୁଲିସ ସ୍ପଷ୍ଟ ହୋଇନାହିଁ । ଏଥିଲାଗି ବରୀ ପୋଲିସ ତରଫରୁ ଏକ ଆପମୃତୁ ମାମଲା 20/2020 ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର କରିଛି।

Related Post

ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସମସ୍ୟା ସ୍ଥିତି ପରଖିଲେ, ଆମେରିକା ଡାକ୍ତରୀ ଦଳ

Posted by - April 16, 2022 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ର ଦୁର୍ଗମ ଏରିଆକୁ ପହଂଚିଲେ ଆମେରିକାର ସ୍ବାସ୍ଥ୍ଯ ବିଭାଗ ଅଧିକାରୀ ଟିମ ଯାହାକି ଆଡେଣୀଗଡ ପଂଚାୟତ ପାଂଚ ପର୍ବତ ଡେଇଁଲାପରେ ପଡେ…

ଜିଲ୍ଲପାଳଙ୍କ ସ୍ବଚ୍ଛ ସୋନପୁର ପ୍ରସ୍ତୁତି ବୈଠକ

Posted by - July 2, 2022 0
ସୋନପୁର:( ଅଜିତ କୁମାର ପୂଜାହାରୀ)ସୋନପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପୌରାହିତ୍ୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ…

ଚ୍ଥତିଆ ଡ୍ରାଇଭିଂ ଇନିଷ୍ଟିଚ୍ୟୁଟର ବିକାଶ ପାଇଁ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର

Posted by - July 22, 2020 348
ଯାଜତ୍ପର ଅଫିସ : ଯାଜପୁର ଜିଲ୍ଳ୍‌ାର ଚ୍ଥତିଆ ସ୍ଥିତ ହେଭି ମୋଟର ଭେହିକିଲ ଡ୍ରାଇଭିଂ ଟ୍ରେନିଂ ଇନିଷ୍ଟିଚ୍ୟୁଟ୍ (HMVDTI) କୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ…

ଅତାବିରା ଆର ଏମ ସି ରୁ ବାହାରିଲା ଚାଷି ସଚେତନତା ରଥ ।

Posted by - November 21, 2021 0
ବରଗଡ/ଅତାବିରା:ଚଲିତ ବର୍ଷ ଖରିଫ ରୁତୁର ଧାନ ବିକ୍ରି ତଥା ଚାଷି ଭାଇଙ୍କୁ ନୁତନ ନିତି ନିୟମ ସମ୍ଭନ୍ଧରେ ଅବଗତ କରାଇବା ଉଦ୍ୟେଶ୍ୟରେ ଅତାବିରା ଆର ଏମ ସି…

ଜନ୍ମଦିନରେ ରକ୍ତଦାନ ଶିବିର

Posted by - June 8, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଜନ୍ମଦିନରେ ରକ୍ତଦାନ ଶିବିର । ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ଜନ୍ମଦିନ ଅବସରରେ ଅମ୍ବିକା ମଣ୍ଡପ ପରିସରରେ ଏକ…

Leave a comment

Your email address will not be published.