Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଂଝାରପୁର ଅଂଚଳ ରେ ପିଲାଙ୍କ ପାଠ ପଢିବା ରେ ବିଦ୍ୟୁତ ସାଜିଛି ବାଧକ

1050 5

ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ଯାଜପୁର ଜିଲ୍ଲା  ବିଂଝାରପୁର ଅଂଚଳ ରେ ପିଲାଙ୍କ ପାଠ ପଢିବା ରେ ବିଦ୍ୟୁତ ସାଜିଛି ବାଧକ । ଟିକିଏ ପବନ କି ବର୍ଷା ହେଲେ ବିଜୁଳି ଘଣ୍ଟା ଘଣ୍ଟା ଧରି କଟିଯାଉଥିବା ଅଭିଯୋଗ ହେଉଚି. ବାରମ୍ବାର ବିଜୁଳି କାଟ ଯୋଗୁ ଅନଲାଇନ କ୍ଲାସରେ ବ୍ୟାଘାତ ସୃଷ୍ଟି ହେଉଚି. ଯାହାକି ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ନାହିଁ ନଥିବା ହଇରାଣ ହେଉଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି । କରୋନା ମହାମାରି ଯୋଗୁ ସମସ୍ତ ସ୍କୁଲ କଲେଜ ସରକାର ବନ୍ଧ ରଖିଛନ୍ତି, ହେଲେ ପିଲାମାନେ ବିଦ୍ୟୁତ ଉପରେ ନିର୍ଭର କରୁଥିବା ବେରେ ବାରମ୍ବାର ବିଦୂତ କାଟ ଯୋଗୁ ଠପ ଠପ ହେଉଛି ପାଠ ପଢ଼ା. କେଉଁଠି ବିଦ୍ୟୁତ ଖୁଣ୍ଟି ରେ ଲତା ମାଡ଼ିଲାଣି ତ କେଉଁଠି ବାଆଁଷ ରେ ଝୁଲୁଛି ତାର ।

ଏଠାରେ ଭିଡିଓ ଦେଖନ୍ତୁ 

ବାରମ୍ବାର ଅଭିଯୋଗ ପରେ କେହି କର୍ଣପାତ କରୁନଥିବା ଅଭିଯୋଗ ହୋଇଛି ।  କିଛି ଦିନ ତରେ ମଧ୍ଯ ତାର ଛିଣ୍ଡି ଜଣେ 80 ବୟସ୍କ ବୁଦ୍ଧ ଙ୍କ ମୃତ୍ୟୁ ହୋଇଥିଲା ।  ହେଲେ ବିଦ୍ୟୁତ ବିଭାଗ ଜନସାଧାରଣ ଙ୍କ ସମସ୍ୟା କୁ କର୍ଣପାତ କରୁନଥିବା ଅଭିଯୋଗ ହୋଇଛି ।  ଆଗାମୀ ଦିନରେ ଏହିବଳି ବିଦ୍ୟୁତ ସମସ୍ୟା ଦେଖା ଗଲେ ବିଂଝାରପୁର ବାସି ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

Related Post

ଭାଙ୍ଗିଗଲା କୁଡିଆ ଘର, ଅଳ୍ପକେ ବର୍ତିଲେ ବୃଦ୍ଧ ଦମ୍ପତି

Posted by - January 28, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଆବାସ ଯୋଜନା ପ୍ରଣୟନ କରୁଥିଲେ ହେଁ ବର୍ତ୍ତମାନ ମଧ୍ଯ ଜନସାଧାରଣଙ୍କୁ ଅପହଞ୍ଚ…

ଓଡିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ,ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା

Posted by - April 1, 2020 398
ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଆଲୋଚନା । ଭିଡିଓ କନ୍‌ଫରେନ୍ସି ଜରିଆରେ ସମୀକ୍ଷା ବୈଠକ । ଏହି ସମୀକ୍ଷା ବୈଠକରେ…

ରାଇପୁର ଠାରେ ନେହେରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଦିବସ ଏବଂ ଶିଶୁ ଦିବସ ପାଳନ

Posted by - November 15, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ନେହେରୁ ଯୁବକେନ୍ଦ୍ରର ୪୯ତମ ପ୍ରତିଷ୍ଠା ଦିବସ ରାଇପୁର ଠାରେ ପାଳନ କରାଯାଇଛି। ମା ମାଉଳି ଯୁବକ ସଂଘ ଏବଂ ଏଲ କେ ବି କେ…

ଝାମୁଯାତ୍ରା ଉପଲକ୍ଷେ ମା ” ମଙ୍ଗଳାଙ୍କ ପୀଠରେ ଆରମ୍ଭ ହେଲା କଳସୀ ଶୋଭାଯାତ୍ରା.

Posted by - April 13, 2022 0
ଭୁବନେଶ୍ବର :ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମରେ ଥିବା ମା ମଙ୍ଗଳାଙ୍କ ପୀଠରେ ପଣସଂକ୍ରାନ୍ତି ଉପଲକ୍ଷେ ଏକ କଳସୀର ଶୋଭାଯାତ୍ରା ଆୟୋଜିତ ହୋଇଥିଲା! ଏହି ଶୋଭାଯାତ୍ରାରେ ପ୍ରାୟ ୫୦୦…

ରାଜ୍ୟସରକାରଙ୍କ ଚିନ୍ତାର କାରଣ ପାଲଟିଛନ୍ତି ନକଲି ଶିକ୍ଷକ,ଜୁନ୍ ମାସ ଶେଷ ସୁଦ୍ଧା ସମସ୍ତ ଶିକ୍ଷକଙ୍କ ଆଧାର ଲିଙ୍କ୍

Posted by - June 15, 2022 0
ବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଜ୍ୟ ସରକାରଙ୍କୁ ବର୍ତ୍ତମାନ ନକଲି ଶିକ୍ଷକଙ୍କ ଚିନ୍ତା ଘାରିଛି l ରାଜ୍ୟର ସବୁ ଜିଲ୍ଲାରେ ଶିକ୍ଷକଙ୍କ ଆଧାରଲିଙ୍କ ହୋଇନ…

There are 5 comments

  1. maxima casinoAußerdem müssen strenge Hygiene- und soziale Distanzierungsmaßnahmen ergriffen werden.PAGCOR erlaubte schließlich Ende August die Wiedereröffnung der Spielstätten, allerdings nur mit einer Kapazität von 30 %.Betroffene Abteilungen führen derzeit Studien zu den Vorschlägen durch.,casino chip boxcom, uihere.com, casino.000 bezifferte.roulette gratuite candle light dinner casino baden(Flickr: „William Hill Circled“ by Mark Morgan, licensed under CC BY 2.Das Entwicklerstudio habe seine Position in den letzten Monaten unter den Anbietern in Europa weiter ausbauen und festigen können.Der Vertrag mit dem in Bingen am Rhein ansässigen Spielhallen-Betreiber Löwen Play Anfang des Jahres sollte den Einstieg in das Online-Glücksspiel-Geschäft unterstützen.Mit der Rückkehr der Wettkunden sei der Rückgang der Wetteinnahmen im Vergleich zum Vorjahr um nur 2 % gefallen.Oktober begonnen hat.Mit der Rückkehr der Wettkunden sei der Rückgang der Wetteinnahmen im Vergleich zum Vorjahr um nur 2 % gefallen.dream vegas casino app https://mileageworkshop.com/community/profile/abigailcompton6/ Alle Informationen über die genauen Bonuskonditionen und Auszahlungsbedingungen der hier vorgestellten Online Casino Bonus Codes erhalten Sie in unseren Testberichten zu den einzelnen Casinos. Wählen Sie einfach einen Anbieter aus der Casino Liste weiter oben aus. Online Spieler können sich in nahezu allen Online Casinos einen Casino Bonus als Starthilfe sichern. Doch wie seriös sind die Boni, die die verschiedenen Anbieter im Angebot haben? Man sollte nicht immer nur auf hohe Summen achten. Faire und realistische Umsatzbedingungen für den ausgewählten Online Casino Bonus sind viel wichtiger. Es gibt viele gute Bonusaktionen, die sich für den Kunden oftmals mehr als lohnen und schon beinahe einem Geschenk von Seiten des Casinos gleichkommen. Aber es gibt auch viele schlechte Bonusaktionen, die für den Spieler überhaupt keinen Mehrwert mit sich bringen, sondern ihn stattdessen nur dazu animieren, unfreiwillig noch mehr Geld zu verlieren. Wir haben den Casino Bonus Vergleich!

Leave a comment

Your email address will not be published.