Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ; ଜୀବନଯାତ୍ରା ବାଧାପ୍ରାପ୍ତ

4582 440

ଅନୁଗୁଳ : (:ମହେଶ ଭୋମରାଜ)ଜିଲ୍ଲାର ଶିଳ୍ପାନୁଷ୍ଠାନ ପାଇଁ ବଢୁଛି କରୋନା । ଶିଳ୍ପାନୁଷ୍ଠାନ ଗୁଡିକ ଉପରେ ଲଗାମ ଲଗେଇ ପାରୁନାହିଁ  ଜିଲ୍ଲା ପ୍ରଶାସନ । ଏଭଳି ଅଭିଯୋଗ ଆଣି ଜିଲ୍ଲା କଂଗ୍ରେସ ପକ୍ଷରୁ (ବୁଧବାର) ଅନୁଗୁଳ ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା . କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ଯେ ଶିଳ୍ପାନୁଷ୍ଠାନ ଗୁଡିକୁ ରାଜ୍ୟ ବାହରରୁ ଶ୍ରମିକ ଆସୁଥିବା ବେଳେ ଅଧିକାଂଶ ଶ୍ରମିକ ଅନୁଗୋଳ ସହର ଓ ଏହାର ଆଖ ପାଖ ଗାଁ ଗୁଡିକରେ ରହୁଛନ୍ତି । ଏବେ ଶିଳ୍ପାନୁଷ୍ଠାନ ଗୁଡିକରେ କରୋନା ଆକ୍ରାନ୍ତ ବୃଦ୍ଧି ପାଉଥିବା ବେଳେ ଏଭଳି ଯିବା ଆସିବା ଲାଗି ରହିଲେ ସମଗ୍ର ଜିଲ୍ଲାରେ କରୋନା ବ୍ୟାପିବାର ସମ୍ଭାବନା ରହିଛି । ଏଣୁ ଜିଲ୍ଲା ପ୍ରଶାସନ ଶିଳ୍ପାନୁଷ୍ଠାନ ଗୁଡିକ ଉପରେ କଟକଣା ଲଗାଇବା ସହ ଶିଳ୍ପାନୁଷ୍ଠାନ ଭିତର ଶ୍ରମିକଙ୍କୁ ବାହାରକୁ ନ ଛାଡିବା ପାଇଁ ତାଗିଦ କରିବାର ଆବଶ୍ୟକତା ରହିଛି ।

ତେବେ ଜିଲ୍ଲା ପ୍ରଶାସନ ଶିଳ୍ପାନୁଷ୍ଠାନ ସହିତ ଭିତିରିଆ ସମ୍ପର୍କ ରଖି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେମାନେ ଶିଳ୍ପାନୁଷ୍ଠାନ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା , ଶିଳ୍ପାନୁଷ୍ଠାନର ବସ ଚଳାଚଳ ଉପରେ କଟକଣା ଲଗାଇବା ଏବଂ ଶିଳ୍ପାନୁଷ୍ଠାନ ନିଜ ଟଙ୍କା ଖର୍ଚ୍ଚ କରି ସହରକୁ ସାନିଟେସନ କରିବା ଏବଂ ଶନିବାର , ରବିବାର ବଜାର ଖୋଲା ରଖିବାକୁ ଦାବି କରିଛନ୍ତି ।ଏ ସବୁ ଦାବି କରି ଅନୁଗୁଳ ସହର ବନ୍ଦ ଡାକରା ଦିଆ ଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ଥିଲା । କଂଗ୍ରେସ ଭବନ ଠାରୁ ଯୁବ କଂଗ୍ରେସ ଓ କଂଗ୍ରେସ କର୍ମୀମାନେ ରାଳୀରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ । ଏହି ବନ୍ଦ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡିଦେଲେ ସମସ୍ତ ଦୋକାନ ବଜାର , ସହରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଥିଲା  କଂଗ୍ରେସ .

Related Post

ବିଜେପି ତରଫରୁ ବ୍ଳକ୍ ରେ ବିକ୍ଷୋଭ ଏବଂ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ

Posted by - November 9, 2021 0
ଜଳେଶ୍ୱର:(ପ୍ରଭାକର ମଲ୍ଲିକକ)ଳାହାଣ୍ଡି ଜିଲ୍ଲାର ମହାଳିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଦାସୀନତା , ଉକ୍ତ ଘଟଣାରେ ସ୍କୁଲର…

ଦରଦାମ୍ ବୃ୍ଦ୍ଧି ପ୍ରତିବାଦରେ କଂଗ୍ରେସ୍ ର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

Posted by - July 10, 2021 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା )ଅପାରଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୂର ଦୃଷ୍ଟି ଅଭାବରୁ ପେଟ୍ରୋଲ୍, ଡିଜେଲ୍ ସମେତ ବିଭିନ୍ନ ଖାଉଟି ସାମଗ୍ରୀର ଦରଦାମ୍ ବଢ଼ି…

ବନ୍ଦିତା ପରିଡାହେଲେ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ

Posted by - June 24, 2021 0
ବ୍ୟାସନଗର: ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ଗତ ୨୦୧୯ କୋରାଇ ବିଧାନସଭା କ୍ଷେତ୍ରରୁ…

ଭାରତୀୟ ଜନତା ପାର୍ଟି ଧର୍ମଗଡ଼ ନଗର ମଣ୍ଡଳ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

Posted by - July 14, 2022 0
ଧର୍ମଗଡ଼: ତା୧୪/୭/୨୨:( ଧର୍ମଗଡ଼ ନଗର ମଣ୍ଡଳ କାର୍ଯ୍ୟକାରୀଣି ବୈଠକ ସ୍ଥାନିୟ ରାଜ ଲଜ ଠାରେ ନଗର ମଣ୍ଡଳ ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ…

ଯାଜପୁର ଏସ ୟୁ ସି ଆଇ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ

Posted by - July 22, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନାରେ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୁରଣ ପ୍ରଦାନ,ସମସ୍ତ ପ୍ରବାସୀ ଓ ଅଣସଂଗଠିତ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରିବା ଦାବୀରେ ଯାଜପୁର ଏସ…

There are 440 comments

  1. Woah! I’m really loving the template/theme of this website. It’s simple, yet effective. A lot of times it’s difficult to get that “perfect balance” between superb usability and appearance. I must say you have done a awesome job with this. In addition, the blog loads super quick for me on Chrome. Excellent Blog!

  2. I am writing to make you understand what a excellent experience my princess found checking your web site. She picked up a good number of details, which included how it is like to have a marvelous giving mindset to get a number of people without hassle comprehend chosen advanced subject areas. You undoubtedly exceeded our own expected results. Thanks for distributing those powerful, trusted, edifying and also unique thoughts on your topic to Mary.

  3. Whats up very nice blog!! Guy .. Excellent .. Wonderful .. I will bookmark your web site and take the feeds additionally…I’m happy to search out a lot of useful info here within the publish, we need develop more techniques in this regard, thanks for sharing. . . . . .

  4. My brother recommended I might like this blog. He was entirely right. This post truly made my day. You can not imagine simply how much time I had spent for this info! Thanks!

  5. I am not sure where you are getting your info, but great topic. I needs to spend some time learning much more or understanding more. Thanks for great information I was looking for this information for my mission.

  6. Throughout this grand scheme of things you’ll secure an A for effort and hard work. Exactly where you actually misplaced us was first in the particulars. You know, it is said, the devil is in the details… And it couldn’t be more true here. Having said that, permit me tell you what exactly did deliver the results. Your text is pretty engaging and that is most likely why I am making the effort in order to opine. I do not make it a regular habit of doing that. Secondly, whilst I can easily notice the jumps in reasoning you make, I am not confident of how you seem to unite the details which inturn produce the actual final result. For now I will subscribe to your position however wish in the foreseeable future you actually connect the facts much better.

  7. You actually make it seem really easy along with your presentation but I in finding this topic to be really something that I think I would by no means understand. It seems too complicated and extremely broad for me. I am taking a look ahead in your next submit, I’ll attempt to get the hang of it!

  8. Howdy would you mind sharing which blog platform you’re using? I’m looking to start my own blog in the near future but I’m having a hard time making a decision between BlogEngine/Wordpress/B2evolution and Drupal. The reason I ask is because your layout seems different then most blogs and I’m looking for something completely unique. P.S Apologies for being off-topic but I had to ask!

  9. I’ve been exploring for a little for any high quality articles or blog posts on this sort of area . Exploring in Yahoo I at last stumbled upon this site. Reading this information So i am happy to convey that I’ve a very good uncanny feeling I discovered just what I needed. I most certainly will make certain to don’t forget this web site and give it a look on a constant basis.

  10. you’re in reality a excellent webmaster. The website loading speed is incredible. It seems that you’re doing any distinctive trick. In addition, The contents are masterpiece. you have performed a wonderful activity on this matter!

  11. This is the perfect webpage for anyone who wishes to understand this topic.
    You know a whole lot its almost hard to argue with you (not that I really would want to…HaHa).
    You certainly put a new spin on a subject that’s been written about for decades.
    Great stuff, just excellent!

    Feel free to visit my website; special

  12. Q: What to do when you are craving for love?
    A: buy online viagra tablets in india All yon drugs. Seize now.
    It depends on the archetype of erectile dysfunction (ED). You can still become infected with morning erections with ‘psychogenic ED’ – Some people fool erection problems because of factors such as demeanour concern, relationship problems, being over-tired, or they’ve had too much alcohol. This type of ED is called psychogenic ED.

  13. Your testosterone upfront is at its highest in the morning after you wake up. It is highest directly after waking up from the fast eye movement (REM) nod off stage. The increase in this hormone without equal may be ample supply to occasion an erection, even-handed in the non-appearance of any woman stimulation. Source: cialis coupon discounts

  14. Q: What are men’s health issues?
    A: price of viagra 50 mg in india Some what you be deficient in to know back medicine. Manage here.
    And erectile dysfunction is unlikely to resolve without some treatment or lifestyle changes. Your husband assuredly should envision his constitution care provider up erectile dysfunction. Erectile dysfunction is the unfitness to deck out or keep an erection determined adequately as a service to sex. It’s a general problem.

  15. Q: How can a man increase his fertility?
    A: sildenafil cheapest price in india All about medicine. Get information here.
    Erectile dysfunction can be a brand of cuckoldry but could also be a follow-up of concrete or phycological factors. It’s portentous to pep up your companion to get help at near either a counsellor or doctor. If Perfidy occurs this doesn’t unceasingly via that there is something shameful in the relationship.

Leave a comment

Your email address will not be published.