Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବଜରଙ୍ଗୀ କ୍ଲବ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ମୁଳ ମନ୍ତ୍ର କରିଛି

292 0

ଯାଜପୁର ଅଫିସ :ଅଭିମନ୍ୟୁ ବାଲିଆସ୍ଥିତ ବଜରଙ୍ଗୀ କ୍ଲବ ଦ୍ୱାରା ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପିଲା ମାନେ ବାଲିଆ ଗ୍ରାମରେ ଥିବା ଅଳିହା ଅବର୍ଜନା ସହିତ ରାସ୍ତାକୁ ମାଡି ଆସିଥିବା ଗଛଲତା ସବୁ ସଫାକରି ତାହାକୁ ପରିସ୍କାର କରିଥିଲେ । ବର୍ତ୍ତମାନ ଗ୍ରାମାଞ୍ଚଳରେ ମଶାର ପ୍ରାଦୁର୍ଭାବ ଏତେ ଯେ କୈାଣସି ସ୍ଥାନରେ ଟିକେ ଠିଆ ହେବା ଅସମ୍ଭବ ହୋଇ ପଡିଛି । ତେବେ ନେହେରୁ ଯୁବ କେନ୍ଦ୍ରର ସହାୟତାରେ କ୍ଲବର ପିଲା ମାନେ ଏହି କାର୍ଯ୍ୟକ୍ରମ ଇତିମଧ୍ୟରେ ବହୁବାର କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସାରା ପଂଚାୟତରେ ଭୂୟସୀ ପ୍ରଶଂସା କରାଯାଉଛି ।

ତେବେ ଅନୁଷ୍ଠାନ ତରଫରୁ ପ୍ରମୋଦ ବାରିକ, ସୋମନାଥ ସାହୁ, ଉତ୍ତମ ସାହୁ, ସୈାରଭ ଚନ୍ଦ୍ର ସାହୁ, ଦେବାଶିଷ ସାହୁ, ଚିତ୍ତ ରଂଜନ ସେଠୀ, ସୁରେଶ ସେଠୀ, ବାସୁଦେବ ବାରିକ, ପ୍ରଶ୍ନଜିତ ସାହୁ, ଲକି ସାହୁ , ହିମାଂଶୁ ସାହୁ,ମନୋଜ ସେଠୀ , ପ୍ରମୁଖ ପରିଚାଳନା କରିଥିଲେ । ଏଥି ସହିତ ନିଜ ପରିବେଶକୁ ନିଜେ ସଫାରଖିବାକୁ ପ୍ରତ୍ୟେକ ପରିବାର ସଦସ୍ୟ ସଦସ୍ୟା ମାନଙ୍କୁ ସେଚତନ କରାଇଥିଲେ । ତେବେ ଏହି କାର୍ଯ୍ୟପ୍ରମ ପ୍ରତ୍ୟେହ ଚାଲିବ ବୋଲି ସୈାରଭ ଚନ୍ଦ୍ର ସାହୁ ଜଣାଇଛନ୍ତି ।

Related Post

କରୋନା ପରିଚାଳନା ପାଇଁ ବିବିଧ ସବ୍‌-କମିଟି ଗଠିତ : ଦାୟିତ୍ୱରେ ବରିଷ୍ଠ ଅଧିକାରୀ ।

Posted by - August 13, 2020 0
ଯାଜପୁର ଅଫିସ :କରୋନା ମହାମାରୀକୁ ପ୍ରତିହତ କରିବାକୁ ହେଲେ ଅଧିକ ପରୀକ୍ଷା ନିରୀକ୍ଷା ଜରୁରୀ । ତେଣୁ ଯାଜପୁର ଜିଲ୍ଳ୍‌ାରେ ଅଧିକ ସଂଖ୍ୟକ ପରୀକ୍ଷା ନିରୀକ୍ଷା ପାଇଁ…

ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

Posted by - March 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ହରଭଙ୍ଗା ଠାରେ ତା ୦୬/୦୩/୨୨ ଠାରୁ ୧୭/୦୩/୨୨ପଯ୍ୟନ୍ତ ଚାଲିଥିବା ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।ଉଦଯାପିତ ଉତ୍ସବରେ…

ପୁରୁଣାକଟକ ପଂଚାୟତରେ ଲଟ୍ରି ମାଧ୍ୟମରେ ଦୋକାନ ଗୃହ ବଣ୍ଟନ

Posted by - May 11, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତର ୬ ଟି ଦୋକାନଗୃହ ମଙ୍ଗଳବାର ଲଟେରୀ ମାଧ୍ୟମରେ ଆବଣ୍ଟନ କାରାଯାଇଛି । ଦୋକାନ ଗୃହ ପାଇଁ…

୩୦ ଜଣ ବୃଦ୍ଧ ବୃଦ୍ଧା ମାନକୁ ନୂତନ ଭତ୍ତା ଓ ୧୧ ଜଣଚାଷୀଙ୍କୁ ମୋ ପୋଖରୀକାର୍ଯ୍ୟଦେଶ ବଣ୍ଟନ

Posted by - December 26, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମ ପଞ୍ଚାୟତ ଠାରେ ସରପଞ୍ଚ ଉପେନ୍ଦ୍ର ମେହେର ଙ୍କ ନେତୃତ୍ୱରେ ୩୦ ଜଣ ବୃଦ୍ଧ ବୃଦ୍ଧା ମାନଙ୍କୁ…

Leave a comment

Your email address will not be published.