Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବରୀରେ ସି.ଏସ୍‌.ସି. ଦିବସ ପାଳନ

391 0

ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକର ବାଲିଆପାଳ ଛକ ସ୍ଥିତ ଜନ ସେବା କେନ୍ଦ୍ର ରେ ଆଜି ସି.ଏସ୍‌.ସି. ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଭଅଁରା ପଂଚାୟତର ସରପଂଚ ଶୁସାନ୍ତ କୁମାର ଦାସ ଓ ଚମ୍ପିଆନ୍ ଭି.ଏଲ୍‌.ଇ.ଙ୍କ ଦ୍ୱାରା ସି.ଏସ୍‌.ସି.ରେ କେକ୍ କାଟି ଉତ୍ସବ ପାଳନ କରିଥିଲେ । ଏହା ସହିତ ବାଲିଆପାଳ ଛକର ଦୋକାନୀ ଓ ଗ୍ରାହକମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବା, ମୁହଁରେ ମାକ୍ସ୍ ପିନ୍ଧିବା, ହାତ ଧୋଇବାର ଆବଶ୍ୟକତା ସମ୍ପର୍କରେ ସଚେତନତା କରାଯାଇଥିଲା । ଶତାଧିକ ଲୋକଙ୍କୁ ଅନୁଷ୍ଠାନ ତରଫରୁ ମାକ୍ସ୍ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବରୀ ବ୍ଲକ ସି.ଏସ୍‌.ସି. ସଂଘର ସଭାପତି ତଥା କଳାମାଟିଆ ଭି.ଏଲ୍‌.ଇ. ସୁକାନ୍ତ କୁମାର ଧଳ, ବ୍ରଜ ବିହାରୀ ଶୁକ୍ଳ, ବିରଚିଂ ନାରାୟଣ ପଣ୍ଡା, ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ । ଆସନ୍ତା ଅଗଷ୍ଟମାସ ଶେଷ ସୁଦ୍ଧା ପ୍ରାୟ ସବୁ ପଂଚାୟତର ପଂଚାୟତ ଅଫିସ୍‌ର ପାଖା ପାଖି ଥିବା ୪ ରୁ ୫ ଟି ସରକାରୀ ଅନୁଷ୍ଠାନକୁ ସି.ଏସ୍‌.ସି.ଏସ୍‌.ପି.ଭି.ର ଭାରତ ନେ୍‌ଟ୍ ପ୍ରୋଜେକ୍ଟ୍ ଦ୍ୱାରା ବିନାମୂଲ୍ୟରେ ହାଇସ୍ପିଡ୍ ନେଟ୍ ଯୋଗାଇଦିଆଯିବ ବୋଲି ଏହି କାର୍ଯ୍ୟକ୍ରମର ଶେଷରେ ଚମ୍ପିଆନ୍ ଭି.ଏଲ୍‌.ଇ. ଅପୂର୍ବ ରଞ୍ଜନ ସାହୁ ପ୍ରକାଶ କରିଥିଲେ ।

Related Post

ଯାଜପୁର ଜିଲା ପାଣିକୋଇଲି ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଂଟର

Posted by - March 11, 2019 0
ଯାଜପୁର ଜିଲା ପାଣିକୋଇଲି ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଂଟର ଭିତିପ୍ରସ୍ତର ସ୍ଥାପନ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା…

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ       

Posted by - April 18, 2020 0
କେନ୍ଦୁଝର:( ସିତରାମ ଦିକ୍ଷୀତ) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କର  ଆଜି ଅପରାହ୍ନରେ ତାଙ୍କର ଭଦ୍ରାସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କର ବୟସ ୯୦…

ମନମୁଣ୍ଡା ଠାରେ ଏକ୍ସକ୍ଯାଡର ଓ ଗଣଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ

Posted by - November 3, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ର ମନମୁଣ୍ଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଉପସଭାପତି ଶ୍ରୀ ଯୁକ୍ତ ଗୌରମୋହନ…

କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ “ଫୁଲଝରି “କାର୍ଯ୍ୟକ୍ରମ

Posted by - September 14, 2022 0
ହରଭଙ୍ଗା : (ଚିତ୍ତ ରଂଜନ ସିଂ) ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଫୁଲଝରି “ଏକ ଅନ୍ତଃ ପ୍ରତିଭାର ସ୍ୱର କୁନି ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ପ୍ରତିଭା କୁ ବିକଶିତ…

Leave a comment

Your email address will not be published.