ଚୋରା ମଦ ବେପାରୀ ଗିରଫ

507 0

ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ବିଂଝାରପୁର ଥାନା ଅନ୍ତର୍ଗତ ଜରି ଗ୍ରାମ ଜମିଦାରସାହିରେ ପୁଲିସ ଚଢ଼ଉ କରି ୧୭ ବୋତଲ ଚୋରା ମଦ ଜବତ କରିବା ସହ ମଦ ବେପାରି ଯଦୁନାଥ ସାମଲଙ୍କୁ ଗିରଫ କରିଛି  । ଏ ନେଇ କେସ୍ ନମ୍ବର ୧୯୬/୨୦ ରେ ଏକ ମାମଲା ରୁଜୁ କରାଯାଇଥିବା ଫାଣ୍ଡି ଅଧିକାରୀ ଅଶୋକ ସ୍ବାଇଁ କହିଛନ୍ତି ।

Related Post

ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ

Posted by - May 28, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ । ମୃତକ ଦଶରଥପୁର ବ୍ଲକ ନୂଆପାଟଣା ଗ୍ରାମର ସଙ୍ଗୀତା ଦାସ…

ପଣିବନ୍ଧ ବୋମାମାଡ଼ ଘଟଣା; ଦୁଇ ଅଭିଯୁ୍କ୍ତକୁ ଗିରଫ କଲା ପୋଲିସ୍

Posted by - November 1, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଗତକାଲି ଗାଙ୍ଗପୁର ଥାନା ଅନ୍ତର୍ଗତ ତଥା ଧରାକୋଟ ବ୍ଳକ୍ ପଣିବନ୍ଧ ଗ୍ରାମରେ ଘଟିଥିବା ବୋମାମାଡ଼ ଘଟଣାରେ ଦୁଇ ଅଭିଯୁ୍କ୍ତଙ୍କୁ ଗିରଫ କରିଛି ପୋଲିସ୍…

ଖୋର୍ଦ୍ଧା ରେ ବିଜେପି ନେତା ଙ୍କୁ ଗୁଳିକରି ହତ୍ୟା

Posted by - April 16, 2019 0
ଭୁବନେଶ୍ବର :୨୦୧୯ ସାଧାରଣ ନିର୍ବାଚନରେ ରାଜନୈତିକ ହିଂସା ଦିନକୁ ଦିନ ତୀବ୍ରତର ହେଉଛି। ଫଳସ୍ୱରୂପ ଗୁଳିକାଣ୍ଡରେ ଜଣେ ସକ୍ରିୟ ରାଜନୀତିକ କର୍ମୀଙ୍କର ପ୍ରାଣ ଯାଇଛି। ସୂଚନା ଅନୁସାରେ…

ଚାକିରି ନାଁ ରେ ମିଛ ବିଜ୍ଞାପନ – ସହର ସାରା ଲାଗିଛି ପୋଷ୍ଟର

Posted by - November 25, 2019 0
ଅନୁଗୋଳ -:(ମହେଶ ଭୋମରାଜ)ସହର ସାରା ଲଗା ଯାଇଛି ପୋଷ୍ଟର । ନିର୍ମଳ ଯୋଜନା ଜରିଆରେ ଡାକ୍ତରଖାନାରେ ଦିଆଯିବ ନିଯୁକ୍ତି । ସୁରକ୍ଷା କର୍ମୀ , ଡାଟା ଏଣ୍ଟ୍ରି…

Leave a comment

Your email address will not be published.