ଅନୁଗୁଳରେ ଆଜି ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା

886 25

ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୋଳରୁ ଗୋଟିଏ ଦିନରେ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କଣିହାଁ ବ୍ଳକ୍ ଅଂଚଳର ୫ ଜଣକ ମଧ୍ୟରୁ ଜଣେ ମହିଳା ଅଛନ୍ତି । ୬୦ ବର୍ଷ ବୟସ୍କ ଜଣେ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୫୦ ବର୍ଷ ବୟସ୍କ ପୁରୁଷ ଅଳ୍ପ କିଛି ଦିନ ତଳେ ଗଞ୍ଜାମରୁ ଫେରିଥିଲେ । ୨୩ ବର୍ଷ ବୟସ୍କ ଜଣେ ଯୁବକ ଗଞ୍ଜାମ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ୨୧ ବର୍ଷ ବୟସ୍କ ଯୁବକ ଜଣକ ଜିଲ୍ଲା ବାହାରକୁ ଯାଇ ଫେରିଥିବାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ବ୍ଲକ୍ ଅଂଚଳର ୫ ନମ୍ବର ଆକ୍ରାନ୍ତ ୭୫ ବର୍ଷର ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ।

୬ ନମ୍ବର ଆକ୍ରାନ୍ତ ଜଣକ କିଶୋରନଗର ବ୍ଲକ୍ ଅଂଚଳର ୩୯ ବର୍ଷ ବୟସ୍କ ପୁରୁଷ ଅଟନ୍ତି । କିଛି ଦିନ ତଳେ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରୁ ଘରକୁ ଫେରିଥିବା ଜଣେ ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ସେ ଆସିଥିବାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୭ ନମ୍ବର ୩୮ ବର୍ଷ ବୟସ୍କ ଆକ୍ରାନ୍ତ ଜଣକ ତେଲେଙ୍ଗାନାରୁ ଫେରି ଛେଣ୍ଡିପଦା ବ୍ଳକର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧରେ ଥିଲେ । ଏହି ୭ ଜଣ ଆକ୍ରାକୁ ଆଜି ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଜିଲ୍ଲାରେ ୭ ଜଣ ଆକ୍ରାନ୍ତକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା ।

Related Post

ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳକୁ କଂଟେନମେଂଟ  ଅଂଚଳ ଘୋଷିତ

Posted by - May 12, 2020 2
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ …

ବିକାଶ ହସ୍ପିଟାଲରେ ଲୋକଙ୍କୁ ୧୦୦୦ ଟି କୋଭିଡ ବୁଷ୍ଟର ଡୋଜ୍ ପ୍ରଦାନ କାଯ୍ୟକ୍ରମ ର ସୁଭାରମ୍ଭ

Posted by - August 7, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ବିକାଶ ହସ୍ପିଟାଲରେ ଲୋକଙ୍କୁ ୧୦୦୦ ଟି କୋଭିଡ ବୁଷ୍ଟର ଡୋଜ୍ ମାଗଣାରେ ଦିଆଯିବ । ଏଥିପାଇଁ ଆଜି ସମ୍ବଲପୁର ବିକାଶ ହସ୍ପିଟାଲରେ…

ଯାଜପୁର ବଡ଼ଚଣା ରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ

Posted by - June 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବଡ଼ଚଣା ରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ। ଶାସନ ପୁରୁଷୋତ୍ତମ ପୁର ଏବଂ ଦେକୁଡି ଅଞ୍ଚଳରେ ଲାଗୁ…

ଏଲ୍‌ଭିପିଆଇ ଦ୍ୱାରା ଆୟୋଜିତ ମାୟୋପିୟା ବିଷୟରେ ଏକ ମେଗା ଦୃଷ୍ଟିଶକ୍ତି ସଚେତନତା କ୍ୟାମ୍ପେନ୍

Posted by - November 28, 2019 732
ଭୁବନେଶ୍ୱର : ଏଲ୍‌ଭିପିଆଇ ଦ୍ୱାରା ଆୟୋଜିତ ମାୟୋପିୟା ବିଷୟରେ ଏକ ମେଗା ଦୃଷ୍ଟିଶକ୍ତି ସଚେତନତା କ୍ୟାମ୍ପେନ୍ ‘ମାଇ ସାଇକ୍ଳୋଥନ୍‘ର ଟି ସାର୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏଲ୍‌ଭିପିଆଇ ପକ୍ଷରୁ ଏହି ଦୃଷ୍ଟିଶକ୍ତି ସଚେତନତା ମିଶନକୁ ଆଗକୁ…

ରାଜ୍ୟରେ କୋରୋନା ସଂକ୍ରମିତ ୮୭୬,ଭୁବନେଶ୍ବର ଓ ଜଗତସିଂହପୁର ଜିଲ୍ଲା କରୋନା ମୁକ୍ତ

Posted by - May 18, 2020 268
ଭୁବନେଶ୍ୱର:ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ପରେ ଏହି ସଂଖ୍ୟା ଲାଗାତାର ବୃଦ୍ଧି ପାଇଚାଲିଛି। ତେବେ ସଂକ୍ରମିତମାନେ…

There are 25 comments

  1. Heya are using WordPress for your site platform? I’m new to the blog world but I’m trying to get started and set up my own. Do you require any html coding expertise to make your own blog? Any help would be really appreciated!

  2. A lot of thanks for all your valuable work on this web page. Gloria take interest in carrying out investigation and it’s really obvious why. A number of us learn all concerning the dynamic means you present reliable strategies via the blog and even attract response from others on this idea while my simple princess is always understanding so much. Take advantage of the remaining portion of the year. You are carrying out a great job.

  3. It’s in reality a great and helpful piece of information. I am happy that you shared this useful information with us. Please keep us up to date like this. Thank you for sharing.

  4. I’ve been browsing online more than three hours today, but I by no means discovered any interesting article like yours. It is pretty price sufficient for me. In my view, if all web owners and bloggers made good content material as you probably did, the internet will likely be much more helpful than ever before.

  5. I do not even understand how I ended up right here, however I believed this put up was great. I don’t know who you might be but definitely you are going to a famous blogger in the event you are not already 😉 Cheers!

  6. Unquestionably imagine that that you stated. Your favorite reason seemed to be on the net the easiest thing to keep in mind of. I say to you, I definitely get annoyed at the same time as people consider issues that they just don’t recognize about. You managed to hit the nail upon the top as smartly as outlined out the entire thing with no need side effect , folks could take a signal. Will likely be back to get more. Thank you

  7. Hmm it appears like your site ate my first comment (it was super long) so I guess I’ll just sum it up what I had written and say, I’m thoroughly enjoying your blog. I as well am an aspiring blog blogger but I’m still new to the whole thing. Do you have any tips for beginner blog writers? I’d definitely appreciate it.

  8. I happen to be writing to let you understand of the outstanding discovery my wife’s child enjoyed viewing your web site. She learned such a lot of issues, which included how it is like to have a very effective helping nature to get other individuals without hassle fully grasp a number of multifaceted subject matter. You really did more than my expected results. I appreciate you for producing the good, trustworthy, educational and in addition fun tips on your topic to Lizeth.

  9. You’ve made some decent points there. I looked on the net to learn more about the issue and found most individuals will go along with your views on this web site.

  10. I was excited to find this page. I wanted to thank you for your time just for this wonderful read!! I definitely really liked every little bit of it and I have you saved as a favorite to look at new information in your web site.

Leave a comment

Your email address will not be published.