ବିଧାୟକ କୋଭିଡ ହସ୍ପିଟାଲ ରେ, କେନ୍ଦ୍ରମନ୍ତ୍ରୀ ହୋମ୍ କ୍ୟୁରାଣ୍ଟାଇନ୍ ରେ।ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିବ କେବେ ???

530 59

ନୀଳଗିରି:(ସୌମ୍ୟା ସାଇ ବାରିକ) ନୀଳଗିରି ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ, ନୀଳଗିରି ଉପଖଣ୍ଡ ତଥା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ଭୁତାଣୁ ର ଭୟଙ୍କର ସଂକ୍ରମଣ ଦିନକୁ ଦିନ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଠିକ୍ ଏହି ସମୟରେ ନୀଳଗିରି ବିଧାୟକ ପଜିଟିଭ୍ ଚିହ୍ନଟ ହେବା ପରେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବିଧାୟକ ଙ୍କ ସଂଷ୍ପର୍ଶରେ ଆସିଥିବାରୁ ସେ ମଧ୍ଯ ଦିଲ୍ଲୀ ରେ ହୋମ୍ କ୍ୱାରାନଟାଇନ ରେ ଥିବା ଜଣା ପଡିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ୩ ତାରିଖ ଦିନ ବିଧାୟକ ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଓ ଖଦୀ ବୋର୍ଡ ର ପଦସ୍ଥ ଅଧିକାରୀ ମାନେ ଛତ୍ରପୁର୍ ହାଇସ୍କୁଲ ଖେଳ ପଡିଆ ରେ ସମାବେଦ ହୋଇଥିଲେ। ମଞ୍ଚକୁ ଯିବା ପୂର୍ବରୁ ବିଧାୟକ ସ୍ଵହସ୍ତରେ ଉପସ୍ଥିତ ସାଧାରଣ ଜନତା ଙ୍କୁ ମାକ୍ସ ବଣ୍ଟନ କରିବା ଦେଖା ଯାଇ ଥିଲା।

ଦ୍ଵିତୀୟ ରେ ସେହି କାର୍ଯ୍ୟକ୍ରମ ସରିବା ପରେ ବାଲେଶ୍ଵର ର ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତ ଙ୍କ ସ୍ମୃତି ସଭାରେ ନୀଳଗିରି ବିଧାୟକ, କେନ୍ଦ୍ରମନ୍ତ୍ରୀ, ବାଲେଶ୍ବର ର ବହୁ ବିଶିଷ୍ଠ ବ୍ଯକ୍ତି ବିଶେଷ ସମବେତ ହୋଇଥିବା ଦେଖା ଯାଇଥିଲା। ଏହି ସ୍ଥାନରେ ଦେଢ ହଜାର ରୁ ଅଧିକ ଲୋକ ଏକିକୃତ ହୋଇଥିବା କୁହା ଯାଉଚି। ଏହି ଠାରେ ପ୍ରଶ୍ନ ଉଠେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ର କୋଭିଡ କଟକଣା କୁ ଆୟୋଜକ ମାନେ ଫୁ କରି ଦେଇଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ, ପୁଲିସ ବିଭାଗ ଏଥି ପ୍ରତି ସମୁଦାୟ ନଜର ଦେଇ ନଥିବା କୁହା ଯାଇପାରେ।

ଅଥବା କେଉଁ ଅଦୃଶ୍ୟ ଇଙ୍ଗିତ ରେ ଏଭଲି ସମାବେଶ କୁ ସମସ୍ତେ ନଜରଅନ୍ଦାଜ୍ କଲେ ସେକଥା ଏଠାରେ ଏକ ବଡ ପ୍ରଶ୍ନବାଚୀ?? ୪ ତାରିଖ ଓ ୫ ତାରିଖ ରେ ଦୁଇଦିନ ଧରି ବିଧାୟକ ମହୋଦୟ ଅନେକ୍ ସରକାରୀ କାର୍ଯ୍ୟାଳୟ, ପଦସ୍ଥ ଅଧିକାରୀ ଓ ଗ୍ରାମାଞ୍ଚଳ ରେ ଅନେକ୍ ଛୋଟ ବଡ ସମାବେଶ ରେ ଯୋଗ ଦେଇଥିବା କଥା କୁହା ଯାଇଚି। ୬ ତାରିଖ ଦିନ ବିଧାୟକ ଙ୍କ କରୋନା ପଜିଟିଭ୍ ସୁନିଶ୍ଚିତ ହେବା ପରେ, ଅପରାହ୍ନରେ ତାଙ୍କୁ କୋଭିଡ ହସ୍ପିଟାଲ କୁ ନିଆ ଯାଇଥିଲା। ପ୍ରଶାସନ ତରଫରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ଜଣା ପଡିଛି।
ତେବେ ଗତକାଲି ନୀଳଗିରି ଏନ୍. ଏ. ସି. ଓ ଏହାର ଆଖପାଖ ଅଞ୍ଚଳରୁ ୧୮ ରୁ ଅଧିକ ବ୍ୟକ୍ତି ବିଶେଷ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏବଂ କଣ୍ଟାକ୍ଟ ଟ୍ରେସିଂ ଅନୁଯାୟୀ, ସେମାନଙ୍କ ପରିବାର ସଦସ୍ୟ, ଘନିଷ୍ଠ ସମ୍ପର୍କୀୟ ଓ ଯୋଗାଯୋଗ ରେ ଆସିଥିବା ବ୍ୟକ୍ତି ବିଶେଷ ଙ୍କ ସଂଖ୍ୟା ୩ ଶହ ରୁ ଅଧିକ ବୋଲି ଏକ ନିର୍ଭର ଯୋଗ୍ୟ ସୂତ୍ର ରୁ ଜଣା ପଡ଼ିଛି।

ଏହି ପରିପ୍ରେକ୍ଷୀରେ ନୀଳଗିରି ଏନ୍. ଏ. ସି. ଏବଂ ଏହାର ଆଖପାଖ ଅଞ୍ଚଳ ହଟ୍ ସ୍ପଟ୍ ଜୋନ୍ ରେ ପରିଣତ ହୋଇଛି ବୋଲି କୁହା ଯାଇ ପାରିବ। କିନ୍ତୁ କେଉଁ କାରଣ ପାଇଁ, ପ୍ରଶାସନ କଠୋର ପଦକ୍ଷେପ ନେଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳ କୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷାଣ କରୁ ନାହାଁନ୍ତି ତାହା ବୁଝା ପଡୁନାହିଁ। ଗତକାଲି ସନ୍ଧ୍ୟାରେ ସହର ରାସ୍ତା କୁ ସାନିଟାଇଜ କରା ଯାଇଥିଲା। ଏଭଲି ଅବସ୍ତା ରେ କଣ ପାଇଁ ଘରକୁ ଘର ବୁଲି ସ୍ୱାବ୍ କଲେକସନ କରିବା ତଥା ସାନିଟାଇଜ କରିବା ଏବଂ ସାଧାରଣ ଜନତା ଙ୍କୁ ଅଧିକ ସଚେତନ କରିବା ଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ ତାହା ମଧ୍ୟ ଅନ୍ଧକାର ରେ ରହିଚି ବୋଲି କୁହା ଯାଇ ପାରିବ।

ନୀଳଗିରି ଏକ ଭୟଙ୍କର ସଂକ୍ରମଣ ର ପରିଧି ମଧ୍ୟକୁ ଚାଲି ଯିବା ପୂର୍ବରୁ ପ୍ରଶାସନ, ପୋଲିସ ବିଭାଗ ଓ ସ୍ଵାସ୍ଥ୍ୟ ବିଭାଗ ମିଳିତ ଭାବେ ସମୟପୋଯୋଗୀ କଠୋର ପଦକ୍ଷେପ ନେବାକୁ ନୀଳଗିରି ର ଜନସାଧାରଣ ନିବେଦନ କରିଛନ୍ତି। ଶେଷ ଖବର ଅନୁଯାୟୀ, କିଛି ସମୟ ପୂର୍ବରୁ, ବିଧାୟକଙ୍କ ଘନିଷ୍ଟ ସହଯୋଗୀ ତଥା ବିଜେପି ନେତା, ଗଙ୍ଗାଧର ମିଶ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

Related Post

ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା ୫ମୃତ ୧୬ରୁ ଉଦ୍ଧ୍ବ ଗୁରୁତର ,୮ ଗୁରୁତରଙ୍କୁ ଭିମସାର ସ୍ଥାନାନ୍ତର

Posted by - September 17, 2022 0
ସମ୍ବଲପୁର (ରମାକାନ୍ତ ବିଶ୍ବାଳ) ସମ୍ବଲପୁର – ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡା ନିଖିଳ ଢ଼ାବା ପାଖରେ ରେ ବସ କୁ ପିଟିଲା ଟ୍ରେଲର ଫଳରେ ଘଟଣା…

୧୬ ଫୁଟ୍‌ର ତାରଜାଲି ଡେଇଁ ଖସିଗଲା ବାଘୁଣୀ ସୁନ୍ଦରୀ

Posted by - July 20, 2020 0
ଅନୁଗୁଳ:(ମହେଶ ଭୋମରାଜ)୧୬ ଫୁଟ୍‌ର ତାରଜାଲି ଡେଇଁ ଖସିଗଲା ବାଘୁଣୀ ସୁନ୍ଦରୀ । ସାତକୋଶିଆ ଅଭୟାରଣ୍ୟ ଇଲାକାରେ ମୁକ୍ତ ଭାବରେ ବିଚରଣ କରୁଥିବା ଏକମାତ୍ର ମହାବଳ ବାଘୁଣୀ ବହୁଦିନ…

ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

Posted by - March 16, 2020 290
ଭୁବନେଶ୍ୱର:  ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ରକ୍ତ ଓ ସ୍ୱାବ୍‌ ନମୁନା ପରୀକ୍ଷାରୁ…

ବୀର ସୁରେନ୍ଦ୍ର ସାଏଙ୍କ ୨୩୧ତମ ଜୟନ୍ତୀ ପାଳିତ

Posted by - January 24, 2021 0
ରେଙ୍ଗାଲି: ସ୍ୱାଧୀନତା ସଂଗ୍ରାମୀ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଏ ମାଟିର ଗର୍ବ ଏବଂ ଗୌରବ ତଥା ଅଞ୍ଚଳର ସ୍ୱାଭିମାନ। ତାଙ୍କ ବୀରତ୍ୱର ତୁଳନା ନାହିଁ। ବିଶ୍ୱ…

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା,ଏବେ ବୀରତ୍ୱ ନୁହେଁ ଓଡ଼ିଆଙ୍କ ଏକତା ଦେଖାଇବାର ସମୟ

Posted by - April 1, 2020 292
ଭୁବନେଶ୍ୱର ୦୧।୦୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକଜୁଟ ହୋଇ କରୋନା ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି,…

There are 59 comments

  1. кулакова 3 пенза санатории судака
    отдых в дербенте каспийское море песчаный берег отзывы ореанда крым официальный сайт
    гостиница юность екатеринбург гостиницы в покрове владимирской области цены гостевой дом анжела адлер

  2. пансионат для отдыха с детьми дом у горы каменномостский
    гостевой дом теремок гуамка санаторий саранский прайс лист на платные горячий ключ 2000
    санаторий для больных инсультом бассейн в евпатории санатории крыма с лечением 2021

  3. гостиница центральная новосибирск отзывы отдых на горном алтае летом
    лазаревское морская звезда пансионат найти отель в адлере крым юбк отели и гостиницы
    отель амра парк отель абхазия гагра широкая балка санаторий пансионаты в зеленогорске

  4. ялта интурист контакты санаторий виктория город ессентуки
    белокуриха катунь николаевка апельсин санаторий зеленая роща в уфе официальный сайт
    гостевой дом диво гостевой дом витязево с питанием отель санкт петербург цены

  5. гостиница астарта судак отзывы санаторий жемчужина моря официальный сайт
    гостиницы бронницы приморье геленджик телефон отдых в горном
    санаторий курпаты ялта цены 2021 жд санатории в сочи клиника вертебра кисловодск

  6. отели лазаревского гостиница прохлада анапа
    база отдыха афалина хуторок яровое гостиницы владимира
    отель гранд палас алушта анапа 5 звездочный отель все включено отель голден алушта

  7. алупка крым отель горизонт судак официальный сайт
    бархатные сезоны русский дом отель актер ялта головинка пансионат головинка официальный сайт
    адлер отель арфа горный воздух лазаревское отель высокий берег анапа отзывы

  8. гостиница севастополь в севастополе официальный сайт дома отдыха рядом с коломной
    гостиница в хвалынске саратовской области отель анатоль сочи официальный сайт апсара пицунда абхазия
    краснодарский край сочи лазаревское отель богемия саратов на вавилова отзывы снять гостиницу в евпатории

  9. отель уктус екатеринбург alean family resort spa sputnik спутник
    санаторий в сочи зеленая роща бутик отель рахманинов корыта дагомыс
    гостиница в александрове санатории в санкт петербурге пицунда пансионат пицунда официальный сайт

  10. туроператор детского отдыха ясные зори санаторий ярославль официальный сайт
    санаторий вита в анапе октябрьский г сочи путевка в красную поляну
    селиванов ростов великий официальный сайт санаторий дворцы санаторий металлург сочи пляж

  11. ессентуки понтос плаза махачкала отель петровскъ
    архипо осиповка роза ветров цены дубрава санаторий санаторий заполярье сочи цены на 2021
    сколько стоит отдых в мрия крым загородный комплекс завидное отель веретьево

  12. парк отели подмосковья с бассейном все включено отдых карпаты
    прометей клуб цены лазаревское морская звезда пансионат расписание автобусов на рузу из тушино
    отдых ялта погода тешебс берендеевка кострома домики

  13. ибис отель динамо отель сансет
    санаторий цвс кисловодск официальный сайт отдых в санатории в крыму отдых в самарской области с бассейном
    пансионат высокий берег новый год в пятигорске 2022 отдых в ленобласти с животными

  14. отель все включено в сочи бассейн отель
    алеша витязево курсовка кисловодск отзывы о санатории целебный нарзан кисловодск
    крым саки база отдыха прибой крымтур официальный сайт симферополь гостиница корона алтая

  15. дубна отель отель токсово
    кострома отели с бассейном и питанием турфирма здравница отель браво челябинск
    чайка николаевка орбита санаторий сочи клиника би пятигорск телефон регистратуры

  16. амакс курорт гостиницы в черняховске
    виктория ленинск кузнецкий санаторий айвазовское алушта объездная дорога 1 подольск
    санаторий гурзуфский крым эсто садок отели с бассейном военный санаторий в абхазии для военных пенсионеров

Leave a comment

Your email address will not be published.