ଘରୋଇ ବିଦ୍ୟାଳୟଗୁଡ଼ିକରେ ଲାଗୁ ହେବା ପାଇଁ ପ୍ରସ୍ତୁତ ହୋଇଥିବା ଫି’ ଷ୍ଟ୍ରକଚର କମିଟି ରିପୋର୍ଟକୁ ତୁରନ୍ତ ଲାଗୁ କରିବା ଦାବିରେ ଅଭିଭାବକମାନେ ଆମରଣ ଅନଶନକୁ ଓହ୍ଲାଇଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟଙ୍କ କାର୍ଯ୍ୟାଳୟ ଥିବା ନ’ତାଲା ସମ୍ମୁଖରେ ଅଭିଭାବକମାନେ ଅନଶନରେ ବସିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବାକୁ ଚେତାବନୀ ଦେଇଥିଲେ।
Breaking News
Related Post
ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କମଳା ପୂଜାରୀ ଅସୁସ୍ଥ
କୋରାପୁଟ : ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ। ଗତ ୫ଦିନ ଧରି ଜ୍ୱରରେ ପୀଡ଼ିତ ଥିବା କମଳା ପୂଜାରୀଙ୍କ ରକ୍ତଚାପ ବଢିଯାଇଥିଲା।ପରିବାର…
ଭଦ୍ରକ ଉପକୂଳ ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି-୫ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ
Facebook Notice for EU! You need to login to view and post FB Comments!
ଧର୍ମଗଡ଼ର ପୂର୍ବତନ ବିଧାୟକ ବୀର ସିପକାଙ୍କର ୬୪ ବର୍ଷ ବୟସରେ ପରଲୋକ
Facebook Notice for EU! You need to login to view and post FB Comments!
ବଡ ଖବର
- ରାଜ୍ୟ କ୍ୟାବିନେଟ୍ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା
- ଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ
- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି
- କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍ ରାସ୍ତାରେ କାର୍ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା
- ବେଦାନ୍ତର ସ୍ଵତନ୍ତ୍ର ଗ୍ରାମସଭାକୁ ଲୋକଙ୍କ ବିରୋଧ ଖାଲି ହାତରେ ଫେରିଲେ କମ୍ପାନୀ କର୍ତ୍ତୃପକ୍ଷ
- ପ୍ରଣୀ ସମ୍ପଦ ବିଭାଗ ତରଫରୁ ପାଲା ମାଧ୍ୟମରେ ଜନ ସଚେତନତା
- କୃଷକ ଉତ୍ପାଦକ ସଂଗଠନ ତ୍ରୟମାସିକ ସମୀକ୍ଷା ବୈଠକ
- ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ଗ୍ରହଣ
- ଘୋଷ ଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ
- ଗୋ ମାତା ପ୍ରେମୀ ଜୋତିପ୍ରକାଶଙ୍କ ଅଭନବ ଉପାୟରେ ଗୋମାତାଙ୍କ ସୁରକ୍ଷା