Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ରାଜ୍ୟ ସ୍ୱାସ୍ଥ୍ୟ ଟିମ୍‌ର ଯାଜପୁର ଜିଲ୍ଲା ଗସ୍ତ ଓ କରୋନା ସମୀକ୍ଷା

387 0

ଯାଜପୁର ଅଫିସ :୨୫ା୬ରାଜ୍ୟ ସ୍ୱାସ୍ଥ୍ୟ ଟିମ୍‌ର ଗୋଟିଏ ଦଳ ଯାଜପୁର ଜିଲ୍ଳ୍‌ା ଗସ୍ତରେ ଆସି କରୋନା ସ୍ଥିତିର ସମୀକ୍ଷା କରିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଏହି ଟିମ୍ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା. ରଶ୍ମି ରଂଜନ ଶତପଥୀଙ୍କ ନେତୃତ୍ୱରେ ଜିଲ୍ଳ୍‌ାରେ ପହଞ୍ଚି ଥିଲେ । ପରେ ବରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନୂଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ନାଥପୁର ଓ ସାହୁପଡା ଉପକେନ୍ଦ୍ରକୁ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ ଅଭିଯାନର ସମୀକ୍ଷା କରିଥିଲେ । ବିଶେଷ କରି ଏ.ଏନ୍‌.ଏମ୍‌., ଆଶା, ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଯେଉଁ କରୋନା ସନ୍ଦିଗ୍ଧ ରୋଗୀ ମାନଙ୍କର ତଥ୍ୟ ସଂଗ୍ରହ କରୁଚ୍ଥ୍‌ନ୍ତି ତାହାକୁ ଅନୁଧ୍ୟାନ କରିଥିଲେ ।

ସରକାରଙ୍କର ନିର୍ଦ୍ଦେଶ କ୍ରମେ ଏହି ସନ୍ଦିଗ୍ଧ ବା ଲକ୍ଷଣ ଥିବା ବ୍ୟକ୍ତିଙ୍କ ତଥ୍ୟ ସହ ଡାଏବେଟିସ, ଟିବି, ମ୍ୟାଲେରିଆ, ଡାଇରିଆ ଇତ୍ୟାଦିର ଲକ୍ଷଣ ଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରି ଏକ ତାଲିକା ପ୍ରସ୍ତୁତ କରାଯିବ । ସେହି ତାଲିକା ଆଧାରରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବା ସହ ସ୍ୱାସ୍ଥ୍ୟରେ ସୁଧାର ପାଇଁ ଆବଶ୍ୟକୀୟ ଚିକିତ୍ସା କରାଯିବ । ଜିଙ୍କ୍ ବଟିକା ଓ ଓ.ଆର.ଏସ୍‌. ପ୍ୟାକେଟ ମଧ୍ୟ ବଣ୍ଟନ କରାଯାଉଚ୍ଥି । ଏହି ଟିମ୍ ସହ ଏ.ଡି.ଏମ୍‌.ଓ. ଡା. ସୁଧାଂଶୁ ଶେଖର ବଳ, ଏପିଡୋମୋଲୋଜିଷ୍ଟଡା. ପାର୍ଥ ସାରଥୀ ମିଶ୍ର, ଡା. ପି.କେ. ସାହୁ , ଡା. କୈାଶିକ ପାତ୍ର, ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ଏବଂ ବରୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ରହି ଆବଶ୍ୟକୀୟ ସହଯୋଗ କରିଥିଲେ ।

Related Post

ଆମ ପରିବାର ତରଫରୁ ଅତାବିରାରେ ଧୁମଧାମରେ ପାଲିତ ହେଲା ସମ୍ବଲପୁରୀ ଦିନ

Posted by - August 3, 2022 0
ବରଗଡ/ଅତାବିରା:(ରାମାକାନ୍ତ ବିଶ୍ଵାଳ )ପଶ୍ଚିମ ଓଡିଶାର କଲା ସଂସ୍କୃତି ପରମ୍ପରା ଅଟେ ଅତି ନିଆରା । ଅଧିଷ୍ଠାତ୍ରୀ ମହାଦେବୀ ମାଁ ସମଲେଇ ଙ୍କ ଅପାର କରୁଣାରୁ ଏଠାକାର ପର୍ବପର୍ବାଣି…

ଭୈରବୀ ଡିଗ୍ରୀ କଲେଜରେ ଜଳ ସଂରକ୍ଷଣ ସଚେତନତା ରାଲି

Posted by - December 20, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ…

ହରଭଙ୍ଗା ବ୍ଲକରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ

Posted by - March 3, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ଗୋଷ୍ଠୀ ଶିକ୍ଷାଅଧିକାରୀ ଅଧିନସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବଡବନ୍ଧ ଠାରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ୧୦୦ଜଣ ଛାତ୍ରୀଙ୍କୁ ନେଇ ଉଦ୍ଘାଟିତ ହୋଇଯାଇଛି ।…

ଦୈନିକ ଖବର କାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନବଳଙ୍କ ୮୮ ତମ ଜୟନ୍ତୀ ପାଳିତ

Posted by - November 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଦୈନିକ ଖବର କାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନବଳଙ୍କ ୮୮ ତମ ଜୟନ୍ତୀ ପ୍ରଦ୍ୟୁମ୍ନବଳ ସ୍ମୃତି ସଂସଦ ପକ୍ଷରୁ ଯାଜପୁର ଟାଉନରେ ପାଳିତ ହୋଇଯାଇଛି ,ସ୍ମୃତି ସଂସଦର ସଭାପତି ଶିଶିର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲ ପିିସ ଫାଉଣ୍ଡେସନର ଅଧ୍ୟକ୍ଷ ଡା ରାଜକିଶୋର ପଣ୍ଡା,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବଳଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ ତାଙ୍କର ନିର୍ଭିକ ସାମ୍ବାଦିକତା କୁ ଆଜିର ପିଢ଼ି ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବିଭିନ୍ନ ସଂଗଠନ ଓ ବହୁ ବୁଦ୍ଧିଜିବି ଯୋଗ ଦେଇଥିଲେ ।  

ହିତାଧିକାରୀଙ୍କୁ କେବଳ ସରକାରୀ ଅଧିକାରୀ ଅର୍ଥ ବଣ୍ଟନ କରନ୍ତୁ : ଯାଜପୁର ଜିଲ୍ଲାପାଳ

Posted by - April 16, 2020 0
ଭୁବନେଶ୍ୱର: ତା ୧୫/୪ : କରୋନା ମୁକାବିଲା ସହ ବିଭିନ୍ନ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଅଧିନରେ ଚାଉଳ, ଦୁସ୍ଥ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ ପାଇଁ ସରକାର…

Leave a comment

Your email address will not be published.