ମେନେଜର ଜିଦ୍ ଯୋଗୁ ହଟହଟା ହେଲେ ଶତାୟୁ ବୃଦ୍ଧା,ମାଆଙ୍କୁ ଟାଣି ଟାଣି ବ୍ୟାଙ୍କ ନେଲା ଝିଅ

3351 399

ଭୁବନେଶ୍ଵର :କରୋନା ପାଇଁ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଧନ ଖାତାଧାରୀ ମହିଳାମାନଙ୍କୁ ଏପ୍ରିଲ, ମେ ଏବଂ ଜୁନ ମାସ ସକାଶେ ପ୍ରତି ମାସ ୫୦୦ ଲେଖାଏଁ ମୋଟ ୧୫୦୦ ଟଙ୍କା ପ୍ରଦାନ କରାଯାଇଛି। ଏହି କ୍ରମରେ ବରଗାଁ ଗ୍ରାମର ଶତାୟୁ ଶଯ୍ୟାଶାୟୀ ମହିଳା ଲବେ ହରିଜନଙ୍କ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଥିବା ବ୍ୟାଙ୍କ ଖାତାରେ ମଧ୍ୟ ୩ ମାସର ୧୫୦୦ ଶହ ଟଙ୍କା ଜମା ହୋଇଛି। ସରକାର କହୁଛନ୍ତି ସିନିୟର ସିଟିଜନ୍ ପାଖକୁ ବ୍ୟାଙ୍କ୍ ଯିବ, ହେଲେ ଏଠି ତ’ ଚାଲିବୁଲି ପାରୁନଥିବା ଲୋକଙ୍କୁ ବ୍ୟାଙ୍କଯିବାକୁ ପଡୁଛି ।ମହାମାରୀ ବେଳେ ମଣିଷ କେତେ ଅସହାୟ ହୋଇଯାଏ ଏବଂ ଦାରିଦ୍ର୍ୟ ମଣିଷକୁ କେଉଁ ଭଳି ଦୁଃଖ ଦେଖାଇ ପାରେ ନୂଆପଡ଼ାରୁ ଆସିଥିବା ଏହି ଚିତ୍ର ହିଁ ବୟାନ କରୁଛି ।ଝିଅ ପୁଞ୍ଜମତୀ ଶିଖା ବ୍ୟାଙ୍କକୁ ଯାଇ ତାଙ୍କ ମାଁ ଶଯ୍ୟାଶାୟୀ ଥିବାରୁ ବ୍ୟାଙ୍କ ପାସ୍‌ବୁକ୍‌ ସହିତ ଉଠାଣ ଫର୍ମ ଆଣିଥିବା କହି ଟଙ୍କା ଉଠାଣ ସକାଶେ ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ବୃଦ୍ଧା ଜଣକ ବ୍ୟାଙ୍କକୁ ନଆସିଲେ ଟଙ୍କା ଦିଆଯିବ ନାହିଁ ବୋଲି ରୋକଠୋକ କହିଥିଲେ।

ଫଳରେ ଝିଅ ପୁଞ୍ଜମତୀ ଶିଖା ଶଯ୍ୟାଶାୟୀ ମାଆ ଲବେ ହରିଜନଙ୍କୁ ଖଟରେ ଘୋସାରି ଘୋସାରି ନେଇ ବ୍ୟାଙ୍କକୁ ନେଇଥିଲେ। ଶେଷରେ ବ୍ୟାଙ୍କ ମ୍ୟାନେଜର ବୃଦ୍ଧା ଶଯ୍ୟାଶାୟୀ ଲବେ ହରିଜନଙ୍କୁ ଦେଖି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ବିଭିନ୍ନ ମହଳରେ ନିନ୍ଦା କରାଯାଉଥିବା ବେଳେ ମାନବିକତା ହଜି ଯାଇଥିବା ନେଇ ଲୋକେ ଚର୍ଚ୍ଚା କରୁଛନ୍ତି। ଏ ନେଇ ବ୍ୟାଙ୍କ ମ୍ୟାନେଜର ଅଜିତ ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରୁ ବର୍ତ୍ତମାନ ଅନେକ ଠକାମୀ ଘଟଣା ଲୋକ ଲୋଚନକୁ ଆସୁଥିବାରୁ ଖାତାଧାରୀ ନିଜ ନ ଆସିଲେ ଟଙ୍କା ଦିଆଯାଉନଥିବା ପ୍ରକାଶ କରିଥିଲେ।ଶର୍ଯ୍ୟାଶାୟୀ ମହିଳାଙ୍କ ଏହି ସଂଘର୍ଷ ବ୍ୟବସ୍ଥାକୁ ପ୍ରଶ୍ନ କରୁଛି-ଇଏ କି ବ୍ୟବସ୍ଥା? ଯେଉଁ ବ୍ୟବସ୍ଥା ଜଣେ ଶତାୟୁ ବୃଦ୍ଧାଙ୍କୁ ରାସ୍ତା ମଝିରେ ଘୋଷାଡ଼ି ଘୋଷାଡି ନେଇ ଯିବାକୁ ବାଧ୍ୟ କରୁଛି । ଚିତ୍ର ଦେଖିଲେ କାହାରିକୁ ମନକୁ ବି ପ୍ରଶ୍ନ ଆସିବ, ଏମିତି କ’ଣ ହେଲା ଯେ, ଜଣେ ବୃଦ୍ଧ ମହିଳାଙ୍କୁ ଆଉ ଜଣେ ମହିଳା ଏଭଳି ଟାଣି ଟାଣି ନେଉଛନ୍ତି । ଏ ଚିତ୍ର ଯେତିକି ହୃଦୟବିଦାରକ, କାହାଣୀ ସେମିତି ଦୟନୀୟ ।

Related Post

ଦୀର୍ଘ ୩ ଦିନ ଧରି ପାଣି ଓ ବିଦ୍ୟୁତ ନପାଇ ଲୋକଙ୍କ ରାସ୍ତାରୋକ

Posted by - April 30, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହେଉଥିବା ବେଳେ ଏବେ ପାଣି ଓ ବିଜୁଳି ପାଇଁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ତେବେ …

ଯାଜପୁରରେ ୭୪ ତମ ଜିଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ

Posted by - August 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ କୋରୋନା କଟକଣା ମଧ୍ୟରେ ୭୪ ତମ ଜିଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଜିଲା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏହି…

ସପ୍ତାହକ ଭିତରେ ଭୁବନେଶ୍ବରରେ କରାଯିବ ୫ ହଜାର ନମୁନା ପରୀକ୍ଷା

Posted by - April 17, 2020 0
ଭୁବନେଶ୍ୱର:(ଏଇ ଓଡିଶା ନିଉଜ)ପ୍ରୟାଶ ଆମର କାର୍ଯ୍ୟ,  ଫଳ ଭବିଷ୍ୟତ କହିବ ! ଏମିତି କହି ମୁଖ୍ୟ ଶାସନ ସଚିବ ରାଜ୍ୟ ସହ ରାଜଧାନୀର କରୋନା ସଂକ୍ରମଣ ସ୍ଥିତି…

ରାଜ୍ୟ ସରକାର କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି

Posted by - June 16, 2021 0
ଭୁବନେଶ୍ବର:ରାଜ୍ୟ ସରକାର କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ ଜୁଲାଇ ସକାଳ ୫ଟା…

ହୁଗୁଲା ପ୍ରଶାସନ,ପରିବେଶ ନଷ୍ଟଭ୍ରଷ୍ଟ। ମାଲେମାଲ୍ ଇଟାଭାଟି ମାଲିକ।

Posted by - January 2, 2021 0
ନୀଳଗିରି :(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଞ୍ଚଳ ଏବେ ପାଲଟି ଯାଇଛି, ମାଟି ମାଫିଆ , ବାଲି ମାଫିଆ , ପଥର ମାଫିଆ ଓ…

There are 399 comments

  1. музей дача шаляпина в кисловодске лечение суставов воронеж
    лагерь лучистый курорты кавказа список ооо волна
    пансионат ателика горизонт алушта официальный сайт санатория увильды челябинская область энигма отель хабаровск

  2. гостевой дом лиана евпатория гостиница в новосибирске
    сочи санаторий аквалоо посмотреть фото старая русса отели гостиницы цены джемете анапа
    пансионат голубой залив спа отель в евпатории севастополь гостиница

  3. аврора в луге санатории в лоо с лечением и бассейном
    отели балашиха краснодар спа отель с бассейном дельфин голубицкая
    дом отдыха рядом отель бристоль ялта беловодье белокуриха отзывы

  4. прометей геленджик официальный сайт отель элит саки
    робинзон междуреченск отель империал 2011 ялта центральный военный санаторий в пятигорске официальный сайт
    санаторий киев алушта официальный сайт база отдыха кабардинка гермес отель

  5. жемчужные ванны показания и противопоказания санаторий восход феодосия
    санаторий морской прибой крым санатории и пансионаты лазаревского санаторий кстово официальный сайт
    гостиница ливадия истра официальный сайт гостиница в электроуглях белый медведь махачкала отзывы

  6. гостиницы красноуфимск санаторий меню
    отель с бассейном красная поляна в горах хостел зебра в казани озерки парк отель самара официальный
    отель виста ялта официальный сайт санатории в московской области москва геленджик туры все включено

  7. гостиница спб цены первый доходный дом кисловодск официальный
    мисхор поселок городского типа кореиз санаторий солнечное ленинградская область официальный хостелы томска
    санаторий подмосковье похудение аквамарин туапсе отзывы отель вояж новокузнецк

  8. отель ореанда саратов адлер все включено
    отель солнышко адлер официальный сайт орбита солнечногорск сан ай петри официальный сайт
    отдых в санатории сочи отель палаццо кисловодск отзывы пансион

  9. тур в крым с авиаперелетом отдых в сочи все включено недорого
    оркестра кристалл сочи резорт aura hotel сочи жемчужина официальный сайт цена
    отель м19 санкт петербург пансионаты московской области с бассейном крым чайка

  10. пансионат челябинск столичный экспресс москва
    отдых на 3 дня недорого на двоих отели манавгата санатории кисловодска луч
    арбат отель балаково горный горячий ключ официальный сайт отель старинная анапа

  11. санатории для больных паркинсоном крым судак отели с бассейном и питанием
    жуковский гостиницы и отели санаторий в махачкале спасская 10
    пансионат пицунда абхазия официальный сайт золотой ключик термальные источники официальный сайт цены ульяновск отель империал клаб делюкс

  12. песчанное пансионаты в лазаревском с питанием недорого
    евпатория империя официальный сайт черноморская зорька анапа лагерь санаторий здоровье альметьевск официальный сайт
    евпатория отдых 2120 цены на берегу моря парафинолечение в физиотерапии аквамарин резорт севастополь

  13. военный санаторий анапа официальный сайт санаторий дон в пятигорске цены на 2022
    прометей клуб лазаревское официальный сайт гурзуф отзывы отдыхающих 2021 год симферополь как добраться до моря
    хостел в электростали цены курорт ключи официальный отели смоленск

  14. гальванизация и электрофорез спа отель беларусь сочи
    циолковский самара отзывы санаторий радуга набережные челны отзывы хостел в миассе
    набат палас овражная ул 38 д воеводино курортный комплекс молния ямал гостиница на набережной казань

  15. санаторий ржд анапа все включено азовское море
    санаторий жемчужина набережные челны официальный сайт санаторий волжский утес официальный гостиница в джанкое
    ростов великий хостел виды массажа аквамарин анапа витязево

Leave a comment

Your email address will not be published.