ହାଟୁଆ ବଣିକ ସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

426 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ଯୋଗୁଁ ଚାରିଆଡେ ଲକ ଡାଉନ ଜାରି ରହିଛି । ହାଟ ବଜାର ସବୁ ବନ୍ଦ ହୋଇଯାଇଛି । ଏଥିପାଇଁ ସାପ୍ତାହିକ ହାଟ କରି ଚଳୁଥିବା କେତେକ ହାଟୁଆ ବ୍ୟବସାୟୀ ଘରେ ହାତ ବାନ୍ଧି ବସିରହିଛନ୍ତି । ସେମାନଙ୍କ ଗୁଜୁରାଣ ମେଂଟାଇବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ବିଭିନ୍ନ ଦୋକାନ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲେ ହେଁ ଅଦ୍ୟାବଧି ହାଟୁଆ ମାନଙ୍କ ପାଇଁ କୌଣସି ଅନୁମତି ମିଳିନାହିଁ ।

ଏଥିପାଇଁ କୋରେଇ ଶଙ୍ଖଚିଲା ସ୍ଥିତ ହାଟୁଆ ବଣିକ ସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆଗକୁ ରଜ ଆସୁଥିବାରୁ ଜିଲାର ବିଭିନ୍ନ ହାଟ ଖୋଲିବାକୁ ଅନୁମତି ଦେବାକୁ ଜିଲାପାଳଙ୍କୁ ଅନୁରୋଧ କରିଛି ଏହି ସଂଘ । ଜିଲାପାଳଙ୍କୁ ଭେଟି ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

Related Post

କରୋନାରେ ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ବୌଦ୍ଧ ଥାନା ଅଧିକାରୀଙ୍କ ସହାୟତା

Posted by - November 26, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)କରୋନା ସଂକ୍ରମଣରେ ମୃତ୍ୟୁର ଶୀକାର ହୋଇଥିବା ବୌଦ୍ଧଜିଲାର ଯୁବ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ବୌଦ୍ଧଜିଲାର ଦୁଇ ମହିଳା ଅଧିକାରୀ ସାକ୍ଷାତ କରି…

ତେନ୍ତୁଳିମାଳ ଠାରେ ଓ ସାଇ ଡ୍ୟାନ୍ସ ଗୃପର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି 

Posted by - October 20, 2021 0
ଯାଜପୁର ତେନ୍ତୁଳିମାଳ ଠାରେ ଓ ସାଇ ଡ୍ୟାନ୍ସ ଗୃପର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି Iଏହି ଅବସରରେ ଡ୍ୟାନ୍ସ ସ୍କୁଲର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଭାଗରେ ଦେଶାତ୍ମକବୋଧକ ଓ ଆଧୁନିକ ଗୀତର ତାଳେ ତାଳେ ନୃତ୍ୟ ଶିଳ୍ପୀ ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ Iଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଦ୍ଧିତ କଲେ ବିରଜା ମନ୍ଦିରର ସେବାୟତମାନେ

Posted by - March 3, 2020 1,066
ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ପୁରା ଯାଜପୁରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ…

ବାଲ୍ୟ ବିବାହ ନିଷେଧ ଉପରେ ଜାତି ମୁଖିଆ ମାନଙ୍କ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ

Posted by - April 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)  ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ବିଳନୀ କକ୍ଷ ଠାରେ ପାରମ୍ପାରିକ ଜାତି ମୁଖିଆ, ମନ୍ଦିର କମିଟି ସଦସ୍ୟ ମାନଙ୍କର ଦିନିକିଆ ବାଲ୍ୟ…

ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ୍ କଳାହାଣ୍ଡି ତରଫରୁ ଅସହାୟ ଗରୀବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ

Posted by - November 26, 2022 0
ନର୍ଲା:୨୫/୧୧(ଅମିୟ କୁମାର ଦାସ)ନର୍ଲା ବ୍ଲକ ଅଧିନ ନର୍ଲା ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୬ଟି ଗ୍ରାମର ଗରିବ ଅସହାୟ ଅବସ୍ଥାରେ ଥିବା ନିରୀହ ଲୋକଙ୍କୁ “ସୋସିଆଲ ୱେଲଫେୟାର୍…

Leave a comment

Your email address will not be published.