ମୁଖ୍ୟମନ୍ତ୍ରୀ ଙ୍କର ଗଞ୍ଜାମ ଗ୍ରସ୍ତ,୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କଲେ

871 2

ଭୁବନେଶ୍ବର:ବିଜେଡି ଫୋକସରେ ଗଂଜାମ।  ବ୍ରହ୍ମପୁର ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଡିଆରେ ଅନୁଷ୍ଠିତ ଚାଷୀ ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମୁଖ୍ୟମନ୍ତ୍ରୀ ୧୦୧୧ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ସେଠାରେ ଆୟୋଜିତ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଅନ୍ତର୍ଗତ ଭାଗଚାଷୀ ସହାୟତା ପ୍ରଦାନ ଅର୍ଥରାଶି ଆକାଉଣ୍ଟ୍‌କୁ ପଠାଇବାର ବ୍ୟବସ୍ଥାକୁ ସୁଇଚ୍‌ ଟିପି ଶୁଭାରମ୍ଭ କରିଥିଲେ। ଏହା ସହ ସେ କାଳିଆ ସହାୟତା ବଣ୍ଟନ ପତ୍ର ଓ କାଳିଆ ଯୋଜନା ସମ୍ବନ୍ଧୀୟ ଅଡିଓ ଭିଜୁଆଲ୍‌ ଉନ୍ମୋଚନ କରିଥିଲେ।

ସମାବେଶରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଚାଷୀମାନଙ୍କୁ ଖୁସି ଅଛକି ବୋଲି ପ୍ରଶ୍ନ କରିବା ସହ ଚାଷୀଙ୍କ ଖୁସିରେ ସେ ନିଜେ ଖୁସି ବୋଲି କହିଥିଲେ। କାଳିଆ ଯୋଜନା ପ୍ରତି ଚାଷୀଙ୍କ ସମର୍ଥନ ରହିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Related Post

ଗଞ୍ଜାମ ରେ ସୁରାଟ ଫେରନ୍ତା ଖାତା ଖୋଲିଲେ ,ରାଜ୍ୟ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ପହଞ୍ଚିଲା ୧୬୦ ରେ

Posted by - May 3, 2020 0
ଭୁବନେଶ୍ୱର : ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ…

କିଡିନି ଓ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଶିକ୍ଷକଙ୍କ ମୃତ୍ୟୁ,ଶୁଧିକ୍ରିଆ ପାଇଁଁ ସ୍ତ୍ରୀ ର ଚିନ୍ତା

Posted by - June 17, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସଂଙ୍କୁଲେଇ ପଂଚାୟତର ପଦାମାଳ ଗ୍ରାମର ପୁର୍ଣଚନ୍ଦ୍ର ସେଠୀ (୩୫)ଙ୍କ ଗତକାଲି କିଡିନିଆକ୍ରାନ୍ତ ଓ କ୍ୟାନ୍ସର ରୋଗରେ ପିଡିତ ହୋଇ ମୃତ୍ୟୁବରଣ…

ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟ ରେ ଶହେ କେ।ଡ଼ିଏ ପରିବାର,ନୀରବ ସାଜିଛି ପ୍ରଶାସନ

Posted by - April 29, 2022 0
ରାୟଗଡା।:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ କୁଚେଇ ପଦର ପଞ୍ଚାୟତର ଜୋବା ପଦର ଗ୍ରାମରେ ଶହେ କେ।ଡ଼ିଏ ରୁ ଉର୍ଦ୍ଧ ପରିବାର ଲୋକେ…

There are 2 comments

Leave a comment

Your email address will not be published.