ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ୍ ଟ୍ୟାକ୍ସ ଛାଡ଼

907 4

ଭୁବନେଶ୍ବର :ଏପ୍ରିଲ, ମେ’ ଓ ଜୁନ ମାସର ରୋଡ ଟ୍ୟାକ୍ସ ଛାଡ଼ ହେବ ।କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲକଡାଉନ ହେବା ପରେ ଗାଡ଼ିମାଲିକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସେଥିପାଇଁ ସେମାନେ ରାଜ୍ୟ ସରକାରଙ୍କ ଠାରେ ତିନି ମାସର ରୋଡ ଟ୍ୟାକ୍ସ ଛାଡ଼ କରିବା ପାଇଁ ଦାବି କରିଥିଲେ ।ଘରୋଇ ବସ୍‌ ମାଲିଘ ସଂଘ ସରକାରଙ୍କ ପାଖରେ ଏପ୍ରିଲ୍‌, ମେ ଓ ଜୁନ୍‌ ଏହି ତିନିମାସ ପାଇଁ ରୋଡ୍‌ ଟେକ୍ସ ଛାଡ଼ କରିବା ସହିତ ଇନ୍‌ସ୍ୟୁରାନ୍ସ ଦେୟ ଅବଦ୍ଧି ବୃଦ୍ଧି ଓ ଋଣ କିସ୍ତି ଛାଡ଼ କରିବାକୁ ଦାବି କରିଥିଲେ।

ଏନେଇ ସଂଘ ପକ୍ଷରୁ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା ମଧ୍ୟ ହୋଇଥିଲେ। ଶେଷରେ ସଂଘର ଦାବିକୁ ମାନି ନେଇଛନ୍ତି ସରକାର।ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଯାତ୍ରୀବାହୀ ଗାଡ଼ିଗୁଡ଼ିକର ମାଲିକମାନଙ୍କ ପାଇଁ ଆଶ୍ୱସ୍ତି ଖବର ଆଣି ଦେଇଛନ୍ତି । ରାଜ୍ୟ ପରିବହନ ବିଭାଗ ତିନି ମାସର ରୋଡ ଟ୍ୟାକ୍ସ ଛାଡ଼ କରିବା ପାଇଁ ଘୋଷଣା କରିଛି ।

Related Post

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲା,ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ

Posted by - March 31, 2022 0
ଭୁବନେଶ୍ବର:କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ରାଜ୍ ଓରଫ ରଂଜନ ନାୟକ ସତ ଓଗାଳିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା…

ବହୁ ଘାତ ପ୍ରତିଘାତ ପରେ ଶେଷ ହେଲା ନାଏବ ସରପଞ୍ଚ ନିର୍ବାଚନ

Posted by - April 2, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଳକ ରେ ନାଏବ ସରପଞ୍ଚ ନିର୍ବାଚନ ସୁରଖୁରରେ ସମାପ୍ତ ହୋଇଥିବା ବେଳେ ଦୁର୍ଗମ ଥୁଆମୂଳ…

ଜୁନାଗଡ ପର୍ଯ୍ୟନ୍ତ ହେବ ଜୟପୁର ନବରଙ୍ଗପୁର ରେଲପଥର ସମ୍ପ୍ରସାରଣ :-କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Posted by - April 25, 2022 0
ଭୁବନେଶ୍ବର/କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଲାକାନଗିରି ଗସ୍ତରେ ଆସିଥିବା ସମୟରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ରେଲପଥ…

‘ବିଜେପି ମୁକ୍ତ’ ହେବ ଦେଶ: ନିରଞ୍ଜନ ପଟନାୟକ

Posted by - December 11, 2018 915
ଭୁବନେଶ୍ୱର: ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ଭୋଟ୍‌ ଗଣତିକୁ ଦୃଷ୍ଟିରେ ରଖି ଓଡ଼ିଶାର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଭାରତ ‘ବିଜେପି ମୁକ୍ତ’…

There are 4 comments

  1. I was lucky enough to stumble upon this site while surfing the internet and found something very interesting there. I really enjoy reading it. I enjoyed it a lot. Thanks for sharing this wonderful information 먹튀검증

  2. I always find and read your articles. I think you are really trying to share your knowledge and thoughts. I understand how hard it can be to write a blog post. I want to applaud your efforts. I’d love to see your article. I will bookmark it. Thank you. https://totoilmi.com/

Leave a comment

Your email address will not be published.