କୋରୋନା ଅପଡେଟ ମଇ ୨୫ ୨୦୨୦

4517 493

ଭୁବନେଶ୍ବର :ଦେଶରେ ମହାମାରୀ କରୋନା ଭାଇରସ ଦିନକୁ ଦିନ ଚିନ୍ତାକୁ ବଢ଼ାଇବାରେ ଲାଗିଛି। କରୋନା ରୋଗୀମାନଙ୍କୁ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ଡାକ୍ତର ଓ କର୍ମଚାରୀମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କରୋନା ରୋଗୀଙ୍କ ଚିକିତ୍ସା କରିବା ସମୟରେ ନିଜେ ମଧ୍ୟ ସେହି ଭାଇରସରେ ସଂକ୍ରମିତ ହେଉଛନ୍ତି।ଏହି ପରିସ୍ଥିତି ରେ ଡାକ୍ତର ଏବଂ  ସ୍ୱ୍ସ୍ଥ୍ୟ  କର୍ମଚାରୀ ମାନେ ନିଜ ଜୀବନ କୁ ବାଜି ଲଗାଇ ଲୋକ ମାନଙ୍କ ସେବା କରୁଛନ୍ତି। ଅନ୍ୟ ପକ୍ଷରେ ପୁଣି ଟ୍ରେନର ଚେନ୍ ପୁଲ୍  କରି ଓଡ଼ିଶାର ବିଭିନ୍ନ ଜିଲ୍ଲାର୨୪୬ଜଣ ପ୍ରବାସୀ ଶ୍ରମିକ ରେଳ ଷ୍ଟେସନରେ ଓହ୍ଲାଇ ପଡ଼ିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ,  ଓଡ଼ିଶାର ବିଭିନ୍ନ ଜିଲ୍ଲାର୨୪୬ଜଣ ପ୍ରବାସୀ ଶ୍ରମିକ ମହାରାଷ୍ଟ୍ରରୁ ଝାଡ଼ଖଣ୍ଡ ବୋକାରୋ ଶ୍ରମିକ ଟ୍ରେନରେ ଫେରୁଥିଲେ।

ଏପଟେ ରାଜ୍ୟରେ ଆଜି ଆଉ ୧୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୮ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୦୩ ସଂକ୍ରମିତଙ୍କ ମଧ୍ୟରୁ ୯୬ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

କୋରୋନା ଅପଡେଟ ୨୫ ମଇ ୨୦୨୦

District Positive Recovered Active Deceased
Ganjam 353 233 117 3
Jajpur 240 90 150 0
Balasore 133 57 76 0
Bhadrak 106 31 75 0
Khurdha 82 51 28 3
Puri 81 4 77 0
Cuttack 59 3 55 1
Kendrapara 55 9 46 0
Nayagarh 45 1 44 0
Jagatsinghpur 41 5 36 0
Sundergarh 37 25 12 0
Boudh 33 4 29 0
Angul 24 15 9 0
Balangir 24 2 22 0
Deogarh 24 1 23 0
Malkangiri 19 0 19 0
Kalahandi 15 2 13 0
Mayurbhanj 15 9 6 0
Keonjhar 12 4 8 0
Gajapati 10 0 10 0
Koraput 7 1 6 0
Kandhamal 6 0 6 0
Jharsuguda 5 2 3 0
Sambalpur 5 0 5 0
Dhenkanal 4 1 3 0
Baragarh 1 0 1 0
Nawarangpur 1 0 1 0
Nuapada 1 0 1 0
Total 1438 550 881 7

Related Post

ମହୁଲ ଫୁଲର ଅଭାବୀ ବିକ୍ରି ,ଶୋଷଣର ଶିକାର ଏବଂ ମଣ୍ଡି ଅଭାବରୁ ଶାଗମାଛ ଦରରେ ବିକୁଛନ୍ତି ଗୋଟାଳି

Posted by - May 5, 2022 0
ବୌଦ୍ଧ(ଚିତ୍ତ ରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା । ଚାଷ ବ୍ୟତୀତ ଜଙ୍ଗଲରୁ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ,…

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

Posted by - February 3, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଳାହାଣ୍ଡି…

ସିନ୍ଧେକେଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ୭ଦିନ ହେଲା ପାନୀୟ ଜଳ ବ୍ୟବସ୍ଥା ଅପହଞ୍ଚ

Posted by - January 7, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବାଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତ ଇଲାକା ସିନ୍ଧେକେଲା ଥିବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜିକୁ ଦୀର୍ଘ ୭ଦିନ ହେଲାଣି ପାନୀୟ ଜଳ ଯୋଗାଣ…

ପ୍ରତି ୧୫ ଦିନରେ ଥରେ ଡାକ୍ତର-ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ କୋଭିଡ-୧୯ ପରୀକ୍ଷା

Posted by - April 16, 2020 0
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ବହୁ ସଂଖ୍ୟକ କୋଭିଡ-୧୯ ଟେଷ୍ଟ ହେବ। କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତି…

ଫାର୍ମ ହାଉସର ପୋଖରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Posted by - August 20, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ) ଫାର୍ମ ହାଉସର ପୋଖରୀ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ୱରର ଅନ୍ତର୍ଗତ ନନ୍ଦନକାନନ ଥାନା ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସ ପୋଖରୀରୁ…

There are 493 comments

  1. Pingback: 1prefixed

  2. Cautions. Some are medicines that help people when doctors prescribe.
    https://stromectolst.com/# ivermectin price uk
    Some are medicines that help people when doctors prescribe. Learn about the side effects, dosages, and interactions.

Leave a comment

Your email address will not be published.