ଷ୍ଟୂଡିଓ ଖୋଲିବାକୁ ଅନୁମତି ଦେବାକୁ ନିବେଦନ

589 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଦୀର୍ଘଦିନ ଧରି ଲକଡାଉନ ହେବା ଫଳରେ ଜିଲ୍ଲାର ସମସ୍ତ ଫୋଟୋ Studio ବନ୍ଦ ରହିଅଛି ମାତ୍ର ଫୋଟୋଗ୍ରାଫର ମାନେ ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ ହୋଇପଡୁଛି ଫୋଟୋଗ୍ରାଫର ମାନେ ଅସହାୟ ଅବସ୍ଥାରେ ଥାଇ ଦୋକାନ ଘର ଭଡା ଦେବା କଷ୍ଟ ସାଧ୍ୟ ହେଉଛି କରୋନା ଲକଡାଉନ କଟକଣା ପାଇଁ ଦୁଇ ମାସ ହେଲା ସବୁ ଦୋକାନ ରେ ତାଲା ପଡିଥିଲା ବର୍ତମାନ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଖୋଲା ଯିବା ପାଇଁ ଅନୁମତି ମିଳିଥିବା ବେଳେ ଫୋଟୋ ଷ୍ଟୂଡିଓ  କୁ ସେଥିରୁ ବାଦ ଦିଆଯାଇଅଛି ଜିଲ୍ଲାର ୩ ଶହରୁ ଉର୍ଦ୍ଧ studio ମାଲିକ ଏହା ଉପରେ ନିର୍ଭର କରି ପରିବାର ଚଳାଉଥିବା ବେଳେ ୫00ଶହରୁ ଅଧିକ ଫୋଟୋଗ୍ରାଫର ମଧ୍ୟ ଏହା ଉପରେ ନିର୍ଭର କରନ୍ତି

କରୋନା ପାଇଁ ବିବାହ ଓ ବ୍ରତ ବନ୍ଦ ହୋଇଯାଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଫୋଟୋଗ୍ରାଫର ଓ ଷ୍ଟୂଡିଓ  ମାଲିକ ଉଭୟେ ହାତବାନ୍ଧି ବସିଛନ୍ତି ଅନ୍ୟପକ୍ଷରେ ସାଧାରଣ ବ୍ୟାପାର ପାଇଁ ଷ୍ଟୂଡିଓ  ଖୋଲିବାକୁ ଅନୁମତି ମିଳିନାହିଁ l ତେଣୁ ଆଜି ଯାଜପୁର ଫୋଟୋଗ୍ରାଫରସ ଆସୋସିଏସନ ପକ୍ଷରୁ ଉପସଭାପତି ବିକାଶ ଚନ୍ଦ୍ର ପାଢ଼ୀ ସମ୍ପାଦକ ପ୍ରଭୁଦତ୍ତ ସାହୁ କୋଷାଧ୍ୟକ୍ଷ ମନୋରଞ୍ଜନ ପୃଷ୍ଟି ଯାଜପୁର ଟାଉନ ଜୋନ ର ଜୋନାଲ ହେଡ କାଜଲ କୁମାର ରାମ କୁଆଖିଆ ଜୋନ ର ଜୋନାଲ ହେଡ ନୀଳମଣି ପଣ୍ଡା, ବନମାଳୀ ସାହୁ, ସାଇ ସୁନ୍ଦର ରାଉତରାୟ ପ୍ରମୁଖ ଜିଲ୍ଲପାଳ ରଂଜନ କୁମାର ଦାସ ଙ୍କୁ ଭେଟି ଷ୍ଟୂଡିଓ ଖୋଲିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି l

Related Post

ମାଟିଲଗ୍ନା ତରଫରୁ ଶୀତକାଳୀନ ଅଧିବେଶନ 

Posted by - December 16, 2021 0
ମାଲକାନଗିରି: ମାଲକାନଗିରି ଜିଲ୍ଲାର ବାଙ୍କେଟିଗୁଡା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ମାଟିଲଗ୍ନା ସାହିତ୍ଯ ସଂସଦର ଦ୍ବାରା ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ ଭାଷା ଭିତ୍ତିକ ସଚେତନତା ଅଧିବେଶନକୁ ସଂସଦର…

ଦାଦନ ହୋଇ ଗଲେ ଶବ ହୋଇ ଫେରିଲେ

Posted by - December 6, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ନିଜ ଭିଟାମାଟି ଛାଡି ଦାଦନ ହୋଇ ଗଲେ l ହେଲେ ଫେରିଲା ବେଳେ ଶବ ହୋଇ ଫେରିଲେ l ଯାହାକୁ ନେଇ ଅଂଚଳ ରେ…

ରେଳ ଲାଇନ ରେ ଅଜଣା ଯୁବକଙ୍କ ମୃତଦେହ।

Posted by - December 3, 2019 613
ଅନୁଗୋଳ: (ମହେଶ ଭୋମରାଜ)ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡୀ ବଜାର ରେଳ ଲାଇନ ରେ ଅଜଣା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଛି। ମୃତଦେହ ଦେଖିବାକୁ…

ହରଭଙ୍ଗା ବ୍ଲକ ରେ ନୂତନ ବିଡ଼ିଓ ଭାବରେ ଯୋଗ ଦେଲେ ସ୍ମିତା ରଥ

Posted by - November 2, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ ସ୍ମିତା ରଥ!ପୂର୍ବରୁ ସେ ବୌଦ୍ଧ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ…

Leave a comment

Your email address will not be published.