ଓଡିଶା ବାସୀ ସାହାସିକତା ସହ ବାତ୍ୟା ଅମ୍ଫାନକୁ ସାମ୍ନା କଲେ :- ପ୍ରଧାନମନ୍ତ୍ରୀ

2105 268

ଭୁବନେଶ୍ବର :ଅମ୍ପନ ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱସନା ଦେଇଛନ୍ତି। ରାଜ୍ୟବାସୀ ଯେପରି ଭାବେ ସାହସର ସହ ବାତ୍ୟାର ମୁକାବିଲା କଲେ, ସେଲାଗି ଓଡ଼ିଶାବାସୀଙ୍କୁ ମୋଦି ସାଧୁବାଦ ଜଣାଇଛନ୍ତି। ଏହାସହ ଏଭଳି ପ୍ରାକୃତିକ ବିପତ୍ତି ବେଳେ ସେ ରାଜ୍ୟବାସୀଙ୍କ ଭାବାବେଗକୁ ସେ ସମର୍ଥନ କରିଛନ୍ତି।ଯେଉଁଭଳି ଭାବରେ ରାଜ୍ୟ ବାତ୍ୟାର ମୁକାବିଲା କଲା ତାକୁ ଦେଖିବା ପରେ ସେ ଟ୍ୱିଟ୍ କରି କହିଛନ୍ତି ଯେ, “ବାତ୍ୟା ଅମ୍ପନର ପ୍ରଭାବକୁ ରାଜ୍ୟ ସାହସର ସହ ମୁକାବିଲା କରିଥିବାରୁ ମୁଁ ଓଡିଶାବାସୀଙ୍କ ସହ ଅଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେଉ।ଏହି ପରି ଭାବେ ପ୍ରଧାନମନ୍ତ୍ରୀ  ଟୁଇଟ କରି ଓଡିଶା ବାସୀ ଙ୍କ ମନୋବଳ ବଢାଇଛନ୍ତି।

ଆସନ୍ତା କାଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶ ମାର୍ଗ ରୁ ଓଡିଶା ଏବଂ ପଶ୍ଚିମ ବଙ୍ଗ ପରିଦର୍ଶନ ରେ ଆସିବେ। ଶେଠୀ ପାଇଁ ଆଜି ଭୁବନେଶ୍ବର ବିମାନ ବନ୍ଦର ରେ କଡା ସୁରକ୍ଷା ର ଯାଞ୍ଚ କରାଯାଇଛି। ଭୁବନେଶ୍ୱର ଡିସିପି ଏନେଇ ଏୟାରପୋର୍ଟରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହାପୂର୍ବରୁ ଡିଜି ଇଣ୍ଟେଲିଜେନ୍ସ ସତ୍ୟଜିତ ମହାନ୍ତି, ଏଡିଜି-ହେଡକ୍ୱାର୍ଟର ସୌମେଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ଏବଂ ଡିସିପି ପ୍ରମୁଖ ଆଜି ଭୁବନେଶ୍ୱର ବିମାନବନ୍ଦର ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

Related Post

ଓଡ଼ିଶାରେ ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ, ୬ଷ୍ଠ ଆକ୍ରାନ୍ତ ଚିହ୍ନଟ,

Posted by - April 3, 2020 3
ଭୁବନେଶ୍ୱର:କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୨ୟ ବ୍ୟକ୍ତି ଦୁଇଦିନ ତଳେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିବାବେଳେ  ପ୍ରଥମ ଆକ୍ରାନ୍ତଙ୍କୁ ଡିସ୍‌ଚାର୍ଜ କରାଯାଇଛି।ଆଜି ଆଉ ଜଣେ କରୋନା ଆକ୍ରାନ୍ତ…

ପ୍ରଧାନ ଶିକ୍ଷୟିତ୍ରୀ ବିବାଦ:ଗାଁରେ ଜଳୁଛି ନିଆଁ ଘନ ଘନ ବୈଠକ-ବୁଧବାର ତାଲା ବନ୍ଦ ଆନ୍ଦୋଳନ

Posted by - October 23, 2022 0
ଧର୍ମଗଡ: ତା ୨୩/୧୦ ବେହେରା କସ୍ତୁରବା ଗାନ୍ଧୀ ସରକାରୀ ନୋଡାଲ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବିବାଦ ଗାଁରେ ଜଳୁଛି ନିଆଁ।ଗ୍ରାମବାସୀ ଭିତରେ ଉତ୍ତେଜନା ଲାଗିରହିଛି।ଏପରିକି ଘନ…

ବିଜେଡିର ୪ ବିଧାୟକଙ୍କ ଟିକେଟ୍‌ କଟିଲା ,ମନ୍ତ୍ରୀ ଥିବା ଲୋକସିଂହାରୁ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଟିକେଟ ତାଲିକାରୁ ବାଦ୍‌

Posted by - March 24, 2019 0
ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ୪ ବିଧାୟକଙ୍କ ଟିକେଟ୍‌ କଟିଛି। ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ…

କୃଷି ଋଣ ଛାଡ କଥା ଚିନ୍ତା କରାଯିବ :- ନବୀନ ପଟ୍ଟନାୟକ

Posted by - December 19, 2018 742
ଭୁବନେଶ୍ବର ୧୯|୧୨: ୧୯ ନିର୍ବାଚନର ମୁଖ୍ୟ ମୁଦ୍ଦା ହେବାକୁ ଯାଉଛନ୍ତି ଚାଷୀ। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ ଅନୁଧ୍ୟାନ କରୁଛୁ…

There are 268 comments

  1. Pingback: 2metaphorical

Leave a comment

Your email address will not be published.