Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ସୁସ୍ଥ ହେଲେ ଯାଜପୁର ର ୩୧ଜଣ କରୋନା ଆକ୍ରାନ୍ତ

36040 7,657

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ସୁସ୍ଥ ହେଲେ ଯାଜପୁର ର ୩୧ଜଣ କରୋନା ଆକ୍ରାନ୍ତ । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଥିବା ବେଳେ ବର୍ତ୍ତମାନ ୩୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ପୂର୍ବରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଜି ୩୧ଜଣ ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ଦଶରଥପୁର କଟିକଟା ଅଞ୍ଚଳର ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ବାକି ୧୭ ଜଣ କଳିଙ୍ଗନଗରସ୍ଥିତ ଟାଟା ମେଡିକା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୩୧ଜଣ ସୁସ୍ଥ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରୁ ଡିସଚାର୍ଜ ପରେ ଏନ ସି କଲେଜ ପରିସରରେ ଥିବା କୋଭିଡ କେୟାର ସେଣ୍ଟରରେ ରଖାଯିବା ପରେ ସେମାନଙ୍କ ଘରକୁ ଛଡ଼ାଯିବ ।

Related Post

ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ

Posted by - June 6, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲାପାଳ ତଥା…

ଧିରେ ଧିରେ ବୃଦ୍ଧି ହେଉଛି ବୌଦ୍ଧ ଜିଲ୍ଲାରେ କରୋନା ଗ୍ରାଫ

Posted by - January 12, 2022 0
ବୌଦ୍ଧ :ବୌଦ୍ଧ ଜିଲ୍ଲାରେ ଧିରେ ଧିରେ ତୃତୀୟ ଲହର କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି!ଜିଲ୍ଲା ସୂଚନା ଅନୁଯାଇ ଆଜି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ…

ସିନ୍ଦୁରପଙ୍କ ରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର

Posted by - February 10, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ସିଂଦୂରପଙ୍କ ଠାରେ ଉଚ୍ଚ ରକ୍ତଚାପ,ମଧୁମେହ,କର୍କଟ ରୋଗ ଚିହ୍ନଟ ପାଇଁ ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର…

ଡିଆରଡିଏ ସମ୍ମିଳନୀ କକ୍ଷ ଯାଜପୁର ରେ ରେଡକ୍ରସ ଦିବସ ଅନୁଷ୍ଠିତ

Posted by - May 9, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଶ୍ୱ ରେଡକ୍ରସ ଦିବସରେ ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା, ନେତା ମହଲରେ କୋକୁଆ ଭୟ

Posted by - January 7, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ତାର ବିଭିନ୍ନ ପ୍ରଜାତି ରାଜ୍ଯ ତଥା…

There are 7,657 comments

  1. Pingback: hydroxychloroquine eye exam

  2. Pingback: what does hydroxychloroquine treat

  3. Pingback: best price on kamagra in stock in usa

  4. Pingback: best site to buy propecia online

  5. Pingback: propecia online forum

  6. Pingback: buy cenforce 100 online

  7. Pingback: vardenafil - 20mg

  8. Pingback: order stromectol 6mg without prescription

  9. Q: How does a man want to be loved?
    A: viagra pills for men Solid news about medicament. Get advice here.
    And erectile dysfunction is unseemly to pass without some treatment or lifestyle changes. Your husband definitely should envision his constitution provide for provider thither erectile dysfunction. Erectile dysfunction is the unfitness to grasp or watch over an erection concentrated adequately as a service to sex. It’s a general problem.

  10. Mr Tilley says kissing, caressing, genital against and viva voce stimulation can all be savvy as pleasurable whether there is an erection or not. In link to partnered going to bed, Dr Fox stresses it is something on the side of both parties to work on together. “The husband may not be the producer, but they may be cause of the solution.” Source: cialis pill