ପୁରୀରେ ୪୪ କିଲୋଗ୍ରାମ୍ ଗଞ୍ଜେଇ ଜବତ,ଜଣେ ଗିରଫ

358 0

ପୁରୀ :(ସମୀର ରଞ୍ଜନ ନାୟକ)ଜଣେ ଯୁବକ ଏକ କାରରେ ୪୪ କିଲୋଗ୍ରାମ୍ ଗଞ୍ଜେଇ ନେଇ ଆସୁଥିଲେ। ଆଜି ସକାଳ ପାଞ୍ଚଟା ସମୟ ରେ କେତେକୀ ପାଟଣା ରୁ ବାଲିପୁଟ ଆସୁଥିବା ମଧ୍ୟପ୍ରଦେଶ ରେଜିଷ୍ଟନ ଥିବା ଏକ କାର ରେ ୪୪ କେଜି ଗଂଜେଇ ନେଇ ଆସୁଥିବା ବେଳେ ବାଲିପାଟଣା ରାସ୍ତା ରେ ପୁରୀ ଅବକରି ବିଭାଗ ଧରିଥିଲା ।

ଗିରଫ ହୋଇଥିବା ବ୍ୟକ୍ତି ଜଣ ଙ୍କ ନିମାପଡା ଥାନା ଅନ୍ତର୍ଗତ ଅନ୍ତରା ଗ୍ରାମ ର ଦେବାଶିଷ ସ୍ୱାଇଁ ବୋଲି ଜଣା ପଡିଛି।ଏଥିରେ ଅବକାରୀ ବିଭାଗର ବିକାଶ କୁମାର ନାୟକ, ବନ୍ଦନା ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ପ୍ରଦୀପ୍ତ କୁମାର ପଣ୍ଡା ଓ ଅଭିଜିତ ପ୍ରଧାନ ପ୍ରମୁଖ ଚଢାଉ କରିଥିଲେ।

Related Post

ସାବଧାନ! ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଅଟା !ଅଟା ନୁହେଁ, ପ୍ଲାଷ୍ଟିକ ଗୁଣ୍ଡ

Posted by - September 27, 2019 368
ଭଦ୍ରକ: ବଜାରରେ ପ୍ଲାଷ୍ଟିକ୍‌ ଅଣ୍ଡା, ପ୍ଲାଷ୍ଚିକ୍‌ ଚାଉଳ ପରେ ଏବେ ପ୍ଲାଷ୍ଟିକ୍‌ ଅଟାକୁ ନେଇ ଚର୍ଚ୍ଚା। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ।ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ…

ନଦୀରୁ ମିଳିଲା ଯୁବକର ମୃତ ଦେହ

Posted by - December 13, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)୧୩/୧୨/୨୦୧୮ଯାଜପୁର ଜିଲ୍ଲା ବରୀରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ୟାସୀପୁର ଗ୍ରାମର ବିଦ୍ୟାଧର ସାହୁ ଙ୍କ ପୁଅ ରାଜେଶ ସାହୁ ଵୟସ (୨୮) ବ୍ରାହ୍ମଣୀ ନଦୀ କୁ…

ବାହାରକୁ କମ୍ପ୍ୟୁଟର ଦୋକାନ କିନ୍ତୁ ଭିତରେ ଗଞ୍ଜେଇ ଓ ଅଫିମ

Posted by - December 8, 2019 0
ଯାଜପୁର: କଲେଜ ନିକଟରେ କମ୍ପ୍ୟୁଟର ଦୋକାନରେ ଚଢ଼ାଉ କରି ଗଂଜେଇ ଓ ଅଫିମ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ଟାଉନ ଥାନା ପୁଲିସ…

ହୋମ କ୍ୱାରେନଟାଇନରେ ଥିବା ଯୁବକର ସନ୍ଦେହଜନ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ

Posted by - April 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ହୋମ କ୍ୱାରେନଟାଇନରେ ଥିବା ଜଣେ ଯୁବକର ସନ୍ଦେହଜନ ମୃତ୍ୟୁ । ଘର ନିକଟସ୍ଥ ବାଡିରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ।…

Leave a comment

Your email address will not be published.