Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଯାଜପୁର ରେ ସ୍ଥିତି ଜଟିଳ,ଗୋଟିଏ ଦିନରେ ୬ କୋରୋନା ଆକ୍ରାନ୍ତ,ଯାଜପୁର ରେ ମୋଟ ୧୮,ରାଜ୍ୟରେ ୧୦୦

1059 44

ଯାଜପୁର :୨୫ା୪- ଯାଜପୁର ଦଶରଥପୁର ବ୍ଲକ ଅଂଚଳ ରୁ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ।ସମସ୍ତେ ପୁରୁଷ। ସେମାନଙ୍କ ମଧ୍ୟରୁ ୪ଜଣ ଆକ୍ରାନ୍ତ କଟିକଟା ଅଞ୍ଚଳର ୨୩,୪୯,୫୨,୫୭ ବୟସ ର ଏବଂ ଜଣେ ୩୯ ବର୍ଷୀୟ ପୁରୁଷ ମଳିକାପୁର ପଂଚାୟତର ମହାନ୍ତିପାଟଣା ଅଞ୍ଚଳର ବୋଲି ସୂଚନା ଦେଲା ଜିଲ୍ଲା ପ୍ରଶାସନ ।

ପୁଣି ବିଳମ୍ବିତ ରାତିରେ ୧୦୦ତମ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲା ବିରଜାପୁର ଗାଁରୁ ଚିହ୍ନଟ ହୋଇଛନ୍ତି । ସେ ଜଣେ  ୫୦ ବର୍ଷିଅ ବ୍ୟକ୍ତି ।ଓଡ଼ିଶାରେ କରୋନା ସଂକ୍ରମଣ ଆରମ୍ଭ  ହେବାର ୪୦ ଦିନ ପରେ ଏହା ୧୦୦ ଛୁଇଁଛି ।୬ ଜଣ ଯାକ କଲିକତା ଫେରନ୍ତା ।ନୂଆ ୬ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁରର ମୋଟ ଆକ୍ରାନ୍ତ ସଂଖ୍ୟା ୧୮ ରେ  ପହଞ୍ଚିଲା।

Related Post

୧୯୬୮ ମେଟ୍ରିକ ଛାତ୍ରଙ୍କର ବନ୍ଧୁ ମିଳନ

Posted by - January 17, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ସହର ମହାନଦୀ ପଠା ରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ମହାରାଜା ହାଇସ୍କୁଲ ୧୯୬୮ ମସିହା ମେଟ୍ରିକ ବ୍ୟାଚ ଛାତ୍ର ମାନଙ୍କ ବନ୍ଧୁ…

ଭକ୍ତ ଶୂନ୍ୟ ହୋଇପଡ଼ିଛି ବାରଙ୍ଗ ଅଂଚଳରେ ଥିବା ଶୈବ ପୀଠ ଗୁଡିକ

Posted by - August 9, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଏ ହେଉଛି ବାରଙ୍ଗ ଅଂଚଳରେ ଥିବା ଶୈବପୀଠ।ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିଲେ ମଧ୍ୟ ସମସ୍ତ ଶୈବପୀଠ ଗୁଡିକ ଜନଶୂନ୍ୟ ହୋଇପଡିଛି।ଦିନଥିଲା ଶ୍ରାବଣ ମାସରେ…

ଅସହାୟ ବିଧବା ମହିଳାଙ୍କୁ କେବେ ମିଳିବ ଭତ୍ତା ?

Posted by - July 4, 2021 0
ବୌଦ୍ଧ :(ଚିତ୍ତ ରଞ୍ଜନ ସିଁ ) ସରକାରଙ୍କ ତଥାକଥିତ ଜନ ମଙ୍ଗଳକାରୀ ଯୋଜନା ଗୁଡିକର କାର୍ଯ୍ୟକାରୀତା କେମିତି ହେଉଛି ତାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ…

Leave a comment

Your email address will not be published.