ଯାଜପୁର :୨୫ା୪- ଯାଜପୁର ଦଶରଥପୁର ବ୍ଲକ ଅଂଚଳ ରୁ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ।ସମସ୍ତେ ପୁରୁଷ। ସେମାନଙ୍କ ମଧ୍ୟରୁ ୪ଜଣ ଆକ୍ରାନ୍ତ କଟିକଟା ଅଞ୍ଚଳର ୨୩,୪୯,୫୨,୫୭ ବୟସ ର ଏବଂ ଜଣେ ୩୯ ବର୍ଷୀୟ ପୁରୁଷ ମଳିକାପୁର ପଂଚାୟତର ମହାନ୍ତିପାଟଣା ଅଞ୍ଚଳର ବୋଲି ସୂଚନା ଦେଲା ଜିଲ୍ଲା ପ୍ରଶାସନ ।
Health Update: 25th April, 2020
Six New Positive Cases in Jajpur
52 Yrs Male, 23 Yrs Male, 49 Yrs Male, 57 Yrs Male, 39 Yrs Male & 50 Yrs Male.
(All Kolkata Returnees)
Contact tracing and followup action is being done.
Total Positive Case in Odisha: 100
— I & PR Department, Odisha (@IPR_Odisha) April 25, 2020
ପୁଣି ବିଳମ୍ବିତ ରାତିରେ ୧୦୦ତମ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲା ବିରଜାପୁର ଗାଁରୁ ଚିହ୍ନଟ ହୋଇଛନ୍ତି । ସେ ଜଣେ ୫୦ ବର୍ଷିଅ ବ୍ୟକ୍ତି ।ଓଡ଼ିଶାରେ କରୋନା ସଂକ୍ରମଣ ଆରମ୍ଭ ହେବାର ୪୦ ଦିନ ପରେ ଏହା ୧୦୦ ଛୁଇଁଛି ।୬ ଜଣ ଯାକ କଲିକତା ଫେରନ୍ତା ।ନୂଆ ୬ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁରର ମୋଟ ଆକ୍ରାନ୍ତ ସଂଖ୍ୟା ୧୮ ରେ ପହଞ୍ଚିଲା।